କଟକ ମେୟର ବାଜି ଜିତିଲେ ବିଜେଡି ପ୍ରାର୍ଥୀ ସୁବାସ ସିଂ, ୪୫ ହଜାରରୁ ଉର୍ଦ୍ଧ୍ବ ଭୋଟରେ ସୁବାସ ବିଜୟୀ

The Sakala Picture
Published On

କଟକ : କଟକ ମହାନଗର ନିଗମ ମେୟର ପଦ ପୁଣି ଥରେ ବିଜେଡି ଦଖଲକୁ ଆସିଛି । ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ବିପୁଳ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।  ସୁବାସ ସିଂ ୪୫୨୦୬ ଖଣ୍ଡ ଭୋଟର ବୃହତ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ଗିରିବାଳା ବେହେରାଙ୍କୁ ହରାଇଛନ୍ତି । ସୁବାସ ସିଂ ୧, ୧୩, ୫୬୨ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ୬୮, ୩୫୬ ଖଣ୍ଡ ଭୋଟ୍ ପାଇଛନ୍ତି। […]

କଟକ : କଟକ ମହାନଗର ନିଗମ ମେୟର ପଦ ପୁଣି ଥରେ ବିଜେଡି ଦଖଲକୁ ଆସିଛି । ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ବିପୁଳ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।  ସୁବାସ ସିଂ ୪୫୨୦୬ ଖଣ୍ଡ ଭୋଟର ବୃହତ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ଗିରିବାଳା ବେହେରାଙ୍କୁ ହରାଇଛନ୍ତି । ସୁବାସ ସିଂ ୧, ୧୩, ୫୬୨ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ୬୮, ୩୫୬ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି ବିଜେପିର ଶ୍ରିତମ ଦାସଙ୍କୁ ମିଳିଛି ୪୯,୨୨୩ ଖଣ୍ଡ ଭୋଟ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

କଟକ ମେୟର ଲଢ଼େଇରେ ବିଜୟ ବାନା ଉଡ଼ାଇଛି ବିଜେଡି । ଗଣତିରେ ବିଭିନ୍ନ ରାଉଣ୍ଡରେ ଆଗରେ ରହିଥିଲେ ସୁବାସ ସିଂ । ଦ୍ୱିତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ଓ ତୃତୀୟ ସ୍ଥାନରେ ରହିଛନ୍ତି ବିଜେପିର ଶ୍ରୀତମ ଦାସ । ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମର ବିଭିନ୍ନ ଓ୍ଵାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥୀ ବି ବିଜୟୀ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

26 Mar 2022 By The Sakala

କଟକ ମେୟର ବାଜି ଜିତିଲେ ବିଜେଡି ପ୍ରାର୍ଥୀ ସୁବାସ ସିଂ, ୪୫ ହଜାରରୁ ଉର୍ଦ୍ଧ୍ବ ଭୋଟରେ ସୁବାସ ବିଜୟୀ

କଟକ : କଟକ ମହାନଗର ନିଗମ ମେୟର ପଦ ପୁଣି ଥରେ ବିଜେଡି ଦଖଲକୁ ଆସିଛି । ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ବିପୁଳ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।  ସୁବାସ ସିଂ ୪୫୨୦୬ ଖଣ୍ଡ ଭୋଟର ବୃହତ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ଗିରିବାଳା ବେହେରାଙ୍କୁ ହରାଇଛନ୍ତି । ସୁବାସ ସିଂ ୧, ୧୩, ୫୬୨ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ୬୮, ୩୫୬ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି ବିଜେପିର ଶ୍ରିତମ ଦାସଙ୍କୁ ମିଳିଛି ୪୯,୨୨୩ ଖଣ୍ଡ ଭୋଟ।

କଟକ ମେୟର ଲଢ଼େଇରେ ବିଜୟ ବାନା ଉଡ଼ାଇଛି ବିଜେଡି । ଗଣତିରେ ବିଭିନ୍ନ ରାଉଣ୍ଡରେ ଆଗରେ ରହିଥିଲେ ସୁବାସ ସିଂ । ଦ୍ୱିତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ଓ ତୃତୀୟ ସ୍ଥାନରେ ରହିଛନ୍ତି ବିଜେପିର ଶ୍ରୀତମ ଦାସ । ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମର ବିଭିନ୍ନ ଓ୍ଵାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥୀ ବି ବିଜୟୀ ହୋଇଛନ୍ତି ।

https://www.thesakala.in/latest-odisha-news/bjd-candidate-subhas-singh-won-the-post-of-mayor-in-cuttack/article-10266
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର