ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ଗାଏବ, କ୍ୟାସିଆର ଥାନାରେ ଅଟକ

The Sakala Picture
Published On

ବୈପାରୀଗୁଡା: ବୈପାରୀଗୁଡା ସ୍ଥିତ ଇଣ୍ଡିଆନ ଅଭରସିଜ ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ଗାଏବ l ବ୍ୟାଙ୍କ ଶାଖା ପରିଚାଳକ ବୌପାରିଗୁଡା ଥାନାରେ ଦେଲେ ଲିଖିତ ଅଭିଯୋଗ l ସୂଚନା ଅନୁଯାୟୀ, ଗତ କାଲି ଶାଖା ପରିଚାଳକ ପ୍ରବୀର କୁମାର ପ୍ରଧାନ ବ୍ୟାଙ୍କ ଶାଖାରୁ ୮୦ ଲକ୍ଷ ଟଙ୍କା ଉଭାନ ହୋଇଥିବା ଜାଣିପାରି ବ୍ୟାଙ୍କ କର୍ମଚାରୀଙ୍କୁ ପଚାରିଥିଲେ କିନ୍ତୁ କୌଣସି ସନ୍ତୋଷ ଜନକ ଉତ୍ତର ନ ପାଇବାରୁ ଶାଖା ପରିଚାଳକ ବୈପାରୀଗୁଡା ଥାନାରେ ୮୦ ଲକ୍ଷ ଟଙ୍କା ଉଭାନ […]

ବୈପାରୀଗୁଡା: ବୈପାରୀଗୁଡା ସ୍ଥିତ ଇଣ୍ଡିଆନ ଅଭରସିଜ ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ଗାଏବ l ବ୍ୟାଙ୍କ ଶାଖା ପରିଚାଳକ ବୌପାରିଗୁଡା ଥାନାରେ ଦେଲେ ଲିଖିତ ଅଭିଯୋଗ l ସୂଚନା ଅନୁଯାୟୀ, ଗତ କାଲି ଶାଖା ପରିଚାଳକ ପ୍ରବୀର କୁମାର ପ୍ରଧାନ ବ୍ୟାଙ୍କ ଶାଖାରୁ ୮୦ ଲକ୍ଷ ଟଙ୍କା ଉଭାନ ହୋଇଥିବା ଜାଣିପାରି ବ୍ୟାଙ୍କ କର୍ମଚାରୀଙ୍କୁ ପଚାରିଥିଲେ କିନ୍ତୁ କୌଣସି ସନ୍ତୋଷ ଜନକ ଉତ୍ତର ନ ପାଇବାରୁ ଶାଖା ପରିଚାଳକ ବୈପାରୀଗୁଡା ଥାନାରେ ୮୦ ଲକ୍ଷ ଟଙ୍କା ଉଭାନ ନେଇ ଲିଖିତ ଅଭିଯୋଗ କରିଥିଲେ l

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଅଭିଯୋଗ ପ୍ରକାରେ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା, ବୈପାରୀଗୁଡା ଥାନା ଅଧିକାରୀ ଅଶ୍ୱିନୀ କୁମାର ପଟ୍ଟନାୟକ ଆଜି ସକାଳେ ବ୍ୟଙ୍କକୁ ଯାଇ ତଦନ୍ତ କରିବା ସହ ବ୍ୟାଙ୍କ ହିସାବରକ୍ଷକ (କ୍ୟାସିଅର ) ସନ୍ତୋଷ କୁମାର ଡାକୁଆଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣା ପଡିଛି l ତେବେ ଟଙ୍କା ଉଭାନ ଘଟଣାକୁ କ୍ୟାସିଆର ମଧ୍ୟ୍ୟ ସ୍ୱୀକାର କରିଛନ୍ତି କିନ୍ତୁ କିପରି ହୋଇଛି ତାହା ଜାଣି ନ ଥିବା ପ୍ରକାଶ କରିଛନ୍ତି l କିନ୍ତୁ ବୈପାରୀଗୁଡା ପୋଲିସ କ୍ୟାସିଆରଙ୍କୁ ବୈପାରୀଗୁଡା ଥାନାରେ ଅଟକ ରଖି ତଦନ୍ତ କରୁଛି l ତେବେ ଏତେ ପରିମାଣର ଟଙ୍କା ବ୍ୟାଙ୍କରୁ ଉଭାନ ହେବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ତେବେ ଏସଡିପିଓ ଘଟଣାକୁ ଗୁରୁତର ସହ ନେଇ ଘଟଣାର ତଦନ୍ତ ପରେ ସତ୍ୟ ସାମ୍ନା କୁ ଆସିବ ବୋଲି ପ୍ରକାଶ କରିଛନ୍ତି l

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

21 Aug 2022 By The Sakala

ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ଗାଏବ, କ୍ୟାସିଆର ଥାନାରେ ଅଟକ

ବୈପାରୀଗୁଡା: ବୈପାରୀଗୁଡା ସ୍ଥିତ ଇଣ୍ଡିଆନ ଅଭରସିଜ ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ଗାଏବ l ବ୍ୟାଙ୍କ ଶାଖା ପରିଚାଳକ ବୌପାରିଗୁଡା ଥାନାରେ ଦେଲେ ଲିଖିତ ଅଭିଯୋଗ l ସୂଚନା ଅନୁଯାୟୀ, ଗତ କାଲି ଶାଖା ପରିଚାଳକ ପ୍ରବୀର କୁମାର ପ୍ରଧାନ ବ୍ୟାଙ୍କ ଶାଖାରୁ ୮୦ ଲକ୍ଷ ଟଙ୍କା ଉଭାନ ହୋଇଥିବା ଜାଣିପାରି ବ୍ୟାଙ୍କ କର୍ମଚାରୀଙ୍କୁ ପଚାରିଥିଲେ କିନ୍ତୁ କୌଣସି ସନ୍ତୋଷ ଜନକ ଉତ୍ତର ନ ପାଇବାରୁ ଶାଖା ପରିଚାଳକ ବୈପାରୀଗୁଡା ଥାନାରେ ୮୦ ଲକ୍ଷ ଟଙ୍କା ଉଭାନ ନେଇ ଲିଖିତ ଅଭିଯୋଗ କରିଥିଲେ l

ଅଭିଯୋଗ ପ୍ରକାରେ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା, ବୈପାରୀଗୁଡା ଥାନା ଅଧିକାରୀ ଅଶ୍ୱିନୀ କୁମାର ପଟ୍ଟନାୟକ ଆଜି ସକାଳେ ବ୍ୟଙ୍କକୁ ଯାଇ ତଦନ୍ତ କରିବା ସହ ବ୍ୟାଙ୍କ ହିସାବରକ୍ଷକ (କ୍ୟାସିଅର ) ସନ୍ତୋଷ କୁମାର ଡାକୁଆଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣା ପଡିଛି l ତେବେ ଟଙ୍କା ଉଭାନ ଘଟଣାକୁ କ୍ୟାସିଆର ମଧ୍ୟ୍ୟ ସ୍ୱୀକାର କରିଛନ୍ତି କିନ୍ତୁ କିପରି ହୋଇଛି ତାହା ଜାଣି ନ ଥିବା ପ୍ରକାଶ କରିଛନ୍ତି l କିନ୍ତୁ ବୈପାରୀଗୁଡା ପୋଲିସ କ୍ୟାସିଆରଙ୍କୁ ବୈପାରୀଗୁଡା ଥାନାରେ ଅଟକ ରଖି ତଦନ୍ତ କରୁଛି l ତେବେ ଏତେ ପରିମାଣର ଟଙ୍କା ବ୍ୟାଙ୍କରୁ ଉଭାନ ହେବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ତେବେ ଏସଡିପିଓ ଘଟଣାକୁ ଗୁରୁତର ସହ ନେଇ ଘଟଣାର ତଦନ୍ତ ପରେ ସତ୍ୟ ସାମ୍ନା କୁ ଆସିବ ବୋଲି ପ୍ରକାଶ କରିଛନ୍ତି l

https://www.thesakala.in/latest-odisha-news/80-lakh-rupees-vanished-from-bank-cashier-detained-in-police-station/article-14322
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର