ରାଜ୍ଯ କଂଗ୍ରେସରେ ବଢୁଛି ଅସନ୍ତୋଷ: ପୁଣି ଥରେ ଦଳ ଛାଡିଲେ ୫୦ରୁ ଅଧିକ ଯୁବ କର୍ମୀ

The Sakala Picture
Published On

କଂଗ୍ରସ: ରାଜ୍ୟ କଂଗ୍ରେସକୁ ପୁଣି ବଡ଼ ଝଟ୍‌କା । ପୁଣିଥରେ କଂଗ୍ରେସ ଛାଡିଲେ ୫୦ ରୁ ଅଧିକ ଯୁବ କର୍ମୀ । ଯେଉଁଥିରେ ୧୦ଜଣ ପଦାଧିକାରୀ ଅଛନ୍ତି। ପିସିସିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିଥିବା ଜଣାପଡ଼ିଛି। କଟକ, ଗଞ୍ଜାମ ଓ ଅନ୍ୟାନ୍ୟ ଜିଲ୍ଲାରୁ ଯୁବ କଂଗ୍ରେସ ନେତା ଦଳ ଛାଡିଛନ୍ତି। ପୂର୍ବରୁ ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବି ବେହେରା, ପିସିସିର ପୂର୍ବତନ ସମ୍ପାଦକ ତଥା ମୁଖପାତ୍ର ନିକୁଞ୍ଜ ପସାୟତ, ପୂର୍ବତନ […]

କଂଗ୍ରସ: ରାଜ୍ୟ କଂଗ୍ରେସକୁ ପୁଣି ବଡ଼ ଝଟ୍‌କା । ପୁଣିଥରେ କଂଗ୍ରେସ ଛାଡିଲେ ୫୦ ରୁ ଅଧିକ ଯୁବ କର୍ମୀ । ଯେଉଁଥିରେ ୧୦ଜଣ ପଦାଧିକାରୀ ଅଛନ୍ତି। ପିସିସିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିଥିବା ଜଣାପଡ଼ିଛି। କଟକ, ଗଞ୍ଜାମ ଓ ଅନ୍ୟାନ୍ୟ ଜିଲ୍ଲାରୁ ଯୁବ କଂଗ୍ରେସ ନେତା ଦଳ ଛାଡିଛନ୍ତି।

ଆହୁରି ପଢ଼ନ୍ତୁ: ଡିଏପି ଏବଂ ୟୁରିଆ ବଦଳରେ କମ୍ପ୍ଲେକ୍ସ ସାର ଓ ଆମୋନିୟମ ସଲଫେଟ୍ ବ୍ୟବହାର ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ

ପୂର୍ବରୁ ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବି ବେହେରା, ପିସିସିର ପୂର୍ବତନ ସମ୍ପାଦକ ତଥା ମୁଖପାତ୍ର ନିକୁଞ୍ଜ ପସାୟତ, ପୂର୍ବତନ ମୁଖପାତ୍ର ଅଶୋକ ସାମଲ,ପୂର୍ବତନ ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ, ସୌମ୍ୟ ମିଶ୍ର ଜାତୀୟ ସଂଯୋଜକ, ସଞ୍ଜୟ ବାରିକ ରାଜ୍ୟ ସମ୍ପାଦକ ଯୁବ କଂଗ୍ରେସ, ଅକ୍ଷୟ ମଲ୍ଲ ସାଧାରଣ ସମ୍ପାଦକ ଛାତ୍ର କଂଗ୍ରେସ, ପ୍ରବୀଣ ବୋଦଲା ଛାତ୍ର କଂଗ୍ରେସ ସମ୍ପାଦକ ପ୍ରମୁଖ ଦଳ ଛାଡିଥିଲେ।

ଆହୁରି ପଢ଼ନ୍ତୁ: ସର୍ବଦଳୀୟ ବୈଠକରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ: ସଂସଦରେ ଉଠିବ ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗ

12 Aug 2022 By The Sakala

ରାଜ୍ଯ କଂଗ୍ରେସରେ ବଢୁଛି ଅସନ୍ତୋଷ: ପୁଣି ଥରେ ଦଳ ଛାଡିଲେ ୫୦ରୁ ଅଧିକ ଯୁବ କର୍ମୀ

କଂଗ୍ରସ: ରାଜ୍ୟ କଂଗ୍ରେସକୁ ପୁଣି ବଡ଼ ଝଟ୍‌କା । ପୁଣିଥରେ କଂଗ୍ରେସ ଛାଡିଲେ ୫୦ ରୁ ଅଧିକ ଯୁବ କର୍ମୀ । ଯେଉଁଥିରେ ୧୦ଜଣ ପଦାଧିକାରୀ ଅଛନ୍ତି। ପିସିସିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିଥିବା ଜଣାପଡ଼ିଛି। କଟକ, ଗଞ୍ଜାମ ଓ ଅନ୍ୟାନ୍ୟ ଜିଲ୍ଲାରୁ ଯୁବ କଂଗ୍ରେସ ନେତା ଦଳ ଛାଡିଛନ୍ତି।

ପୂର୍ବରୁ ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବି ବେହେରା, ପିସିସିର ପୂର୍ବତନ ସମ୍ପାଦକ ତଥା ମୁଖପାତ୍ର ନିକୁଞ୍ଜ ପସାୟତ, ପୂର୍ବତନ ମୁଖପାତ୍ର ଅଶୋକ ସାମଲ,ପୂର୍ବତନ ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ, ସୌମ୍ୟ ମିଶ୍ର ଜାତୀୟ ସଂଯୋଜକ, ସଞ୍ଜୟ ବାରିକ ରାଜ୍ୟ ସମ୍ପାଦକ ଯୁବ କଂଗ୍ରେସ, ଅକ୍ଷୟ ମଲ୍ଲ ସାଧାରଣ ସମ୍ପାଦକ ଛାତ୍ର କଂଗ୍ରେସ, ପ୍ରବୀଣ ବୋଦଲା ଛାତ୍ର କଂଗ୍ରେସ ସମ୍ପାଦକ ପ୍ରମୁଖ ଦଳ ଛାଡିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର