ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ମାଡିବସିଲା ଏସଟିଏଫ୍, ଜଣେ ଜଙ୍ଗଲୀ ତସ୍କର ଗିରଫ

The Sakala Picture
Published On

କଳାହାଣ୍ଡି: ଚାଲିଥିଲା ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ । ହଠାତ ମାଡିବସିଲା ଏସଟିଏଫ୍ । କଳାହାଣ୍ଡି ନର୍ଲା କର୍ଣ୍ଣିଖୁଣ୍ଟିରେ ବଜ୍ରକାପ୍ତା ବିକ୍ରି ଡିଲ୍ ବେଳେ ଧରିଲା ଏସଟିଏଫ୍ । କଳାହାଣ୍ଡି ବନ ବିଭାଗ ଓ ଏସଟିଏଫର ମିଳିତ ଚଢ଼ାଉରେ ୧୩ କେଜି ୩୩୦ ଗ୍ରାମର ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଛି । ଏହା ସହ ଜଣେ ଜଙ୍ଗଲୀ ତସ୍କର ଜିତେନ୍ଦ୍ର କୁମାରଙ୍କୁ ଗିରଫ କରାଯାଇଛି । ଉଦ୍ଧାର ବଜ୍ରକାପ୍ତାକୁ କଳାହାଣ୍ଡି ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । ଅଟକ […]

କଳାହାଣ୍ଡି: ଚାଲିଥିଲା ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ । ହଠାତ ମାଡିବସିଲା ଏସଟିଏଫ୍ । କଳାହାଣ୍ଡି ନର୍ଲା କର୍ଣ୍ଣିଖୁଣ୍ଟିରେ ବଜ୍ରକାପ୍ତା ବିକ୍ରି ଡିଲ୍ ବେଳେ ଧରିଲା ଏସଟିଏଫ୍ । କଳାହାଣ୍ଡି ବନ ବିଭାଗ ଓ ଏସଟିଏଫର ମିଳିତ ଚଢ଼ାଉରେ ୧୩ କେଜି ୩୩୦ ଗ୍ରାମର ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଛି । ଏହା ସହ ଜଣେ ଜଙ୍ଗଲୀ ତସ୍କର ଜିତେନ୍ଦ୍ର କୁମାରଙ୍କୁ ଗିରଫ କରାଯାଇଛି । ଉଦ୍ଧାର ବଜ୍ରକାପ୍ତାକୁ କଳାହାଣ୍ଡି ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । ଅଟକ ଜଙ୍ଗଲୀ ତସ୍କର ଜିତେନ୍ଦ୍ର କୁମାରକୁ ଏମ.ରାମପୁର ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

୨୦୨୦ରୁ ଏବେ ସୁଦ୍ଧା ୨୮ଟି ବାଘଛାଲ, ୨ଟି ବାଘ ଦାନ୍ତ, ୨୯ଟି ବାଘ ପଞ୍ଝା, ୨୪ ହାତୀ ଦାନ୍ତ, ୭ ହରିଣ ଛାଲ, ୧୪ ଜୀବନ୍ତ ବଜ୍ରକାପ୍ତା, ୩୦ କେଜି ୪ ଶହ ଗ୍ରାମ ବଜ୍ରକାପ୍ତା କାତି ଓ ୪୬ଟି ଜୀବନ୍ତ ଜଙ୍ଗଲୀ ଶୁଆ ଜବତ ହୋଇଛି । ଏହାସହ ୬୯ଜଣ ଜଙ୍ଗଲୀ ତସ୍କର ଗିରଫ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

22 May 2022 By The Sakala

ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ମାଡିବସିଲା ଏସଟିଏଫ୍, ଜଣେ ଜଙ୍ଗଲୀ ତସ୍କର ଗିରଫ

କଳାହାଣ୍ଡି: ଚାଲିଥିଲା ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ । ହଠାତ ମାଡିବସିଲା ଏସଟିଏଫ୍ । କଳାହାଣ୍ଡି ନର୍ଲା କର୍ଣ୍ଣିଖୁଣ୍ଟିରେ ବଜ୍ରକାପ୍ତା ବିକ୍ରି ଡିଲ୍ ବେଳେ ଧରିଲା ଏସଟିଏଫ୍ । କଳାହାଣ୍ଡି ବନ ବିଭାଗ ଓ ଏସଟିଏଫର ମିଳିତ ଚଢ଼ାଉରେ ୧୩ କେଜି ୩୩୦ ଗ୍ରାମର ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଛି । ଏହା ସହ ଜଣେ ଜଙ୍ଗଲୀ ତସ୍କର ଜିତେନ୍ଦ୍ର କୁମାରଙ୍କୁ ଗିରଫ କରାଯାଇଛି । ଉଦ୍ଧାର ବଜ୍ରକାପ୍ତାକୁ କଳାହାଣ୍ଡି ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । ଅଟକ ଜଙ୍ଗଲୀ ତସ୍କର ଜିତେନ୍ଦ୍ର କୁମାରକୁ ଏମ.ରାମପୁର ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ।

୨୦୨୦ରୁ ଏବେ ସୁଦ୍ଧା ୨୮ଟି ବାଘଛାଲ, ୨ଟି ବାଘ ଦାନ୍ତ, ୨୯ଟି ବାଘ ପଞ୍ଝା, ୨୪ ହାତୀ ଦାନ୍ତ, ୭ ହରିଣ ଛାଲ, ୧୪ ଜୀବନ୍ତ ବଜ୍ରକାପ୍ତା, ୩୦ କେଜି ୪ ଶହ ଗ୍ରାମ ବଜ୍ରକାପ୍ତା କାତି ଓ ୪୬ଟି ଜୀବନ୍ତ ଜଙ୍ଗଲୀ ଶୁଆ ଜବତ ହୋଇଛି । ଏହାସହ ୬୯ଜଣ ଜଙ୍ଗଲୀ ତସ୍କର ଗିରଫ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର