ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ଟିମ୍: ଜୟନାରାୟଣଙ୍କୁ ପ୍ରଚାରରୁ ବାଦ ଦେବାକୁ ବିଜେଡିର ଦାବି

The Sakala Picture
Published On

ଭୁବନେଶ୍ବର: ବାରମ୍ବାର ମହିଳାଙ୍କୁ ଅପମାନ କରିବା ଯେମିତି ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି। ପ୍ରଚାର ବେଳେ ମହିଳାଙ୍କ ବିରୋଧରେ ବିଜେପି ବିଧାୟକ ଜନନାରାୟଣ ମିଶ୍ର ଆଶାଳୀନ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ତାତି ଥିବା ବେଳେ ଜୟନାରାୟଣଙ୍କୁ ପଦମପୁର ପ୍ରଚାରରୁ ବାଦ ଦେବାକୁ ଦାବି କରିଛି ବିଜେଡି । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛି ବିଜେଡି ଟିମ୍ । ଗତକାଲି ପଦମପୁର ଉପନିର୍ବାଚନ ରାଲିରେ ଜୟନାରାୟଣ ମହିଳାଙ୍କୁ ନେଇ […]

ଭୁବନେଶ୍ବର: ବାରମ୍ବାର ମହିଳାଙ୍କୁ ଅପମାନ କରିବା ଯେମିତି ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି। ପ୍ରଚାର ବେଳେ ମହିଳାଙ୍କ ବିରୋଧରେ ବିଜେପି ବିଧାୟକ ଜନନାରାୟଣ ମିଶ୍ର ଆଶାଳୀନ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ତାତି ଥିବା ବେଳେ ଜୟନାରାୟଣଙ୍କୁ ପଦମପୁର ପ୍ରଚାରରୁ ବାଦ ଦେବାକୁ ଦାବି କରିଛି ବିଜେଡି । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛି ବିଜେଡି ଟିମ୍ ।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

ଗତକାଲି ପଦମପୁର ଉପନିର୍ବାଚନ ରାଲିରେ ଜୟନାରାୟଣ ମହିଳାଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏହାର ପ୍ରମାଣ ବିଜେଡି ସିଇଓଙ୍କ ନିକଟରେ ଦାଖଲ କରିଛି । ଜୟନାରାୟଣ ଅଭ୍ୟାସଗତ ଭାବେ ଏଭଳି ଅଶାଳୀନ ମନ୍ତବ୍ୟ ଦିଅନ୍ତି । ଏଥିସହ ଅପରାଧିକ କାର୍ଯ୍ଯକଳାପରେ ମଧ୍ୟ ସେ ସଂପୃକ୍ତ । ବିଜେପୁର ଉପନିର୍ବାଚନ ବେଳେ ହତ୍ୟା ମାମଲାରେ ଜୟନାରାୟଣ ଗିରଫ ହୋଇ ଜେଲ୍ ଯାଇଥିଲେ । ଏବେ ସେ ବେଲରେ ଅଛନ୍ତି । ତେଣୁ ତାଙ୍କୁ ପଦମପୁର ଉପନିର୍ବାଚନରେ ପ୍ରଚାରରୁ ବାଦ୍ ଦେବାକୁ ବିଜେଡି ଦାବି କରିଛି । ଏହାସହ ରାଜ୍ୟ ମହିଳା କମିଶନଙ୍କ ନିକଟରେ ମଧ୍ୟ ଫେରାଦ ହୋଇଛନ୍ତି ବିଜେଡି ଟିମ୍ ।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

27 Nov 2022 By The Sakala

ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ଟିମ୍: ଜୟନାରାୟଣଙ୍କୁ ପ୍ରଚାରରୁ ବାଦ ଦେବାକୁ ବିଜେଡିର ଦାବି

ଭୁବନେଶ୍ବର: ବାରମ୍ବାର ମହିଳାଙ୍କୁ ଅପମାନ କରିବା ଯେମିତି ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି। ପ୍ରଚାର ବେଳେ ମହିଳାଙ୍କ ବିରୋଧରେ ବିଜେପି ବିଧାୟକ ଜନନାରାୟଣ ମିଶ୍ର ଆଶାଳୀନ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ତାତି ଥିବା ବେଳେ ଜୟନାରାୟଣଙ୍କୁ ପଦମପୁର ପ୍ରଚାରରୁ ବାଦ ଦେବାକୁ ଦାବି କରିଛି ବିଜେଡି । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛି ବିଜେଡି ଟିମ୍ ।

ଗତକାଲି ପଦମପୁର ଉପନିର୍ବାଚନ ରାଲିରେ ଜୟନାରାୟଣ ମହିଳାଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏହାର ପ୍ରମାଣ ବିଜେଡି ସିଇଓଙ୍କ ନିକଟରେ ଦାଖଲ କରିଛି । ଜୟନାରାୟଣ ଅଭ୍ୟାସଗତ ଭାବେ ଏଭଳି ଅଶାଳୀନ ମନ୍ତବ୍ୟ ଦିଅନ୍ତି । ଏଥିସହ ଅପରାଧିକ କାର୍ଯ୍ଯକଳାପରେ ମଧ୍ୟ ସେ ସଂପୃକ୍ତ । ବିଜେପୁର ଉପନିର୍ବାଚନ ବେଳେ ହତ୍ୟା ମାମଲାରେ ଜୟନାରାୟଣ ଗିରଫ ହୋଇ ଜେଲ୍ ଯାଇଥିଲେ । ଏବେ ସେ ବେଲରେ ଅଛନ୍ତି । ତେଣୁ ତାଙ୍କୁ ପଦମପୁର ଉପନିର୍ବାଚନରେ ପ୍ରଚାରରୁ ବାଦ୍ ଦେବାକୁ ବିଜେଡି ଦାବି କରିଛି । ଏହାସହ ରାଜ୍ୟ ମହିଳା କମିଶନଙ୍କ ନିକଟରେ ମଧ୍ୟ ଫେରାଦ ହୋଇଛନ୍ତି ବିଜେଡି ଟିମ୍ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର