ବୋରିଗୁମ୍ମାରେ ବାଘ ଆତଙ୍କ, ଗୁମ୍ଫାରୁ ମିଳିଛି ଦୁଇଟି ବାଘ ଛୁଆ

The Sakala Picture
Published On

ବୋରିଗୁମ୍ମା: ବୋରିଗୁମ୍ମା ବ୍ଲକ ଗୁମୁଡା ପଞ୍ଚାୟତ କେନ୍ଦୁଗୁଡା ଗ୍ରାମରେ ଦେଖା ଦେଇଛି ବାଘ ଆତଙ୍କ । ଗାଁ ନିକଟସ୍ଥ ଏକ ଗୁମ୍ଫାରେ ଦୁଇଟି ବାଘ ଛୁଆ ଥିବା ନଜର ଆସିଛନ୍ତି । ମାତ୍ର ଏହା ହେଟା ନା ମହାବଳ ବାଘ ତାହା ସ୍ପଷ୍ଟ ହୋଇପାରିନାହିଁ । ଗୁମ୍ଫା ଭିତରେ ବାଘ ଛୁଆ ଦୁଇଟି ଖେଳୁଥିବା ନଜର ଆସୁଛନ୍ତି । ଯାହାକୁ ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରେ ଭିଡ଼ ଜମି ରହିଛି । ବାଘ ଛୁଆଙ୍କୁ ଉଦ୍ଧାର କରିବା […]

ବୋରିଗୁମ୍ମା: ବୋରିଗୁମ୍ମା ବ୍ଲକ ଗୁମୁଡା ପଞ୍ଚାୟତ କେନ୍ଦୁଗୁଡା ଗ୍ରାମରେ ଦେଖା ଦେଇଛି ବାଘ ଆତଙ୍କ । ଗାଁ ନିକଟସ୍ଥ ଏକ ଗୁମ୍ଫାରେ ଦୁଇଟି ବାଘ ଛୁଆ ଥିବା ନଜର ଆସିଛନ୍ତି । ମାତ୍ର ଏହା ହେଟା ନା ମହାବଳ ବାଘ ତାହା ସ୍ପଷ୍ଟ ହୋଇପାରିନାହିଁ । ଗୁମ୍ଫା ଭିତରେ ବାଘ ଛୁଆ ଦୁଇଟି ଖେଳୁଥିବା ନଜର ଆସୁଛନ୍ତି । ଯାହାକୁ ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରେ ଭିଡ଼ ଜମି ରହିଛି । ବାଘ ଛୁଆଙ୍କୁ ଉଦ୍ଧାର କରିବା ପାଇଁ ଘଟଣା ସ୍ଥଳରେ ବନ ବିଭାଗର ଏକ ଟିମ ପହଞ୍ଚିଥିବା ନେଇ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

30 Apr 2022 By The Sakala

ବୋରିଗୁମ୍ମାରେ ବାଘ ଆତଙ୍କ, ଗୁମ୍ଫାରୁ ମିଳିଛି ଦୁଇଟି ବାଘ ଛୁଆ

ବୋରିଗୁମ୍ମା: ବୋରିଗୁମ୍ମା ବ୍ଲକ ଗୁମୁଡା ପଞ୍ଚାୟତ କେନ୍ଦୁଗୁଡା ଗ୍ରାମରେ ଦେଖା ଦେଇଛି ବାଘ ଆତଙ୍କ । ଗାଁ ନିକଟସ୍ଥ ଏକ ଗୁମ୍ଫାରେ ଦୁଇଟି ବାଘ ଛୁଆ ଥିବା ନଜର ଆସିଛନ୍ତି । ମାତ୍ର ଏହା ହେଟା ନା ମହାବଳ ବାଘ ତାହା ସ୍ପଷ୍ଟ ହୋଇପାରିନାହିଁ । ଗୁମ୍ଫା ଭିତରେ ବାଘ ଛୁଆ ଦୁଇଟି ଖେଳୁଥିବା ନଜର ଆସୁଛନ୍ତି । ଯାହାକୁ ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରେ ଭିଡ଼ ଜମି ରହିଛି । ବାଘ ଛୁଆଙ୍କୁ ଉଦ୍ଧାର କରିବା ପାଇଁ ଘଟଣା ସ୍ଥଳରେ ବନ ବିଭାଗର ଏକ ଟିମ ପହଞ୍ଚିଥିବା ନେଇ ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର