ରାଜଧାନୀରେ ଡେଙ୍ଗୁ ଆତଙ୍କ: ୧୯୦୦ ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

The Sakala Picture
Published On

ଭୁବନେଶ୍ବର: ଥମିବାର ନାମ ନେଉନାହିଁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ଖୋର୍ଦ୍ଧା ଜିଲ୍ଲାରେ ୨୪୦୮ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ପହଞ୍ଚିଛି। ଏଥିସହ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୦୦ ପାର କରିଛି। ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳ ତଥା ଭୁବନେଶ୍ୱର ଉପକଣ୍ଠରୁ  ୫ଶହରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ରେଡ଼ ଯୋନରେ ଖୋର୍ଦ୍ଧା, ଭୁବନେଶ୍ୱର ପାଲଟିଛି ହଟସ୍ପଟ। ସବୁ ଆଗୁଆ ପଦକ୍ଷେପ ସତ୍ତ୍ୱେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଥମିବାରେ ନାଁ ନେଉ ନାହିଁ। ସାପ୍ତାହିକ ଗୁରୁବାର ଓ ରବିବାର […]

ଭୁବନେଶ୍ବର: ଥମିବାର ନାମ ନେଉନାହିଁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ଖୋର୍ଦ୍ଧା ଜିଲ୍ଲାରେ ୨୪୦୮ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ପହଞ୍ଚିଛି। ଏଥିସହ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୦୦ ପାର କରିଛି। ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳ ତଥା ଭୁବନେଶ୍ୱର ଉପକଣ୍ଠରୁ  ୫ଶହରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ରେଡ଼ ଯୋନରେ ଖୋର୍ଦ୍ଧା, ଭୁବନେଶ୍ୱର ପାଲଟିଛି ହଟସ୍ପଟ। ସବୁ ଆଗୁଆ ପଦକ୍ଷେପ ସତ୍ତ୍ୱେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଥମିବାରେ ନାଁ ନେଉ ନାହିଁ। ସାପ୍ତାହିକ ଗୁରୁବାର ଓ ରବିବାର ଦୁଇ ଦିନିଆ ଡ୍ରାଏ ଡେ’ ପାଳନ ଓ ସଚେତନତା ଶୋଭାଯାତ୍ରା ସହ ଉଦ୍ୟମ ଚାଲିଛି।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର