ଓଡିଶାରେ ବିଜେଡି ସଶକ୍ତ ହୋଇ ରହିଛି, ରାଜ୍ୟରେ ବି ଏଥର ନବୀନ – ବିଜେପି ଉପନେତା ବିଷ୍ଣୁ ସେଠୀ

The Sakala Picture
Published On

ଭୁବନେଶ୍ବର:  ଓଡିଶାରେ ବିଜେଡି ସଶକ୍ତ ହୋଇ ରହିଛି। ଆମେ ସ୍ବୀକାର କରିବୁ ସେମାନେ ସଶକ୍ତି ଅଛନ୍ତି।  ଓଡ଼ିଶାରେ ଆଞ୍ଚଳିକ ଦଳର ପ୍ରଭାବ ରହିଛି। ରାଜ୍ୟରେ ବି ଏଥର ନବୀନ। କାରଣ ସେମାନେ ସଶକ୍ତ ଅଛନ୍ତି। ଆଜି ଯାଏ ବିଜେପି ଗ୍ରାଉଣ୍ଡରେ ପହଞ୍ଚି ପାରିନାହିଁ। ବିଜେଡି ସହ ଗ୍ରାଉଣ୍ଡରେ ଲଢ଼ିବା କଷ୍ଟ ହେବ। ବ୍ରଜରାଜନଗର ଉପନିର୍ବାଚନ ନେଇ ବିଜେପି ଉପନେତା ବିଷ୍ଣୁ ସେଠୀ ଏଭଳି  ବୟାନ ଦେଇଛନ୍ତି। ସେ ଆହୁରୀ ମଧ୍ଯ କହିଛନ୍ତି ଯେ,  କିଶୋର ମହାନ୍ତିଙ୍କ ପତ୍ନୀଙ୍କ […]

ଭୁବନେଶ୍ବର:  ଓଡିଶାରେ ବିଜେଡି ସଶକ୍ତ ହୋଇ ରହିଛି। ଆମେ ସ୍ବୀକାର କରିବୁ ସେମାନେ ସଶକ୍ତି ଅଛନ୍ତି।  ଓଡ଼ିଶାରେ ଆଞ୍ଚଳିକ ଦଳର ପ୍ରଭାବ ରହିଛି। ରାଜ୍ୟରେ ବି ଏଥର ନବୀନ। କାରଣ ସେମାନେ ସଶକ୍ତ ଅଛନ୍ତି। ଆଜି ଯାଏ ବିଜେପି ଗ୍ରାଉଣ୍ଡରେ ପହଞ୍ଚି ପାରିନାହିଁ। ବିଜେଡି ସହ ଗ୍ରାଉଣ୍ଡରେ ଲଢ଼ିବା କଷ୍ଟ ହେବ। ବ୍ରଜରାଜନଗର ଉପନିର୍ବାଚନ ନେଇ ବିଜେପି ଉପନେତା ବିଷ୍ଣୁ ସେଠୀ ଏଭଳି  ବୟାନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ସେ ଆହୁରୀ ମଧ୍ଯ କହିଛନ୍ତି ଯେ,  କିଶୋର ମହାନ୍ତିଙ୍କ ପତ୍ନୀଙ୍କ ପ୍ରତି ବ୍ରଜରାଜନଗରବାସୀଙ୍କ ଅନୁକମ୍ପା ରହିଛି। ସାଂସଦ ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ । କହିଲେ ମୁଁ  ୨ଥର ଲଢ଼ିଛି। ଏଥର ସାଂସଦ ଲଢ଼ିବାକୁ ଇଚ୍ଛା ଅଛି। ଯଦି ମିଳିଯାଏ ତାହାଲେ ଲଢିବି। ଦଳ ଯାହା ବିଚାର କରିବ। MLA ରେ ଆଉ ଘାଣ୍ଟି ହେବାକୁ ଚାହୁୃନି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

20 May 2022 By The Sakala

ଓଡିଶାରେ ବିଜେଡି ସଶକ୍ତ ହୋଇ ରହିଛି, ରାଜ୍ୟରେ ବି ଏଥର ନବୀନ – ବିଜେପି ଉପନେତା ବିଷ୍ଣୁ ସେଠୀ

ଭୁବନେଶ୍ବର:  ଓଡିଶାରେ ବିଜେଡି ସଶକ୍ତ ହୋଇ ରହିଛି। ଆମେ ସ୍ବୀକାର କରିବୁ ସେମାନେ ସଶକ୍ତି ଅଛନ୍ତି।  ଓଡ଼ିଶାରେ ଆଞ୍ଚଳିକ ଦଳର ପ୍ରଭାବ ରହିଛି। ରାଜ୍ୟରେ ବି ଏଥର ନବୀନ। କାରଣ ସେମାନେ ସଶକ୍ତ ଅଛନ୍ତି। ଆଜି ଯାଏ ବିଜେପି ଗ୍ରାଉଣ୍ଡରେ ପହଞ୍ଚି ପାରିନାହିଁ। ବିଜେଡି ସହ ଗ୍ରାଉଣ୍ଡରେ ଲଢ଼ିବା କଷ୍ଟ ହେବ। ବ୍ରଜରାଜନଗର ଉପନିର୍ବାଚନ ନେଇ ବିଜେପି ଉପନେତା ବିଷ୍ଣୁ ସେଠୀ ଏଭଳି  ବୟାନ ଦେଇଛନ୍ତି।

ସେ ଆହୁରୀ ମଧ୍ଯ କହିଛନ୍ତି ଯେ,  କିଶୋର ମହାନ୍ତିଙ୍କ ପତ୍ନୀଙ୍କ ପ୍ରତି ବ୍ରଜରାଜନଗରବାସୀଙ୍କ ଅନୁକମ୍ପା ରହିଛି। ସାଂସଦ ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ । କହିଲେ ମୁଁ  ୨ଥର ଲଢ଼ିଛି। ଏଥର ସାଂସଦ ଲଢ଼ିବାକୁ ଇଚ୍ଛା ଅଛି। ଯଦି ମିଳିଯାଏ ତାହାଲେ ଲଢିବି। ଦଳ ଯାହା ବିଚାର କରିବ। MLA ରେ ଆଉ ଘାଣ୍ଟି ହେବାକୁ ଚାହୁୃନି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର