ଆର୍ମି ଅଫିସର କହି ଠକି ନେଇଗଲା ୨୦ ହଜାର

The Sakala Picture
Published On

ଭୁବନେଶ୍ୱର : ଓଏଲ୍‍ଏକ୍ସରୁ ମୋବାଇଲ୍‍ କିଣିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ସାଇବର ଠକ ନିଜକୁ ଆର୍ମି ଅଫିସର ବୋଲି ପରଚୟ ଦେଇ ମୋବାଇଲ୍‍ ବିକ୍ରି ଆଳରେ ୨୦ ହଜାର ଟଙ୍କା ଠକି ନେଇଛି। ଠକେଇର ଶିକାର ହୋଇଥିବା ଲକ୍ଷ୍ମୀସାଗର ଥାନା ଚିନ୍ତାମଣୀଶ୍ୱରର ଅନିତ ସାହୁ ସାଇବର ହେଲ୍ପଡେସ୍କରେ ଅଭିଯୋଗ କରିଛନ୍ତି। ଓଏଲ୍‍ଏକ୍ସରେ ଏକ ପୁରୁଣା ମୋବାଇଲ ବିକ୍ରିର ବିଜ୍ଞାପନ ଦେଖି ଅନିତ ଫୋନ୍‍ ନମ୍ବରରେ ଯୋଗାଯୋଗ କରିଥିଲେ। ଫୋନ ଉଠାଇଥିବା ଠକ ଜଣଙ୍କ ନିଜକୁ […]

ଭୁବନେଶ୍ୱର : ଓଏଲ୍‍ଏକ୍ସରୁ ମୋବାଇଲ୍‍ କିଣିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ସାଇବର ଠକ ନିଜକୁ ଆର୍ମି ଅଫିସର ବୋଲି ପରଚୟ ଦେଇ ମୋବାଇଲ୍‍ ବିକ୍ରି ଆଳରେ ୨୦ ହଜାର ଟଙ୍କା ଠକି ନେଇଛି। ଠକେଇର ଶିକାର ହୋଇଥିବା ଲକ୍ଷ୍ମୀସାଗର ଥାନା ଚିନ୍ତାମଣୀଶ୍ୱରର ଅନିତ ସାହୁ ସାଇବର ହେଲ୍ପଡେସ୍କରେ ଅଭିଯୋଗ କରିଛନ୍ତି। ଓଏଲ୍‍ଏକ୍ସରେ ଏକ ପୁରୁଣା ମୋବାଇଲ ବିକ୍ରିର ବିଜ୍ଞାପନ ଦେଖି ଅନିତ ଫୋନ୍‍ ନମ୍ବରରେ ଯୋଗାଯୋଗ କରିଥିଲେ। ଫୋନ ଉଠାଇଥିବା ଠକ ଜଣଙ୍କ ନିଜକୁ ଆର୍ମି ଅଫିସର ପରିଚୟ ଦେଇ ଅଗ୍ରିମ ଆକାରରେ ୫ଶହ ଟଙ୍କା ପଠାଇବାକୁ କହିଥିଲା। ଅନିତ ଟଙ୍କା ପଠାଇବା ପରେ ସମସ୍ୟା ଥିବାରୁ ତାହା ରଦ୍ଦ ହୋଇଯାଇଥିବା ଠକ କହିଥିଲା। ତେଣୁ ଆଉଥର ଟଙ୍କା ପଠାଅ ମୋ ଆକାଉଣ୍ଟକୁ ଟଙ୍କା ଆସିଲେ ଫେରାଇ ଦେବି ବୋଲି କହିଥିଲା ଠକ। ଅନିତ ପୁଣି ୫ହଜାର ଟଙ୍କା ପଠାଇବା ପରେ ଠକ ବିଭିନ୍ନ ଆଳରେ ୨୦ ହଜାର ଟଙ୍କା ଠକି ନେଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

12 Jul 2021 By The Sakala

ଆର୍ମି ଅଫିସର କହି ଠକି ନେଇଗଲା ୨୦ ହଜାର

ଭୁବନେଶ୍ୱର : ଓଏଲ୍‍ଏକ୍ସରୁ ମୋବାଇଲ୍‍ କିଣିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ସାଇବର ଠକ ନିଜକୁ ଆର୍ମି ଅଫିସର ବୋଲି ପରଚୟ ଦେଇ ମୋବାଇଲ୍‍ ବିକ୍ରି ଆଳରେ ୨୦ ହଜାର ଟଙ୍କା ଠକି ନେଇଛି। ଠକେଇର ଶିକାର ହୋଇଥିବା ଲକ୍ଷ୍ମୀସାଗର ଥାନା ଚିନ୍ତାମଣୀଶ୍ୱରର ଅନିତ ସାହୁ ସାଇବର ହେଲ୍ପଡେସ୍କରେ ଅଭିଯୋଗ କରିଛନ୍ତି। ଓଏଲ୍‍ଏକ୍ସରେ ଏକ ପୁରୁଣା ମୋବାଇଲ ବିକ୍ରିର ବିଜ୍ଞାପନ ଦେଖି ଅନିତ ଫୋନ୍‍ ନମ୍ବରରେ ଯୋଗାଯୋଗ କରିଥିଲେ। ଫୋନ ଉଠାଇଥିବା ଠକ ଜଣଙ୍କ ନିଜକୁ ଆର୍ମି ଅଫିସର ପରିଚୟ ଦେଇ ଅଗ୍ରିମ ଆକାରରେ ୫ଶହ ଟଙ୍କା ପଠାଇବାକୁ କହିଥିଲା। ଅନିତ ଟଙ୍କା ପଠାଇବା ପରେ ସମସ୍ୟା ଥିବାରୁ ତାହା ରଦ୍ଦ ହୋଇଯାଇଥିବା ଠକ କହିଥିଲା। ତେଣୁ ଆଉଥର ଟଙ୍କା ପଠାଅ ମୋ ଆକାଉଣ୍ଟକୁ ଟଙ୍କା ଆସିଲେ ଫେରାଇ ଦେବି ବୋଲି କହିଥିଲା ଠକ। ଅନିତ ପୁଣି ୫ହଜାର ଟଙ୍କା ପଠାଇବା ପରେ ଠକ ବିଭିନ୍ନ ଆଳରେ ୨୦ ହଜାର ଟଙ୍କା ଠକି ନେଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର