ମନୋରଞ୍ଜନ
ଓଡ଼ିଶା
ଭୁବନେଶ୍ୱରରେ ନିଆଁ ଲାଗି ଜଳିଗଲା ଏଟିଏମ୍, କାରଣ ଅସ୍ପଷ୍ଟ
ଭୁବନେଶ୍ୱର: ଦେଖୁ ଦେଖୁ ନିଆଁ ଲାଗି ଜଳିଗଲା ଏସ୍ବିଆଇ ଏଟିଏମ୍ । ଭୁବନେଶ୍ଵର ଟଙ୍କପାଣି ରୋଡ୍ ବ୍ରହ୍ମେଶ୍ୱର୍ ପାଟଣା ସ୍ଥିତ ଏସବିଆଇ ଏଟିଏମ୍ରେ ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ନିଆଁ ଲାଗି ଏଟିଏମ୍ଟି ପୁରା ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ଏଟିଏମ୍ରେ ଅଗ୍ନିକାଣ୍ଡ ନେଇ ସଠିକ୍ କାରଣ ଜଣାପଡିନାହିଁ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ […]
ଭୁବନେଶ୍ୱର: ଦେଖୁ ଦେଖୁ ନିଆଁ ଲାଗି ଜଳିଗଲା ଏସ୍ବିଆଇ ଏଟିଏମ୍ । ଭୁବନେଶ୍ଵର ଟଙ୍କପାଣି ରୋଡ୍ ବ୍ରହ୍ମେଶ୍ୱର୍ ପାଟଣା ସ୍ଥିତ ଏସବିଆଇ ଏଟିଏମ୍ରେ ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ନିଆଁ ଲାଗି ଏଟିଏମ୍ଟି ପୁରା ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି ।
ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ
ଏଟିଏମ୍ରେ ଅଗ୍ନିକାଣ୍ଡ ନେଇ ସଠିକ୍ କାରଣ ଜଣାପଡିନାହିଁ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରହିଛି । ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇ ପାରେ ବୋଲି ସନ୍ଦେହ କରାଯାଉଛି।






