ପୁଲିସ- ବିଜେପିକର୍ମୀଙ୍କ ମଧ୍ଯରେ ଧସ୍ତାଧସ୍ତି: ମହିଳା ପୁଲିସ ଅଧିକାରୀଙ୍କୁ ଗାଳିଗୁଲଜ ସହ ଧକ୍କା ମାରିଲେ ବିରୋଧି ଦଳର ନେତା ଜୟନାରାୟଣ ମିଶ୍ର

The Sakala Picture
Published On

ସମ୍ବଲପୁର: ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି । ମହିଳା ପୁଲିସଙ୍କୁ ଧକ୍କା ମାରିଲେ ବିରୋଧି ଦଳର ନେତା ଜୟନାରାୟଣ ମିଶ୍ର । ଧନୁପାଲ୍ଲୀ ଥାନା ଆଇଆଇସିଙ୍କୁ  ଜୟନାରାୟଣ ଧକ୍କା ମାରିଥିବା  ଚିତ୍ର ଦେଖିବାକୁ ମିଳିଛି। ପ୍ରଥମେ କଥା କଟାକଟି, ପରେ ଠେଲାପେଲା ହୋଇଥିଲା। କେବଳ ଧକ୍କା ନୁହେଁ ଉକ୍ତ ପୁଲିସ ଆଇଆଇସିଙ୍କୁ ମାରିବି ଥାପଡ ବୋଲି କହିବାକୁ ପଛାଇ ନାହାନ୍ତି ବିଜେପି ବିଧାୟକ ତଥା ବିରୋଧି ଦଳର ନେତା ଜୟନାରାୟଣ ମିଶ୍ର। ବିଜେପି ପକ୍ଷରୁ ଆଜି […]

ସମ୍ବଲପୁର: ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି । ମହିଳା ପୁଲିସଙ୍କୁ ଧକ୍କା ମାରିଲେ ବିରୋଧି ଦଳର ନେତା ଜୟନାରାୟଣ ମିଶ୍ର । ଧନୁପାଲ୍ଲୀ ଥାନା ଆଇଆଇସିଙ୍କୁ  ଜୟନାରାୟଣ ଧକ୍କା ମାରିଥିବା  ଚିତ୍ର ଦେଖିବାକୁ ମିଳିଛି। ପ୍ରଥମେ କଥା କଟାକଟି, ପରେ ଠେଲାପେଲା ହୋଇଥିଲା। କେବଳ ଧକ୍କା ନୁହେଁ ଉକ୍ତ ପୁଲିସ ଆଇଆଇସିଙ୍କୁ ମାରିବି ଥାପଡ ବୋଲି କହିବାକୁ ପଛାଇ ନାହାନ୍ତି ବିଜେପି ବିଧାୟକ ତଥା ବିରୋଧି ଦଳର ନେତା ଜୟନାରାୟଣ ମିଶ୍ର। ବିଜେପି ପକ୍ଷରୁ ଆଜି ସମ୍ବଲପୁରରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ ବେଳେ ଏଭଳି ଅପ୍ରିତିକର ଘଟଣା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ସାବଧାନ! ଶ୍ରୀମନ୍ଦିରରେ ନାହିଁ ‘ପେଡ୍‌ ଭିଆଇପି ଦର୍ଶନ’ ବ୍ୟବସ୍ଥା, ଜାଲ୍‌ ବିଜ୍ଞାପନ ବିରୋଧରେ ଏଫଆଇଆର

ମହିଳା ସୁରକ୍ଷା ଓ ସମ୍ମାନର କଥା କହୁଥିବା ଜୟନାରାୟଣଙ୍କ ପ୍ରକୃତ ଚରିତ୍ର କ’ଣ, ଏହି ଦୃଶ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି । ଆଇନଶୃଙ୍ଖଳା ରକ୍ଷା ପୁଲିସର କର୍ତ୍ତବ୍ୟ । ହେଲେ କର୍ତ୍ତବ୍ୟରତ ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରୁଛନ୍ତି ଜୟନାରାୟଣ । ରେଙ୍ଗାଲି ବିଧାୟକ ନାଉରି ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସହ ଶତାଧିକ ବିଜେପି କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସାମ୍ନାରେ ଧାରଣାରେ ବସିଥିଲେ ।

ଆହୁରି ପଢ଼ନ୍ତୁ: ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

15 Feb 2023 By The Sakala

ପୁଲିସ- ବିଜେପିକର୍ମୀଙ୍କ ମଧ୍ଯରେ ଧସ୍ତାଧସ୍ତି: ମହିଳା ପୁଲିସ ଅଧିକାରୀଙ୍କୁ ଗାଳିଗୁଲଜ ସହ ଧକ୍କା ମାରିଲେ ବିରୋଧି ଦଳର ନେତା ଜୟନାରାୟଣ ମିଶ୍ର

ସମ୍ବଲପୁର: ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି । ମହିଳା ପୁଲିସଙ୍କୁ ଧକ୍କା ମାରିଲେ ବିରୋଧି ଦଳର ନେତା ଜୟନାରାୟଣ ମିଶ୍ର । ଧନୁପାଲ୍ଲୀ ଥାନା ଆଇଆଇସିଙ୍କୁ  ଜୟନାରାୟଣ ଧକ୍କା ମାରିଥିବା  ଚିତ୍ର ଦେଖିବାକୁ ମିଳିଛି। ପ୍ରଥମେ କଥା କଟାକଟି, ପରେ ଠେଲାପେଲା ହୋଇଥିଲା। କେବଳ ଧକ୍କା ନୁହେଁ ଉକ୍ତ ପୁଲିସ ଆଇଆଇସିଙ୍କୁ ମାରିବି ଥାପଡ ବୋଲି କହିବାକୁ ପଛାଇ ନାହାନ୍ତି ବିଜେପି ବିଧାୟକ ତଥା ବିରୋଧି ଦଳର ନେତା ଜୟନାରାୟଣ ମିଶ୍ର। ବିଜେପି ପକ୍ଷରୁ ଆଜି ସମ୍ବଲପୁରରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ ବେଳେ ଏଭଳି ଅପ୍ରିତିକର ଘଟଣା ଦେଖିବାକୁ ମିଳିଛି।

ମହିଳା ସୁରକ୍ଷା ଓ ସମ୍ମାନର କଥା କହୁଥିବା ଜୟନାରାୟଣଙ୍କ ପ୍ରକୃତ ଚରିତ୍ର କ’ଣ, ଏହି ଦୃଶ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି । ଆଇନଶୃଙ୍ଖଳା ରକ୍ଷା ପୁଲିସର କର୍ତ୍ତବ୍ୟ । ହେଲେ କର୍ତ୍ତବ୍ୟରତ ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରୁଛନ୍ତି ଜୟନାରାୟଣ । ରେଙ୍ଗାଲି ବିଧାୟକ ନାଉରି ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସହ ଶତାଧିକ ବିଜେପି କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସାମ୍ନାରେ ଧାରଣାରେ ବସିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର