୬୨୫ ଫୁଟ ଟପିଲା ହୀରାକୁଦ ଭଣ୍ଡାରର ଜଳସ୍ତର, ମୁଣ୍ଡଳିରେ ବିପଦ ସଙ୍କେତ ପାର କଲା ମହାନଦୀ

The Sakala Picture
Published On

କଟକ: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଥିବା ବେଳେ କଟକ ଜିଲ୍ଲାରେ ମୁଣ୍ଡଳି ଠାରେ ମହାନଦୀ ବିପଦ ସଙ୍କେତ ଟପିଛି। ମୁଣ୍ଡଳିରେ ବିପଦ ସଂକେତ ୯୭.୨୫ ଫୁଟ୍ ରହିଥିବା ବେଳେ ଜଳସ୍ତର ୯୭.୩୦ ଫୁଟ୍ ରହିଛି। ମୁଣ୍ଡଳିରେ ପୂର୍ବାହ୍ନ ୯ ଟାରେ ୧୧ ଲକ୍ଷ ୬୦ ହଜାର ୯୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି। ନରାଜରେ କାଠଯୋଡିରେ ୫ ଲକ୍ଷ ୬୬ ହଜାର ୪୬୦ କ୍ୟୁସେକ ଜଳ ଯାଉଛି । ଅନ୍ୟ ପକ୍ଷରେ ଯୋବ୍ରାରେ ୫ ଲକ୍ଷ ୫୫ […]

କଟକ: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଥିବା ବେଳେ କଟକ ଜିଲ୍ଲାରେ ମୁଣ୍ଡଳି ଠାରେ ମହାନଦୀ ବିପଦ ସଙ୍କେତ ଟପିଛି। ମୁଣ୍ଡଳିରେ ବିପଦ ସଂକେତ ୯୭.୨୫ ଫୁଟ୍ ରହିଥିବା ବେଳେ ଜଳସ୍ତର ୯୭.୩୦ ଫୁଟ୍ ରହିଛି। ମୁଣ୍ଡଳିରେ ପୂର୍ବାହ୍ନ ୯ ଟାରେ ୧୧ ଲକ୍ଷ ୬୦ ହଜାର ୯୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି। ନରାଜରେ କାଠଯୋଡିରେ ୫ ଲକ୍ଷ ୬୬ ହଜାର ୪୬୦ କ୍ୟୁସେକ ଜଳ ଯାଉଛି । ଅନ୍ୟ ପକ୍ଷରେ ଯୋବ୍ରାରେ ୫ ଲକ୍ଷ ୫୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ମୁଣ୍ଡଳି ଓ ଯୋବ୍ରାରେ ବନ୍ୟା ଜଳ ବିପଦ ସଂକେତ ଉପରେ ରହିଛି ।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ଅନ୍ୟପକ୍ଷରେ ହୀରାକୁଦ ଡ୍ୟାମରେ ୨୬ଟି ଗେଟ୍‌ ଖୋଲାଯାଇଥିବା ସତ୍ତ୍ୱେ ସେଠାରେ ଜଳସ୍ତର ବଢ଼ିଛି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଭଣ୍ଡାରର ଜଳସ୍ତର ୬୨୫.୦୪ ଫୁଟ୍ ରହିଛି। । ଡ୍ୟାମକୁ ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଲକ୍ଷ ୩୪ ହଜାର ୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଗତକାଲି ହୀରାକୁଦ ଡ୍ୟାମର ୮ଟିକୁ ବନ୍ଦ କରି ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

ପ୍ରାକ ସୂଚନା ଅନୁଯାୟୀ,  ଆଜି ହୀରାକୁଦର ଆଉ ଗେଟ ଖୋଲାଯାଇ ପାରେ। ତେବେ ଏହା କେତେବେଳେ ଖୋଲାଯିବ ସେ ନେଇ ନିଷ୍ପତ୍ତି ହୋଇନାହିଁ।

ଆହୁରି ପଢ଼ନ୍ତୁ: କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ୨ ଗୁରୁତର

16 Aug 2022 By The Sakala

୬୨୫ ଫୁଟ ଟପିଲା ହୀରାକୁଦ ଭଣ୍ଡାରର ଜଳସ୍ତର, ମୁଣ୍ଡଳିରେ ବିପଦ ସଙ୍କେତ ପାର କଲା ମହାନଦୀ

କଟକ: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଥିବା ବେଳେ କଟକ ଜିଲ୍ଲାରେ ମୁଣ୍ଡଳି ଠାରେ ମହାନଦୀ ବିପଦ ସଙ୍କେତ ଟପିଛି। ମୁଣ୍ଡଳିରେ ବିପଦ ସଂକେତ ୯୭.୨୫ ଫୁଟ୍ ରହିଥିବା ବେଳେ ଜଳସ୍ତର ୯୭.୩୦ ଫୁଟ୍ ରହିଛି। ମୁଣ୍ଡଳିରେ ପୂର୍ବାହ୍ନ ୯ ଟାରେ ୧୧ ଲକ୍ଷ ୬୦ ହଜାର ୯୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି। ନରାଜରେ କାଠଯୋଡିରେ ୫ ଲକ୍ଷ ୬୬ ହଜାର ୪୬୦ କ୍ୟୁସେକ ଜଳ ଯାଉଛି । ଅନ୍ୟ ପକ୍ଷରେ ଯୋବ୍ରାରେ ୫ ଲକ୍ଷ ୫୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ମୁଣ୍ଡଳି ଓ ଯୋବ୍ରାରେ ବନ୍ୟା ଜଳ ବିପଦ ସଂକେତ ଉପରେ ରହିଛି ।

ଅନ୍ୟପକ୍ଷରେ ହୀରାକୁଦ ଡ୍ୟାମରେ ୨୬ଟି ଗେଟ୍‌ ଖୋଲାଯାଇଥିବା ସତ୍ତ୍ୱେ ସେଠାରେ ଜଳସ୍ତର ବଢ଼ିଛି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଭଣ୍ଡାରର ଜଳସ୍ତର ୬୨୫.୦୪ ଫୁଟ୍ ରହିଛି। । ଡ୍ୟାମକୁ ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଲକ୍ଷ ୩୪ ହଜାର ୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଗତକାଲି ହୀରାକୁଦ ଡ୍ୟାମର ୮ଟିକୁ ବନ୍ଦ କରି ଦିଆଯାଇଥିଲା।

ପ୍ରାକ ସୂଚନା ଅନୁଯାୟୀ,  ଆଜି ହୀରାକୁଦର ଆଉ ଗେଟ ଖୋଲାଯାଇ ପାରେ। ତେବେ ଏହା କେତେବେଳେ ଖୋଲାଯିବ ସେ ନେଇ ନିଷ୍ପତ୍ତି ହୋଇନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର