ହ୍ୟୁମାନ ସାଗରଙ୍କ ପିଏ ନାମରେ ମାମଲା ରୁଜୁ

The Sakala Picture
Published On

ଭୁବନେଶ୍ୱର : ଜଗନ୍ନାଥ ଭଜନ ନ ଗାଇବାକୁ ନେଇ ବିବାଦ ଘେରକୁ ଆସିଥିଲେ ହ୍ୟୁମାନ ସାଗର। ଏନେଇ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ଭାଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ସେ କଟକ ଆସିଲେ ହ୍ୟୁମାନ୍‍ଙ୍କ ପିଏ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତେଣୁ ଏହି ଅଭିଯୋଗ ଆଧାରରେ ପୁଲିସ ହ୍ୟୁମାନ୍‍ ସାଗରଙ୍କ ପିଏଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଛି। ଦରକାର ପଡ଼ିଲେ ପୁଲିସ ହ୍ୟୁମାନ୍‍ ସାଗର ଏବଂ ତାଙ୍କ ପିଏଙ୍କୁ ପଚରାଉଚରା […]

ଭୁବନେଶ୍ୱର : ଜଗନ୍ନାଥ ଭଜନ ନ ଗାଇବାକୁ ନେଇ ବିବାଦ ଘେରକୁ ଆସିଥିଲେ ହ୍ୟୁମାନ ସାଗର। ଏନେଇ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ଭାଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ସେ କଟକ ଆସିଲେ ହ୍ୟୁମାନ୍‍ଙ୍କ ପିଏ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତେଣୁ ଏହି ଅଭିଯୋଗ ଆଧାରରେ ପୁଲିସ ହ୍ୟୁମାନ୍‍ ସାଗରଙ୍କ ପିଏଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଛି। ଦରକାର ପଡ଼ିଲେ ପୁଲିସ ହ୍ୟୁମାନ୍‍ ସାଗର ଏବଂ ତାଙ୍କ ପିଏଙ୍କୁ ପଚରାଉଚରା କରିପାରେ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଅନ୍ୟପଟରେ ଏହି ବିବାଦ ପରେ ମୁହଁ ଖୋଲିଛନ୍ତି ହ୍ୟୁାମାନ୍‍ ସାଗର। ସେ କହିଛନ୍ତି ଯେ, ଯାହାଙ୍କୁ ବଡ଼ ଭାଇ ପରି ଭଲ ପାଏ, ସେହିମାନେ ତାଙ୍କ ନାମରେ ଅଭିଯୋଗ ଦେଇଛନ୍ତି। ଯଦି ତାଙ୍କର କିଛି ଭୁଲ ଅଛି ତେବେ ଅଭିଯୋଗ ଦିଅନ୍ତୁ, ମୁଁ ମାନିନେବି। ଯେଉଁମାନେ ଏସବୁ କରିଛନ୍ତି ତାଙ୍କୁ ଭଗବାନ ସଦ୍‍ବୁଦ୍ଧି ଦିଅନ୍ତୁ। ଜଗନ୍ନାଥ ବିଶ୍ୱ ପ୍ରସିଦ୍ଧ। ମୋର କୌଣସି ୱକାତ୍‍ ନାହିଁଁ ତାଙ୍କୁ ଅପମାନ କରିବାକୁ। ଜଗନ୍ନାଥଙ୍କ ଡୋରି ଲାଗିନାହିଁ ବୋଲି ସେ ଗୀତ ଗାଇ ନାହାନ୍ତି। ତେଣୁ ଡୋରି ଲାଗିଲେ ସେ ନିଶ୍ଚିତ ଗାଇବେ ଓ ଓଡ଼ିଶା ଦେଖିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

21 May 2022 By The Sakala

ହ୍ୟୁମାନ ସାଗରଙ୍କ ପିଏ ନାମରେ ମାମଲା ରୁଜୁ

ଭୁବନେଶ୍ୱର : ଜଗନ୍ନାଥ ଭଜନ ନ ଗାଇବାକୁ ନେଇ ବିବାଦ ଘେରକୁ ଆସିଥିଲେ ହ୍ୟୁମାନ ସାଗର। ଏନେଇ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ଭାଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ସେ କଟକ ଆସିଲେ ହ୍ୟୁମାନ୍‍ଙ୍କ ପିଏ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତେଣୁ ଏହି ଅଭିଯୋଗ ଆଧାରରେ ପୁଲିସ ହ୍ୟୁମାନ୍‍ ସାଗରଙ୍କ ପିଏଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଛି। ଦରକାର ପଡ଼ିଲେ ପୁଲିସ ହ୍ୟୁମାନ୍‍ ସାଗର ଏବଂ ତାଙ୍କ ପିଏଙ୍କୁ ପଚରାଉଚରା କରିପାରେ।

ଅନ୍ୟପଟରେ ଏହି ବିବାଦ ପରେ ମୁହଁ ଖୋଲିଛନ୍ତି ହ୍ୟୁାମାନ୍‍ ସାଗର। ସେ କହିଛନ୍ତି ଯେ, ଯାହାଙ୍କୁ ବଡ଼ ଭାଇ ପରି ଭଲ ପାଏ, ସେହିମାନେ ତାଙ୍କ ନାମରେ ଅଭିଯୋଗ ଦେଇଛନ୍ତି। ଯଦି ତାଙ୍କର କିଛି ଭୁଲ ଅଛି ତେବେ ଅଭିଯୋଗ ଦିଅନ୍ତୁ, ମୁଁ ମାନିନେବି। ଯେଉଁମାନେ ଏସବୁ କରିଛନ୍ତି ତାଙ୍କୁ ଭଗବାନ ସଦ୍‍ବୁଦ୍ଧି ଦିଅନ୍ତୁ। ଜଗନ୍ନାଥ ବିଶ୍ୱ ପ୍ରସିଦ୍ଧ। ମୋର କୌଣସି ୱକାତ୍‍ ନାହିଁଁ ତାଙ୍କୁ ଅପମାନ କରିବାକୁ। ଜଗନ୍ନାଥଙ୍କ ଡୋରି ଲାଗିନାହିଁ ବୋଲି ସେ ଗୀତ ଗାଇ ନାହାନ୍ତି। ତେଣୁ ଡୋରି ଲାଗିଲେ ସେ ନିଶ୍ଚିତ ଗାଇବେ ଓ ଓଡ଼ିଶା ଦେଖିବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର