ଖରାରୁ ମିଳିଲା ସାମାନ୍ଯ ଆଶ୍ବସ୍ତି: ୪୦ ଡିଗ୍ରୀ ଉପରେ ୮ ସହର

The Sakala Picture
Published On

ଭୁବନେଶ୍ବର: ଖରାରୁ ମିଳିଲା ସାମାନ୍ଯ ଆଶ୍ବସ୍ତି। କାଳବୈଶାଖୀ ପ୍ରଭାବରେ ରାଜ୍ଯର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଫଳରେ ଦୀର୍ଘ ଦିନ ପରେ ତାତିରେ ବ୍ରେକ୍ ଲାଗିଛି। ରାଜ୍ୟର ୮ ସହରରେ ୪୦ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଥିସହ ଆଜି ୪୨.୫ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ସୂଚନା ଅନୁଯାୟୀ, ୪୦ ଡିଗ୍ରୀ ତାପମାତ୍ର ପାର କରିଥିବା ସହରଗୁଡ଼ିକ ହେଉଛି- ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ଯାଜପୁର, ବରଗଡ଼ ଓ ବୌଦ୍ଧ

ଭୁବନେଶ୍ବର: ଖରାରୁ ମିଳିଲା ସାମାନ୍ଯ ଆଶ୍ବସ୍ତି। କାଳବୈଶାଖୀ ପ୍ରଭାବରେ ରାଜ୍ଯର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଫଳରେ ଦୀର୍ଘ ଦିନ ପରେ ତାତିରେ ବ୍ରେକ୍ ଲାଗିଛି। ରାଜ୍ୟର ୮ ସହରରେ ୪୦ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଥିସହ ଆଜି ୪୨.୫ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା

ସୂଚନା ଅନୁଯାୟୀ, ୪୦ ଡିଗ୍ରୀ ତାପମାତ୍ର ପାର କରିଥିବା ସହରଗୁଡ଼ିକ ହେଉଛି- ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ଯାଜପୁର, ବରଗଡ଼ ଓ ବୌଦ୍ଧ

ଆହୁରି ପଢ଼ନ୍ତୁ: ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

04 May 2022 By The Sakala

ଖରାରୁ ମିଳିଲା ସାମାନ୍ଯ ଆଶ୍ବସ୍ତି: ୪୦ ଡିଗ୍ରୀ ଉପରେ ୮ ସହର

ଭୁବନେଶ୍ବର: ଖରାରୁ ମିଳିଲା ସାମାନ୍ଯ ଆଶ୍ବସ୍ତି। କାଳବୈଶାଖୀ ପ୍ରଭାବରେ ରାଜ୍ଯର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଫଳରେ ଦୀର୍ଘ ଦିନ ପରେ ତାତିରେ ବ୍ରେକ୍ ଲାଗିଛି। ରାଜ୍ୟର ୮ ସହରରେ ୪୦ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଥିସହ ଆଜି ୪୨.୫ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି।

ସୂଚନା ଅନୁଯାୟୀ, ୪୦ ଡିଗ୍ରୀ ତାପମାତ୍ର ପାର କରିଥିବା ସହରଗୁଡ଼ିକ ହେଉଛି- ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ଯାଜପୁର, ବରଗଡ଼ ଓ ବୌଦ୍ଧ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର