ସିଲ୍‌ ହେଲା ବିଶାଲ୍‌ ମେଗାମାର୍ଟ ମଲ୍, ‌ଫାଇନ୍‌ ଗଣିଲା କ୍ବିନ୍ସ କଲେକ୍‌ସନ୍

The Sakala Picture
Published On

ଭୁବନେଶ୍ବର : ରାଜ୍ୟ ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଲୋକ ନିମୟ ମାନୁନାହାନ୍ତି। ଆଜି ଭୁବନେଶ୍ବରରେ ୪୫ ପଜିଟିଭ୍ ଚିହ୍ନଟ ହୋଇଥିଲେ ଲୋକମାନେ ଭୟ ଶୂନ୍ୟ ହୋଇ ମାର୍କେଟରେ ବୁଲୁଥିବା ଦେଖିବାକୁ ମିଳିଛି। କିଏ ମାସ୍କ ପିନ୍ଧୁନି ତ ଆଉ କେଉଁଠି ଲାଗୁଛି ଲମ୍ବା ଲାଇନ୍, ରହୁନି ସାମାଜିକ ଦୂରତା । ଏସବୁ ନଜରକୁ ଆସିବା ପରେ ବିଏମସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀଙ୍କ ନେତୃତ୍ୱରେ ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂରେ କେନ୍ଦ୍ରୀୟ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ […]

ଭୁବନେଶ୍ବର : ରାଜ୍ୟ ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଲୋକ ନିମୟ ମାନୁନାହାନ୍ତି। ଆଜି ଭୁବନେଶ୍ବରରେ ୪୫ ପଜିଟିଭ୍ ଚିହ୍ନଟ ହୋଇଥିଲେ ଲୋକମାନେ ଭୟ ଶୂନ୍ୟ ହୋଇ ମାର୍କେଟରେ ବୁଲୁଥିବା ଦେଖିବାକୁ ମିଳିଛି। କିଏ ମାସ୍କ ପିନ୍ଧୁନି ତ ଆଉ କେଉଁଠି ଲାଗୁଛି ଲମ୍ବା ଲାଇନ୍, ରହୁନି ସାମାଜିକ ଦୂରତା । ଏସବୁ ନଜରକୁ ଆସିବା ପରେ ବିଏମସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀଙ୍କ ନେତୃତ୍ୱରେ ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂରେ କେନ୍ଦ୍ରୀୟ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ରେଡ୍ କରିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ୟୁନିଟ୍-୨  ମାର୍କେଟ୍‌ ବିଲ୍‌ଡିଂରେ ଥିବା ବିଶାଲ ମେଗାମାର୍ଟ ମଲ୍‌ ସିଲ୍ କରିଯାଇଛି। ସେହିପରି  କ୍ବିନ୍ସ କଲେକ୍‌ସନ୍ ଦୋକାନକୁ ୧୦ ହଜାର ଟଙ୍କା ଜରିମାନା କରାଯାଇଥିବା ବେଳେ କରୋନା କଟକଣା ମାନୁ ନଥିବାରୁ କୋଲ୍‌କାତା ବଜାର ଓ ସିଟି ଫ୍ୟାସନ୍‌କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା କରିଛି ଭୁବନେଶ୍ବର ମହାନଗର ନିଗମ।  ମାର୍କେଟ୍ ବିଲ୍ଡିରେ ଥିବା ଅନ୍ୟ ଦୋକାନ ଗୁଡ଼ିକରୁ ମଧ୍ୟ ଜରିମାନା ଆଦାୟ କରାଯାଇଛି । ଏନେଇ ବିଏମସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

02 Apr 2021 By The Sakala

ସିଲ୍‌ ହେଲା ବିଶାଲ୍‌ ମେଗାମାର୍ଟ ମଲ୍, ‌ଫାଇନ୍‌ ଗଣିଲା କ୍ବିନ୍ସ କଲେକ୍‌ସନ୍

ଭୁବନେଶ୍ବର : ରାଜ୍ୟ ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଲୋକ ନିମୟ ମାନୁନାହାନ୍ତି। ଆଜି ଭୁବନେଶ୍ବରରେ ୪୫ ପଜିଟିଭ୍ ଚିହ୍ନଟ ହୋଇଥିଲେ ଲୋକମାନେ ଭୟ ଶୂନ୍ୟ ହୋଇ ମାର୍କେଟରେ ବୁଲୁଥିବା ଦେଖିବାକୁ ମିଳିଛି। କିଏ ମାସ୍କ ପିନ୍ଧୁନି ତ ଆଉ କେଉଁଠି ଲାଗୁଛି ଲମ୍ବା ଲାଇନ୍, ରହୁନି ସାମାଜିକ ଦୂରତା । ଏସବୁ ନଜରକୁ ଆସିବା ପରେ ବିଏମସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀଙ୍କ ନେତୃତ୍ୱରେ ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂରେ କେନ୍ଦ୍ରୀୟ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ରେଡ୍ କରିଛି ।

କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ୟୁନିଟ୍-୨  ମାର୍କେଟ୍‌ ବିଲ୍‌ଡିଂରେ ଥିବା ବିଶାଲ ମେଗାମାର୍ଟ ମଲ୍‌ ସିଲ୍ କରିଯାଇଛି। ସେହିପରି  କ୍ବିନ୍ସ କଲେକ୍‌ସନ୍ ଦୋକାନକୁ ୧୦ ହଜାର ଟଙ୍କା ଜରିମାନା କରାଯାଇଥିବା ବେଳେ କରୋନା କଟକଣା ମାନୁ ନଥିବାରୁ କୋଲ୍‌କାତା ବଜାର ଓ ସିଟି ଫ୍ୟାସନ୍‌କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା କରିଛି ଭୁବନେଶ୍ବର ମହାନଗର ନିଗମ।  ମାର୍କେଟ୍ ବିଲ୍ଡିରେ ଥିବା ଅନ୍ୟ ଦୋକାନ ଗୁଡ଼ିକରୁ ମଧ୍ୟ ଜରିମାନା ଆଦାୟ କରାଯାଇଛି । ଏନେଇ ବିଏମସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି।

https://www.thesakala.in/latest-odisha-news/bmc-raid-on-market-building/article-1181
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର