କେନ୍ଦୁଝର ଜିଲ୍ଲାର ୩ ପୌରପାଳିକା ଏବଂ ଚମ୍ପୁଆ ଏନଏସି ବିଜେଡି ଖାତାରେ,କେନ୍ଦୁଝରଗଡ ପୌରପାଳିକାକୁ ହାତେଇଲା ବିଜେପି

The Sakala Picture
Published On

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ପୌର ଫଳାଫଳ ଆସିଛି। ଶନିବାର ସକାଳ ୮ଟାରୁ ବିଭିନ୍ନ ସ୍ଥାନରେ ଗଣତି ପ୍ରକ୍ରୀୟା ଆରମ୍ଭ ହୋଇଛି। ମଧ୍ୟାହ୍ନ ବେଳକୁ ସ୍ଥିତି ଷ୍ପଷ୍ଟ ହୋଇସାରିଥିଲା। ଗଣତିରେ ଆନନ୍ଦପୁର,ଯୋଡା,ବଡବିଲ ପୌରାଧ୍ୟକ୍ଷ ପଦବୀ ସମେତ ଚମ୍ପୁଆ ଏନଏସିର ପୌରାଧ୍ୟକ୍ଷ ପଦବୀରେ ବିଜୁ ଜନତାଦଳର ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କେନ୍ଦୁଝରଗଡ ପୌରପାଳିକାରେ ଭାଜପା ପ୍ରାର୍ଥିନୀ ବିଜୟୀ ହୋଇଛନ୍ତି। ଆନନ୍ଦପୁର ପୌରପାଳିକାରେ ବିଜୁ ଜନତାଦଳର ଅଧ୍ୟକ୍ଷ ପ୍ରାର୍ଥୀନୀ ରଜନୀରାଣି ଖଟୁଆ ୧୧୫୦୪ ଖଣ୍ଡ ଭୋଟ ପାଇଥିବାବେଳେ […]

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ପୌର ଫଳାଫଳ ଆସିଛି। ଶନିବାର ସକାଳ ୮ଟାରୁ ବିଭିନ୍ନ ସ୍ଥାନରେ ଗଣତି ପ୍ରକ୍ରୀୟା ଆରମ୍ଭ ହୋଇଛି। ମଧ୍ୟାହ୍ନ ବେଳକୁ ସ୍ଥିତି ଷ୍ପଷ୍ଟ ହୋଇସାରିଥିଲା। ଗଣତିରେ ଆନନ୍ଦପୁର,ଯୋଡା,ବଡବିଲ ପୌରାଧ୍ୟକ୍ଷ ପଦବୀ ସମେତ ଚମ୍ପୁଆ ଏନଏସିର ପୌରାଧ୍ୟକ୍ଷ ପଦବୀରେ ବିଜୁ ଜନତାଦଳର ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କେନ୍ଦୁଝରଗଡ ପୌରପାଳିକାରେ ଭାଜପା ପ୍ରାର୍ଥିନୀ ବିଜୟୀ ହୋଇଛନ୍ତି। ଆନନ୍ଦପୁର ପୌରପାଳିକାରେ ବିଜୁ ଜନତାଦଳର ଅଧ୍ୟକ୍ଷ ପ୍ରାର୍ଥୀନୀ ରଜନୀରାଣି ଖଟୁଆ ୧୧୫୦୪ ଖଣ୍ଡ ଭୋଟ ପାଇଥିବାବେଳେ ତାକଂ ନୀକଟତମ ପ୍ରତିଦ୍ୱନ୍ଦି ଭାଜପାର ଜ୍ୟୋତିର୍ମୟୀ ଖଟୁଆ ୯୯୩୫ ଖଣ୍ଡ ଭୋଟ ପାଇଛନ୍ତି। ଏଠାରେ ବିଜେଡିର ରଜନୀରାଣୀ ୧୫୬୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ବଡବିଲ ପୌରପାଳିକାରେ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ଥିଲେ। କିନ୍ତୁ ଏଠାରେ ବିଜୁ ଜନତା ଦଳର ଲକ୍ଷ୍ମଣ ମହାନ୍ତ ୧୭୦୦୭ ଖଣ୍ଡ ଭୋଟପାଇ ନୀକଟତମ ପ୍ରତିଦ୍ୱନ୍ଦି ଭାଜପାର ଦିଲ୍ଲିପ କୁମାର ମିଶ୍ରାକୁ ୮୬୦୫ର ଦୀର୍ଘ ବ୍ୟବଧାନରେ ପରାଜିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଚମ୍ପୁଆ ଏନଏସିରେ ବିଜୁ ଜନତା ଦଳର ପ୍ରାର୍ଥୀ ଗିରିଜା ଶକଂର ସାହୁ ୬୦୩୯ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ସ୍ୱାଧିନ ପ୍ରର୍ଥୀ ବିଦ୍ୟାଧର ମହାନ୍ତ ୨୬୮୦ ଖଣ୍ଡ ଭୋଟ ପାଇଛନ୍ତି। ଏଠାରେ ବିଜେଡି ପ୍ରାର୍ଥି ଗିରିଜା ଶକଂର ୩୩୫୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଚମ୍ପୁଆ ଏନଏସିରେ ବିଜେପି ତୃତୀୟ ସ୍ଥାନରେ ଥାଇ ଦଳୀୟ ପ୍ରାର୍ଥୀ ମାତ୍ର ୪୨ଓ୧ ଖଣ୍ଡ ଭୋଟ ପାଇଛନ୍ତି। ଯୋଡା ପୌରପାଳିକାରେ ବିଜୁ ଜନତା ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଜଗଦୀଶ ପ୍ରସାଦ ସାହୁ ୮୪୧୬ ଖଣ୍ଡ ଭୋଟ ପାଇଛନ୍ତି। ତାକଂର ନିକଟତମ ପ୍ରତିଦ୍ୱନ୍ଦି ସ୍ୱାଧିନ ପ୍ରାର୍ଥୀ ରବିନ୍ଦ୍ର କୁମାର ଦାସ ୭୯୫୪ ଖଣ୍ଡ ଭୋଟ ପାଇଥିଲେ। ଏଠାରେ ବିଜେଡି ପ୍ରାର୍ଥୀ ୪୬୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।ଏଠାରେ ମଧ୍ୟ ଭାଜପା ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିବାବେଳେ ମାତ୍ର ୧୯୮୭ ଖଣ୍ଡ ଭୋଟ ପାଇଛନ୍ତି। ଅନେକଦିନ ବ୍ୟବଧାନରେ କେନ୍ଦୁଝରଗଡ ପୌରପାଳିକା ବିଜେପି ଖାତାକୁ ଯାଇଛି। ଏଠାରେ ଭାଜପାର ଅଧ୍ୟକ୍ଷା ପ୍ରାର୍ଥିନୀ ନିକୁ ସାହୁ ୧୬୬୩୦ ଖଣ୍ଡ ଭୋଟ ପାଇଥିବାବେଳେ ବିଜୁ ଜନତା ଦଳର ଅର୍ଚ୍ଚନା ରାଉତ ୧୨୬୦୯ ଖଣ୍ଡ ଭୋଟ ପାଇଥିଲେ। ଏଠାରେ ବିଜେପି ପ୍ରାର୍ଥୀନୀ ନିକୁ ସାହୁ ୪୦୨୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।ଏଠାକାର ଅନ୍ୟ ତିନିଜଣ ପ୍ରାର୍ଥନୀ ଏକ ପ୍ରକାର ଅମାନତ ହରାଇଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

26 Mar 2022 By The Sakala

କେନ୍ଦୁଝର ଜିଲ୍ଲାର ୩ ପୌରପାଳିକା ଏବଂ ଚମ୍ପୁଆ ଏନଏସି ବିଜେଡି ଖାତାରେ,କେନ୍ଦୁଝରଗଡ ପୌରପାଳିକାକୁ ହାତେଇଲା ବିଜେପି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ପୌର ଫଳାଫଳ ଆସିଛି। ଶନିବାର ସକାଳ ୮ଟାରୁ ବିଭିନ୍ନ ସ୍ଥାନରେ ଗଣତି ପ୍ରକ୍ରୀୟା ଆରମ୍ଭ ହୋଇଛି। ମଧ୍ୟାହ୍ନ ବେଳକୁ ସ୍ଥିତି ଷ୍ପଷ୍ଟ ହୋଇସାରିଥିଲା। ଗଣତିରେ ଆନନ୍ଦପୁର,ଯୋଡା,ବଡବିଲ ପୌରାଧ୍ୟକ୍ଷ ପଦବୀ ସମେତ ଚମ୍ପୁଆ ଏନଏସିର ପୌରାଧ୍ୟକ୍ଷ ପଦବୀରେ ବିଜୁ ଜନତାଦଳର ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କେନ୍ଦୁଝରଗଡ ପୌରପାଳିକାରେ ଭାଜପା ପ୍ରାର୍ଥିନୀ ବିଜୟୀ ହୋଇଛନ୍ତି। ଆନନ୍ଦପୁର ପୌରପାଳିକାରେ ବିଜୁ ଜନତାଦଳର ଅଧ୍ୟକ୍ଷ ପ୍ରାର୍ଥୀନୀ ରଜନୀରାଣି ଖଟୁଆ ୧୧୫୦୪ ଖଣ୍ଡ ଭୋଟ ପାଇଥିବାବେଳେ ତାକଂ ନୀକଟତମ ପ୍ରତିଦ୍ୱନ୍ଦି ଭାଜପାର ଜ୍ୟୋତିର୍ମୟୀ ଖଟୁଆ ୯୯୩୫ ଖଣ୍ଡ ଭୋଟ ପାଇଛନ୍ତି। ଏଠାରେ ବିଜେଡିର ରଜନୀରାଣୀ ୧୫୬୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ବଡବିଲ ପୌରପାଳିକାରେ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ଥିଲେ। କିନ୍ତୁ ଏଠାରେ ବିଜୁ ଜନତା ଦଳର ଲକ୍ଷ୍ମଣ ମହାନ୍ତ ୧୭୦୦୭ ଖଣ୍ଡ ଭୋଟପାଇ ନୀକଟତମ ପ୍ରତିଦ୍ୱନ୍ଦି ଭାଜପାର ଦିଲ୍ଲିପ କୁମାର ମିଶ୍ରାକୁ ୮୬୦୫ର ଦୀର୍ଘ ବ୍ୟବଧାନରେ ପରାଜିତ କରିଛନ୍ତି।

ଚମ୍ପୁଆ ଏନଏସିରେ ବିଜୁ ଜନତା ଦଳର ପ୍ରାର୍ଥୀ ଗିରିଜା ଶକଂର ସାହୁ ୬୦୩୯ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ସ୍ୱାଧିନ ପ୍ରର୍ଥୀ ବିଦ୍ୟାଧର ମହାନ୍ତ ୨୬୮୦ ଖଣ୍ଡ ଭୋଟ ପାଇଛନ୍ତି। ଏଠାରେ ବିଜେଡି ପ୍ରାର୍ଥି ଗିରିଜା ଶକଂର ୩୩୫୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଚମ୍ପୁଆ ଏନଏସିରେ ବିଜେପି ତୃତୀୟ ସ୍ଥାନରେ ଥାଇ ଦଳୀୟ ପ୍ରାର୍ଥୀ ମାତ୍ର ୪୨ଓ୧ ଖଣ୍ଡ ଭୋଟ ପାଇଛନ୍ତି। ଯୋଡା ପୌରପାଳିକାରେ ବିଜୁ ଜନତା ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଜଗଦୀଶ ପ୍ରସାଦ ସାହୁ ୮୪୧୬ ଖଣ୍ଡ ଭୋଟ ପାଇଛନ୍ତି। ତାକଂର ନିକଟତମ ପ୍ରତିଦ୍ୱନ୍ଦି ସ୍ୱାଧିନ ପ୍ରାର୍ଥୀ ରବିନ୍ଦ୍ର କୁମାର ଦାସ ୭୯୫୪ ଖଣ୍ଡ ଭୋଟ ପାଇଥିଲେ। ଏଠାରେ ବିଜେଡି ପ୍ରାର୍ଥୀ ୪୬୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।ଏଠାରେ ମଧ୍ୟ ଭାଜପା ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିବାବେଳେ ମାତ୍ର ୧୯୮୭ ଖଣ୍ଡ ଭୋଟ ପାଇଛନ୍ତି। ଅନେକଦିନ ବ୍ୟବଧାନରେ କେନ୍ଦୁଝରଗଡ ପୌରପାଳିକା ବିଜେପି ଖାତାକୁ ଯାଇଛି। ଏଠାରେ ଭାଜପାର ଅଧ୍ୟକ୍ଷା ପ୍ରାର୍ଥିନୀ ନିକୁ ସାହୁ ୧୬୬୩୦ ଖଣ୍ଡ ଭୋଟ ପାଇଥିବାବେଳେ ବିଜୁ ଜନତା ଦଳର ଅର୍ଚ୍ଚନା ରାଉତ ୧୨୬୦୯ ଖଣ୍ଡ ଭୋଟ ପାଇଥିଲେ। ଏଠାରେ ବିଜେପି ପ୍ରାର୍ଥୀନୀ ନିକୁ ସାହୁ ୪୦୨୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।ଏଠାକାର ଅନ୍ୟ ତିନିଜଣ ପ୍ରାର୍ଥନୀ ଏକ ପ୍ରକାର ଅମାନତ ହରାଇଛନ୍ତି।

https://www.thesakala.in/latest-odisha-news/kendujhar-election-results/article-10260
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର