ଭୋଟ୍‍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୩ ନମ୍ବର ୱାର୍ଡରେ ନିଜର ମତଦାନ କରିଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜକୁ ସାମିଲ କରିଛନ୍ତି ମୁଖ୍ଯମନ୍ତ୍ରୀ । ନବୀନ ନିବାସ ନିକଟସ୍ଥ ଏରୋଡ୍ରମ କଲୋନୀ ସ୍ଥିତ ୟୁପି ସ୍କୁଲରେ ତାଙ୍କର ବୁଥ୍‍ ରହିଥିଲା । ତାଙ୍କ ଘର ୫୩ ନମ୍ବର ୱାର୍ଡର ହୋଇଥିବା ବେଳେ ଭୀମପୁର ଓ ଏରୋଡ୍ରମ ଅଞ୍ଚଳର ଭୋଟରମାନଙ୍କ ପାଇଁ ଏଠାରେ ବୁଥ କରାଯାଇଛି। ଏହି ଦୁଇଟି ଅଞ୍ଚଳର ଭୋଟରମାନେ ସମ୍ପୃକ୍ତ ସ୍କୁଲ୍‍ର ୫୪୪ ନମ୍ବର ବୁଥ୍‍ରେ […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୩ ନମ୍ବର ୱାର୍ଡରେ ନିଜର ମତଦାନ କରିଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜକୁ ସାମିଲ କରିଛନ୍ତି ମୁଖ୍ଯମନ୍ତ୍ରୀ । ନବୀନ ନିବାସ ନିକଟସ୍ଥ ଏରୋଡ୍ରମ କଲୋନୀ ସ୍ଥିତ ୟୁପି ସ୍କୁଲରେ ତାଙ୍କର ବୁଥ୍‍ ରହିଥିଲା । ତାଙ୍କ ଘର ୫୩ ନମ୍ବର ୱାର୍ଡର ହୋଇଥିବା ବେଳେ ଭୀମପୁର ଓ ଏରୋଡ୍ରମ ଅଞ୍ଚଳର ଭୋଟରମାନଙ୍କ ପାଇଁ ଏଠାରେ ବୁଥ କରାଯାଇଛି। ଏହି ଦୁଇଟି ଅଞ୍ଚଳର ଭୋଟରମାନେ ସମ୍ପୃକ୍ତ ସ୍କୁଲ୍‍ର ୫୪୪ ନମ୍ବର ବୁଥ୍‍ରେ ଭୋଟ୍‍ ଦାନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଏହି ବୁଥରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଶେଷ ଦୃଷ୍ଟି ଦିଆଯାଇଥିଲା ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

24 Mar 2022 By The Sakala

ଭୋଟ୍‍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୩ ନମ୍ବର ୱାର୍ଡରେ ନିଜର ମତଦାନ କରିଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜକୁ ସାମିଲ କରିଛନ୍ତି ମୁଖ୍ଯମନ୍ତ୍ରୀ । ନବୀନ ନିବାସ ନିକଟସ୍ଥ ଏରୋଡ୍ରମ କଲୋନୀ ସ୍ଥିତ ୟୁପି ସ୍କୁଲରେ ତାଙ୍କର ବୁଥ୍‍ ରହିଥିଲା । ତାଙ୍କ ଘର ୫୩ ନମ୍ବର ୱାର୍ଡର ହୋଇଥିବା ବେଳେ ଭୀମପୁର ଓ ଏରୋଡ୍ରମ ଅଞ୍ଚଳର ଭୋଟରମାନଙ୍କ ପାଇଁ ଏଠାରେ ବୁଥ କରାଯାଇଛି। ଏହି ଦୁଇଟି ଅଞ୍ଚଳର ଭୋଟରମାନେ ସମ୍ପୃକ୍ତ ସ୍କୁଲ୍‍ର ୫୪୪ ନମ୍ବର ବୁଥ୍‍ରେ ଭୋଟ୍‍ ଦାନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଏହି ବୁଥରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଶେଷ ଦୃଷ୍ଟି ଦିଆଯାଇଥିଲା ।

https://www.thesakala.in/latest-odisha-news/chief-minister-naveen-patnaik-cast-his-vote/article-10192
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର