ଭିଜିଲାନ୍ସ ଜାଲରେ କାମାକ୍ଷାନଗର ବ୍ଲକ ଶିକ୍ଷାଧିକାରୀଙ୍କ କନିଷ୍ଠ କିରାଣୀ

The Sakala Picture
Published On

କାମାକ୍ଷାନଗର: ଭିଜିଲାନ୍ସ ଜାଲରେ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଶିକ୍ଷାଧିକାରୀଙ୍କ କନିଷ୍ଠ କିରାଣୀ ଜୀବନାନନ୍ଦ ଶତପଥୀ । କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ ସ୍ଥିତ ସିଦ୍ଧାଶ୍ରମ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ନାୟକଙ୍କ ଠାରୁ ବିଦ୍ୟାଳୟର ଏରିଅର ବିଲ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଅନୁଗୁଳ ଜିଲ୍ଲା ଭିଜିଲାନ୍ସ ଟିମ ଏହି କନିଷ୍ଠ କିରାଣୀଙ୍କୁ ଧରିବାରେ ସଫଳ ହୋଇଛନ୍ତି । ସେହିପରି ଗତ […]

କାମାକ୍ଷାନଗର: ଭିଜିଲାନ୍ସ ଜାଲରେ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଶିକ୍ଷାଧିକାରୀଙ୍କ କନିଷ୍ଠ କିରାଣୀ ଜୀବନାନନ୍ଦ ଶତପଥୀ । କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ ସ୍ଥିତ ସିଦ୍ଧାଶ୍ରମ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ନାୟକଙ୍କ ଠାରୁ ବିଦ୍ୟାଳୟର ଏରିଅର ବିଲ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଅନୁଗୁଳ ଜିଲ୍ଲା ଭିଜିଲାନ୍ସ ଟିମ ଏହି କନିଷ୍ଠ କିରାଣୀଙ୍କୁ ଧରିବାରେ ସଫଳ ହୋଇଛନ୍ତି । ସେହିପରି ଗତ ମାସ ୬ ତାରିଖ ଦିନ ଭୁବନ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ମହାଶୟ ଜଣେ ଶିକ୍ଷୟିତ୍ରୀଙ୍କର ମେଡ଼ିକାଲ ବିଲ କରେଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ବାରମ୍ବାର ବ୍ଲକ ଶିକ୍ଷା ବିଭାଗର କିରାଣୀ ମାନେ ଲାଞ୍ଚ ନେଇ ଧରା ପଡୁଥିବା ଘଟଣା ଶିକ୍ଷା ବ୍ୟବସ୍ଥାର ଖସଡ଼ାର ଦୁର୍ବଳତାକୁ ସାମ୍ନାକୁ ଆଣୁଛନ୍ତି । ଏଥିପ୍ରତି ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

26 May 2022 By The Sakala

ଭିଜିଲାନ୍ସ ଜାଲରେ କାମାକ୍ଷାନଗର ବ୍ଲକ ଶିକ୍ଷାଧିକାରୀଙ୍କ କନିଷ୍ଠ କିରାଣୀ

କାମାକ୍ଷାନଗର: ଭିଜିଲାନ୍ସ ଜାଲରେ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଶିକ୍ଷାଧିକାରୀଙ୍କ କନିଷ୍ଠ କିରାଣୀ ଜୀବନାନନ୍ଦ ଶତପଥୀ । କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ ସ୍ଥିତ ସିଦ୍ଧାଶ୍ରମ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ନାୟକଙ୍କ ଠାରୁ ବିଦ୍ୟାଳୟର ଏରିଅର ବିଲ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଅନୁଗୁଳ ଜିଲ୍ଲା ଭିଜିଲାନ୍ସ ଟିମ ଏହି କନିଷ୍ଠ କିରାଣୀଙ୍କୁ ଧରିବାରେ ସଫଳ ହୋଇଛନ୍ତି । ସେହିପରି ଗତ ମାସ ୬ ତାରିଖ ଦିନ ଭୁବନ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ମହାଶୟ ଜଣେ ଶିକ୍ଷୟିତ୍ରୀଙ୍କର ମେଡ଼ିକାଲ ବିଲ କରେଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ବାରମ୍ବାର ବ୍ଲକ ଶିକ୍ଷା ବିଭାଗର କିରାଣୀ ମାନେ ଲାଞ୍ଚ ନେଇ ଧରା ପଡୁଥିବା ଘଟଣା ଶିକ୍ଷା ବ୍ୟବସ୍ଥାର ଖସଡ଼ାର ଦୁର୍ବଳତାକୁ ସାମ୍ନାକୁ ଆଣୁଛନ୍ତି । ଏଥିପ୍ରତି ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି ।

https://www.thesakala.in/latest-odisha-news/kamakshanagar-block-education-officer-junior-clerk-in-vigilance-radar/article-11909
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର