ଦାରୁଠେଙ୍ଗ ଡମ୍ପିଙ୍ଗୟାଡ଼ ଗାଡି ଧକ୍କାରେ ପୁଣି ଜଣଙ୍କର ମୃତ୍ୟୁ

The Sakala Picture
Published On

ବାରଙ୍ଗ : ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଠାରେ ଥିବା ଭୂଆସୁଣୀ ଡ଼ମ୍ପିଙ୍ଗୟାଡ଼ ଗାଡି ଧକା ରେ ପୁଣି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ୨ମାସ ପରେ ପୁଣି ଜଣଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ସୂଚନାଯୋଗ୍ୟ, ଭୁଆସୁଣି ଡମ୍ପିଂୟାର୍ଡ ରାସ୍ତାରେ ଦୁର୍ଘଟଣାରେ ଆହତ ଯୁବକଙ୍କର ଗତ ଅଗଷ୍ଟ ମାସରେ ମୃତ୍ୟୁ ଘଟିଥିଲା। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ପରଦିନ ସକାଳେ ଶହଶହ […]

ବାରଙ୍ଗ : ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଠାରେ ଥିବା ଭୂଆସୁଣୀ ଡ଼ମ୍ପିଙ୍ଗୟାଡ଼ ଗାଡି ଧକା ରେ ପୁଣି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ୨ମାସ ପରେ ପୁଣି ଜଣଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ସୂଚନାଯୋଗ୍ୟ, ଭୁଆସୁଣି ଡମ୍ପିଂୟାର୍ଡ ରାସ୍ତାରେ ଦୁର୍ଘଟଣାରେ ଆହତ ଯୁବକଙ୍କର ଗତ ଅଗଷ୍ଟ ମାସରେ ମୃତ୍ୟୁ ଘଟିଥିଲା। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।

ଆହୁରି ପଢ଼ନ୍ତୁ: ଜିଲ୍ଳାପାଳଙ୍କ ରିପୋର୍ଟ ଆଧାରରେ ନିଆଯିବ ସ୍କୁଲ ଛୁଟି ନିଷ୍ପତ୍ତି: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ପରଦିନ ସକାଳେ ଶହଶହ ‌ସଂଖ୍ୟାରେ ଦାରୁଠେଙ୍ଗ ପଞ୍ଚାୟତ ବାସିନ୍ଦା ସ୍ବତଃପ୍ରବୃତ୍ତ ଭାବରେ ରାଜରାସ୍ତାକୁ ଓହ୍ଲାଇ ପଡ଼ିଥିଲେ। ଟାୟାର ଜାଳି ଚନ୍ଦକା-ବାରଙ୍ଗ ରାସ୍ତା ଅବରୋଧ କରିବା ସହ ବିଏମ୍‌ସି ବିରୋଧରେ ନାରାବାଜି କରିଥିଲେ। ଏଠାରେ ଆଉ ଆବର୍ଜନା ପଡ଼ିବ ନାହିଁ ଓ ମୃତ ଯୁବକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ଦାବିରେ ସେମାନେ ରାସ୍ତା ଉପରେ ବସି ରହିଥିଲେ। ଏଣିକି ବିଏମ୍‌ସି ଆବର୍ଜନା ଆଣିଲେ ପରିସ୍ଥିତି ଆହୁରି ଉଗ୍ରରୂପ ନେବ ବୋଲି ଅନ୍ଦୋଳନକାରୀମାନେ ଚେତାବନୀ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

30 Oct 2022 By The Sakala

ଦାରୁଠେଙ୍ଗ ଡମ୍ପିଙ୍ଗୟାଡ଼ ଗାଡି ଧକ୍କାରେ ପୁଣି ଜଣଙ୍କର ମୃତ୍ୟୁ

ବାରଙ୍ଗ : ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଠାରେ ଥିବା ଭୂଆସୁଣୀ ଡ଼ମ୍ପିଙ୍ଗୟାଡ଼ ଗାଡି ଧକା ରେ ପୁଣି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ୨ମାସ ପରେ ପୁଣି ଜଣଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ସୂଚନାଯୋଗ୍ୟ, ଭୁଆସୁଣି ଡମ୍ପିଂୟାର୍ଡ ରାସ୍ତାରେ ଦୁର୍ଘଟଣାରେ ଆହତ ଯୁବକଙ୍କର ଗତ ଅଗଷ୍ଟ ମାସରେ ମୃତ୍ୟୁ ଘଟିଥିଲା। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।

ପରଦିନ ସକାଳେ ଶହଶହ ‌ସଂଖ୍ୟାରେ ଦାରୁଠେଙ୍ଗ ପଞ୍ଚାୟତ ବାସିନ୍ଦା ସ୍ବତଃପ୍ରବୃତ୍ତ ଭାବରେ ରାଜରାସ୍ତାକୁ ଓହ୍ଲାଇ ପଡ଼ିଥିଲେ। ଟାୟାର ଜାଳି ଚନ୍ଦକା-ବାରଙ୍ଗ ରାସ୍ତା ଅବରୋଧ କରିବା ସହ ବିଏମ୍‌ସି ବିରୋଧରେ ନାରାବାଜି କରିଥିଲେ। ଏଠାରେ ଆଉ ଆବର୍ଜନା ପଡ଼ିବ ନାହିଁ ଓ ମୃତ ଯୁବକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ଦାବିରେ ସେମାନେ ରାସ୍ତା ଉପରେ ବସି ରହିଥିଲେ। ଏଣିକି ବିଏମ୍‌ସି ଆବର୍ଜନା ଆଣିଲେ ପରିସ୍ଥିତି ଆହୁରି ଉଗ୍ରରୂପ ନେବ ବୋଲି ଅନ୍ଦୋଳନକାରୀମାନେ ଚେତାବନୀ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର