ଜଗତସିଂହପୁର ଜିଲ୍ଲାକୁ ‘ବାଣୀକ୍ଷେତ୍ର’ ମାନ୍ଯତା

The Sakala Picture
Published On

ଜଗତସିଂହପୁର: ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାକୁ ‘ବାଣୀକ୍ଷେତ୍ର’ ଭାବେ ଶନିବାର ଘୋଷଣା କରିଛନ୍ତି । ପୂର୍ବରୁ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ଯକ୍ରମରେ ଜିଲ୍ଲାକୁ ବାଣୀକ୍ଷେତ୍ର ଭାବେ ସମ୍ବୋଧିତ କରାଯାଉଥିଲା । ହେଲେ ଆଜି ବିଧିବଦ୍ଧ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି। ଏନେଇ ପୂର୍ବରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରାଜ୍ୟ ସରକାରଙ୍କ ଅନୁମତି ମାଗିଥିଲେ । ଏହା ରାଜ୍ୟରେ ପ୍ରଥମ ଉଦାହରଣ ବୋଲି ବିବେଚନା କରାଯାଉଛି । ସେହିପରି ଜଗତସିଂହପୁରସ୍ଥିତ ଜିଲ୍ଲା ସଂସ୍କୃତି ଭବନର ନବକଳେବର […]

ଜଗତସିଂହପୁର: ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାକୁ ‘ବାଣୀକ୍ଷେତ୍ର’ ଭାବେ ଶନିବାର ଘୋଷଣା କରିଛନ୍ତି । ପୂର୍ବରୁ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ଯକ୍ରମରେ ଜିଲ୍ଲାକୁ ବାଣୀକ୍ଷେତ୍ର ଭାବେ ସମ୍ବୋଧିତ କରାଯାଉଥିଲା । ହେଲେ ଆଜି ବିଧିବଦ୍ଧ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି। ଏନେଇ ପୂର୍ବରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରାଜ୍ୟ ସରକାରଙ୍କ ଅନୁମତି ମାଗିଥିଲେ ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ଏହା ରାଜ୍ୟରେ ପ୍ରଥମ ଉଦାହରଣ ବୋଲି ବିବେଚନା କରାଯାଉଛି । ସେହିପରି ଜଗତସିଂହପୁରସ୍ଥିତ ଜିଲ୍ଲା ସଂସ୍କୃତି ଭବନର ନବକଳେବର କରାଯାଇଛି । ଏହାକୁ ଆଦିକବି ସାରଳା ଦାସ ସଂସ୍କୃତି ଭବନରେ ନାମିତ କରାଯାଇଛି । ଖୁବ୍‌ କମ୍‌ ଦିନ ଭିତରେ ଏହା ଲୋକର୍ପିତ ହେବାକୁ ଯାଉଛି ।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର