ବିଜେପିର ହୀନ ରାଜନୀତି: ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବଦନାମ କରିବାକୁ ବିଜେପି ରଚୁଛି ଷଡ଼ଯନ୍ତ୍ର

The Sakala Picture
Published On

ପଦମପୁର: ପଦ୍ମପୁର ଉପନିର୍ବାଚର ପ୍ରଚାର ସମୟରେ ବିଜେପିର ହୀନ ପ୍ରୟାସ । ପୁଣି ଖୋଲିଲା ବିଜେପିର ପୋଲ୍‌ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଗାଳିଗୁଲଜ ପାଇଁ ବିଜେପିର ଆଉ ଏକ ଷଡ଼ଯନ୍ତ୍ର ଧରା ପଡିଯାଇଛି । ମାଆଙ୍କୁ ସମ୍ମାନ ଦେବା ଦୂରର କଥା, ବଦନାମ କରିବାକୁ ପଛାଉନି ବିଜେପି । ସାଧାରଣ ଲୋକକୁ ମଦ ଓ ହଜାରେ ଟଙ୍କା ଦେଇ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ପାଇଁ […]

ପଦମପୁର: ପଦ୍ମପୁର ଉପନିର୍ବାଚର ପ୍ରଚାର ସମୟରେ ବିଜେପିର ହୀନ ପ୍ରୟାସ । ପୁଣି ଖୋଲିଲା ବିଜେପିର ପୋଲ୍‌ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଗାଳିଗୁଲଜ ପାଇଁ ବିଜେପିର ଆଉ ଏକ ଷଡ଼ଯନ୍ତ୍ର ଧରା ପଡିଯାଇଛି । ମାଆଙ୍କୁ ସମ୍ମାନ ଦେବା ଦୂରର କଥା, ବଦନାମ କରିବାକୁ ପଛାଉନି ବିଜେପି । ସାଧାରଣ ଲୋକକୁ ମଦ ଓ ହଜାରେ ଟଙ୍କା ଦେଇ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ପାଇଁ ଲୋକଙ୍କୁ ବ୍ୟବହାର କରୁଛନ୍ତି ବିଜେପି ନେତା । ଯାହାକୁ ନେଇ ଏକ ଭିଡ଼ିଓ ଜାରି କରିଛି ବିଜେଡି ।

ଆହୁରି ପଢ଼ନ୍ତୁ: କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ନିର୍ବାଚନ: ସମସ୍ତ ୧୪ ସିଟ୍‌ରେ ବିଜେଡିର ବାଜିମାତ୍‌

ଘଟଣାର ଭିଡିଓ ସାମନାକୁ ଆସିବା ପରେ ବିଜେପିର ପୋଲ୍‌ ଖୋଲିଛି। ବର୍ଷାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର ରଚିଛନ୍ତି ବିଜେପି ନେତା । ଟଙ୍କା, ମଦ ଦେଇ ବର୍ଷାଙ୍କ ବିରୋଧରେ କହିବାକୁ କୁହାଯାଇଥିବା ଖୁଲାସା କରିଛି ସଂପୃକ୍ତ ଯୁବକ । ମାଟିର ଝିଅ ବର୍ଷାଙ୍କୁ ମିଳୁଛି ବିପୁଳ ଜନ ସମର୍ଥନ । ଭାବିବିହ୍ବଳ ବର୍ଷାଙ୍କ ଲୁହ ପୋଛି ତାଙ୍କୁ ଶାନ୍ତ୍ବନା ଦେଉଛନ୍ତି ମହିଳା । ଯାହାକୁ ସହ୍ୟ କରିପାରୁନି ବିଜେପି । ତେଣୁ ବର୍ଷାଙ୍କୁ ବଦନାମ କରିବାକୁ ହୀନ ରାଜନୀତି କରୁଥିବା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି । କେବଳ ସେତିକି ନୁହେଁ ସୋସିଆଲ୍‌ ମିଡିଆରେ ମଧ୍ୟ ବର୍ଷାଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଆସୁଛନ୍ତି ବିଜେପି କର୍ମୀ ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବା ବେଳେ ଗଛରେ ପିଟି ହେଲା କାର୍, ଗୋଟିଏ ପରିବାରର ୩ ମୃତ

30 Nov 2022 By The Sakala

ବିଜେପିର ହୀନ ରାଜନୀତି: ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବଦନାମ କରିବାକୁ ବିଜେପି ରଚୁଛି ଷଡ଼ଯନ୍ତ୍ର

ପଦମପୁର: ପଦ୍ମପୁର ଉପନିର୍ବାଚର ପ୍ରଚାର ସମୟରେ ବିଜେପିର ହୀନ ପ୍ରୟାସ । ପୁଣି ଖୋଲିଲା ବିଜେପିର ପୋଲ୍‌ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଗାଳିଗୁଲଜ ପାଇଁ ବିଜେପିର ଆଉ ଏକ ଷଡ଼ଯନ୍ତ୍ର ଧରା ପଡିଯାଇଛି । ମାଆଙ୍କୁ ସମ୍ମାନ ଦେବା ଦୂରର କଥା, ବଦନାମ କରିବାକୁ ପଛାଉନି ବିଜେପି । ସାଧାରଣ ଲୋକକୁ ମଦ ଓ ହଜାରେ ଟଙ୍କା ଦେଇ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ପାଇଁ ଲୋକଙ୍କୁ ବ୍ୟବହାର କରୁଛନ୍ତି ବିଜେପି ନେତା । ଯାହାକୁ ନେଇ ଏକ ଭିଡ଼ିଓ ଜାରି କରିଛି ବିଜେଡି ।

ଘଟଣାର ଭିଡିଓ ସାମନାକୁ ଆସିବା ପରେ ବିଜେପିର ପୋଲ୍‌ ଖୋଲିଛି। ବର୍ଷାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର ରଚିଛନ୍ତି ବିଜେପି ନେତା । ଟଙ୍କା, ମଦ ଦେଇ ବର୍ଷାଙ୍କ ବିରୋଧରେ କହିବାକୁ କୁହାଯାଇଥିବା ଖୁଲାସା କରିଛି ସଂପୃକ୍ତ ଯୁବକ । ମାଟିର ଝିଅ ବର୍ଷାଙ୍କୁ ମିଳୁଛି ବିପୁଳ ଜନ ସମର୍ଥନ । ଭାବିବିହ୍ବଳ ବର୍ଷାଙ୍କ ଲୁହ ପୋଛି ତାଙ୍କୁ ଶାନ୍ତ୍ବନା ଦେଉଛନ୍ତି ମହିଳା । ଯାହାକୁ ସହ୍ୟ କରିପାରୁନି ବିଜେପି । ତେଣୁ ବର୍ଷାଙ୍କୁ ବଦନାମ କରିବାକୁ ହୀନ ରାଜନୀତି କରୁଥିବା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି । କେବଳ ସେତିକି ନୁହେଁ ସୋସିଆଲ୍‌ ମିଡିଆରେ ମଧ୍ୟ ବର୍ଷାଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଆସୁଛନ୍ତି ବିଜେପି କର୍ମୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର