ଜୁଲାଇ ୮ରୁ ନେଟ୍‍ ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର: ଜୁଲାଇ ୮ ତାରିଖରୁ ଜାତୀୟ ଯୋଗ୍ୟତା ପରୀକ୍ଷା(ନେଟ୍‍) ଆରମ୍ଭ ହେବ। ଏନେଇ ଏନଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୧ ମସିହାର ଡିସେମ୍ବର ଓ ୨୦୨୨ ମସିହାର ଜୁନ୍‍ ଟର୍ମକୁ ମିଶାଇ ଦୁଇଟି ପର୍ଯ୍ୟାୟର ପରୀକ୍ଷା ଏକା ସାଙ୍ଗରେ ଅନୁଷ୍ଠିତ ହେବ। ଜୁଲାଇ ୮, ୯, ୧୧ ଓ ୧୨ ତାରିଖରେ ଡିସେମ୍ବର ଟର୍ମ ପରୀକ୍ଷା ହେବାକୁ ଥିବାବେଳେ ଅଗଷ୍ଟ ୧୨, ୧୩ ଓ ୧୪ ତାରିଖରେ ଜୁନ୍‍ ଟର୍ମ ପରୀକ୍ଷା ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ଥାନାରେ ଥାର୍ଡ ଡିଗ୍ରି, ନିଲମ୍ୱିତ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା

26 Jun 2022 By The Sakala

ଜୁଲାଇ ୮ରୁ ନେଟ୍‍ ପରୀକ୍ଷା

ଭୁବନେଶ୍ୱର: ଜୁଲାଇ ୮ ତାରିଖରୁ ଜାତୀୟ ଯୋଗ୍ୟତା ପରୀକ୍ଷା(ନେଟ୍‍) ଆରମ୍ଭ ହେବ। ଏନେଇ ଏନଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୧ ମସିହାର ଡିସେମ୍ବର ଓ ୨୦୨୨ ମସିହାର ଜୁନ୍‍ ଟର୍ମକୁ ମିଶାଇ ଦୁଇଟି ପର୍ଯ୍ୟାୟର ପରୀକ୍ଷା ଏକା ସାଙ୍ଗରେ ଅନୁଷ୍ଠିତ ହେବ। ଜୁଲାଇ ୮, ୯, ୧୧ ଓ ୧୨ ତାରିଖରେ ଡିସେମ୍ବର ଟର୍ମ ପରୀକ୍ଷା ହେବାକୁ ଥିବାବେଳେ ଅଗଷ୍ଟ ୧୨, ୧୩ ଓ ୧୪ ତାରିଖରେ ଜୁନ୍‍ ଟର୍ମ ପରୀକ୍ଷା ଅନୁଷ୍ଠିତ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର