୫କେଜି ଚିଙ୍ଗୁଡ଼ି ଓ ୫ହଜାର ଟଙ୍କା ଲାଞ୍ଚ ମାଗି ନିଲମ୍ବିତ ହେଲେ ଥାନା ଏଏସଆଇ

The Sakala Picture
Published On

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାର ଏଏସ୍ଆଇ ହରେକୃଷ୍ଣ ପାଢ଼ୀ ଜଣେ ବ୍ୟକ୍ତିଙ୍କ ଏକ ମାମଲାକୁ ରଫାଦଫା କରିବା ପାଇଁ ୫ ହଜାର ଟଙ୍କା ସହ ୫ କିଲୋ ବାଗଦା ଚିଙ୍ଗୁଡ଼ି ଲାଞ୍ଚ ମାଗିବାର ଅଡ଼ିଓ ଭାଇରାଲ ହେବାପରେ ଭଦ୍ରକ ଏସପି ଚରଣ ସିଂ ମୀନା ତାଙ୍କୁ ନିଲମ୍ବିତ କରିଛନ୍ତି । ଏହି ଘଟଣାରେ ଚାନ୍ଦବାଲି ଏସ୍.ଡ଼ି.ପି.ଓ ଉମାଶଙ୍କର ମହାରଣା ତଦନ୍ତ କରି ରିପୋର୍ଟ ଦେବା ପରେ ଏସପି ଶ୍ରୀ ମୀନା ଏଏସ୍ଆଇ ହରେକୃଷ୍ଣ ପାଢ଼ୀଙ୍କୁ […]

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାର ଏଏସ୍ଆଇ ହରେକୃଷ୍ଣ ପାଢ଼ୀ ଜଣେ ବ୍ୟକ୍ତିଙ୍କ ଏକ ମାମଲାକୁ ରଫାଦଫା କରିବା ପାଇଁ ୫ ହଜାର ଟଙ୍କା ସହ ୫ କିଲୋ ବାଗଦା ଚିଙ୍ଗୁଡ଼ି ଲାଞ୍ଚ ମାଗିବାର ଅଡ଼ିଓ ଭାଇରାଲ ହେବାପରେ ଭଦ୍ରକ ଏସପି ଚରଣ ସିଂ ମୀନା ତାଙ୍କୁ ନିଲମ୍ବିତ କରିଛନ୍ତି । ଏହି ଘଟଣାରେ ଚାନ୍ଦବାଲି ଏସ୍.ଡ଼ି.ପି.ଓ ଉମାଶଙ୍କର ମହାରଣା ତଦନ୍ତ କରି ରିପୋର୍ଟ ଦେବା ପରେ ଏସପି ଶ୍ରୀ ମୀନା ଏଏସ୍ଆଇ ହରେକୃଷ୍ଣ ପାଢ଼ୀଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ସୂଚନାଅନୁଯାୟୀ, ଏକ ମାମଲାରେ ଜଣେ ଅଭିଯୁକ୍ତକୁ ଖସାଇ ଦେବା ସହ ତା ନାଁ କାଟିଦେବାକୁ ଟଙ୍କା ଓ ଚିଙ୍ଗୁଡ଼ି ମାଛ ଲାଞ୍ଚ ମାଗୁଥିବାର ଅଡ଼ିଓ ୨ଦିନ ତଳେ ଭାଇରାଲ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର