ଇଏ କାହା ସାଇକଲ୍‍

The Sakala Picture
Published On

‘ମୋ ସାଇକଲ୍‍ ମୋ ସାଇକଲ୍‍’ କହୁଛନ୍ତି। କିନ୍ତୁ କାହା ସାଇକଲ୍‍ ଓ କିଏ ଦାୟିତ୍ୱ ନେବ ତାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। କାରଣ ସାଇକଲ ଯେବେଠାରୁ ଷ୍ଟାଣ୍ଡକୁ ଆସିଛି, ସେବେଠାରୁ ଅବହେଳା ଆରମ୍ଭ ହୋଇଯାଇଛି। ପ୍ରତିଦିନ ରାସ୍ତା ପାର୍ଶ୍ବରେ ମୋ ସାଇକଲ୍‍ ଅବ୍ୟବସ୍ଥିତ ଓ ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳୁଛି। ପ୍ରଥମେ କ୍ରୁଟ୍‍ ଓ ଏବେ ବିଏମ୍‍ସି ଏହି ସାଇକଲର ଦାୟିତ୍ୱ ତୁଲାଉଥିବା ବେଳେ ଦୁଇ ବିଭାଗଙ୍କ କାର୍ଯ୍ୟଦକ୍ଷତା ଏଥିରୁ […]

‘ମୋ ସାଇକଲ୍‍ ମୋ ସାଇକଲ୍‍’ କହୁଛନ୍ତି। କିନ୍ତୁ କାହା ସାଇକଲ୍‍ ଓ କିଏ ଦାୟିତ୍ୱ ନେବ ତାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। କାରଣ ସାଇକଲ ଯେବେଠାରୁ ଷ୍ଟାଣ୍ଡକୁ ଆସିଛି, ସେବେଠାରୁ ଅବହେଳା ଆରମ୍ଭ ହୋଇଯାଇଛି। ପ୍ରତିଦିନ ରାସ୍ତା ପାର୍ଶ୍ବରେ ମୋ ସାଇକଲ୍‍ ଅବ୍ୟବସ୍ଥିତ ଓ ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳୁଛି। ପ୍ରଥମେ କ୍ରୁଟ୍‍ ଓ ଏବେ ବିଏମ୍‍ସି ଏହି ସାଇକଲର ଦାୟିତ୍ୱ ତୁଲାଉଥିବା ବେଳେ ଦୁଇ ବିଭାଗଙ୍କ କାର୍ଯ୍ୟଦକ୍ଷତା ଏଥିରୁ ପ୍ରମାଣିତ ହୋଇଛି। ସବୁଠୁ ବଡ଼ କଥା ହେଲା ସାଇକଲର ସଠିକ୍‍ ପରିଚାଳନା କରିବା ପାଇଁ କ୍ରୁଟ୍‍ଠାରୁ ମୋ ସାଇକଲର ଭାର ବିଏମ୍‍ସି ନିଜ ହାତକୁ ଆଣିଥିଲା। ଇତି ମଧ୍ୟରେ ଘଟଣାକୁ ୬ ମାସରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ବି ସାଇକଲ ନିଜର ଅସ୍ତିତ୍ୱ ହରାଉଥିଲେ ବି ଟ୍ରାକ୍‍କୁ ଫେରି ପାରୁ ନ ଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର