ଟ୍ରକ ଚାପରେ ଚାଲିଗଲା ତିନିଜଣଙ୍କ ଜୀବନ, ଜଣେ ଜୀବନ ସହ କରୁଛି ସଂଘର୍ଷ

The Sakala Picture
Published On

ବିଶୋଇ : ଟ୍ରକ ଧକ୍କାରେ ଚାଲିଗଲା ୩ ଜଣଙ୍କ ଜୀବନ ଜଣେ ଜୀବନ ସହ କରୁଛି ସଂଘର୍ଷ। ଏପରି ଦୁଃଖଦନିୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ନୂଆ ୪୯ନଂ ଜାତୀୟ ରାଜପଥର ନୂଆଗାଁ ଛକ ନିକଟରେ । ସୂଚନାଯୋଗ୍ୟ ରବିବାର ବିଳମ୍ବିତ ରାତ୍ରି ପ୍ରାୟ ୨ ଟା ସମୟରେ ୭ଜଣ ବ୍ୟକ୍ତି ରାସ୍ତା କଡରେ ଛିଡା ହୋଇଥିବା ସମୟରେ ଏକ ମାଲବାହୀ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୩ ଜଣଙ୍କ […]

ବିଶୋଇ : ଟ୍ରକ ଧକ୍କାରେ ଚାଲିଗଲା ୩ ଜଣଙ୍କ ଜୀବନ ଜଣେ ଜୀବନ ସହ କରୁଛି ସଂଘର୍ଷ। ଏପରି ଦୁଃଖଦନିୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ନୂଆ ୪୯ନଂ ଜାତୀୟ ରାଜପଥର ନୂଆଗାଁ ଛକ ନିକଟରେ । ସୂଚନାଯୋଗ୍ୟ ରବିବାର ବିଳମ୍ବିତ ରାତ୍ରି ପ୍ରାୟ ୨ ଟା ସମୟରେ ୭ଜଣ ବ୍ୟକ୍ତି ରାସ୍ତା କଡରେ ଛିଡା ହୋଇଥିବା ସମୟରେ ଏକ ମାଲବାହୀ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୩ ଜଣଙ୍କ ପ୍ରାଣବାୟୁ ଉଡିଯାଇଥିବା ବେଳେ ଜଣକର ଅବସ୍ଥା ଅତି ଗୁରୁତ୍ୱପୂର୍ଣ୍ଣ ଅଛି। ତେବେ ମୃତକଙ୍କ ଗ୍ରାମ ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ପଳାଶବଣି ଗ୍ରାମର ସାଲଖୁ ହାନ୍ସଦା, ସୁଶାନ୍ତ ମହନ୍ତ, ଶୁକ୍ରା ମାଝୀ। ଘଟଣା ସ୍ଥଳରେ ବିଶୋଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ବିଶୋଇ ମଣଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏବଂ ଅବସ୍ଥା ଗୁରୁତର ହେବାରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଇଥିଲା।

ଆହୁରି ପଢ଼ନ୍ତୁ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା

18 Apr 2022 By The Sakala

ଟ୍ରକ ଚାପରେ ଚାଲିଗଲା ତିନିଜଣଙ୍କ ଜୀବନ, ଜଣେ ଜୀବନ ସହ କରୁଛି ସଂଘର୍ଷ

ବିଶୋଇ : ଟ୍ରକ ଧକ୍କାରେ ଚାଲିଗଲା ୩ ଜଣଙ୍କ ଜୀବନ ଜଣେ ଜୀବନ ସହ କରୁଛି ସଂଘର୍ଷ। ଏପରି ଦୁଃଖଦନିୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ନୂଆ ୪୯ନଂ ଜାତୀୟ ରାଜପଥର ନୂଆଗାଁ ଛକ ନିକଟରେ । ସୂଚନାଯୋଗ୍ୟ ରବିବାର ବିଳମ୍ବିତ ରାତ୍ରି ପ୍ରାୟ ୨ ଟା ସମୟରେ ୭ଜଣ ବ୍ୟକ୍ତି ରାସ୍ତା କଡରେ ଛିଡା ହୋଇଥିବା ସମୟରେ ଏକ ମାଲବାହୀ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୩ ଜଣଙ୍କ ପ୍ରାଣବାୟୁ ଉଡିଯାଇଥିବା ବେଳେ ଜଣକର ଅବସ୍ଥା ଅତି ଗୁରୁତ୍ୱପୂର୍ଣ୍ଣ ଅଛି। ତେବେ ମୃତକଙ୍କ ଗ୍ରାମ ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ପଳାଶବଣି ଗ୍ରାମର ସାଲଖୁ ହାନ୍ସଦା, ସୁଶାନ୍ତ ମହନ୍ତ, ଶୁକ୍ରା ମାଝୀ। ଘଟଣା ସ୍ଥଳରେ ବିଶୋଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ବିଶୋଇ ମଣଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏବଂ ଅବସ୍ଥା ଗୁରୁତର ହେବାରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର