ସାତକୋଶିଆ ରେ ପୁଣି ଏକ ଛୁଆ ମାଈ ହାତୀ ର ମୃତ୍ୟୁ

The Sakala Picture
Published On

ସତକୋଶିଆ : ଅନଗୁଳ ବ୍ଲକ ସତକୋଶିଆ ଅଭୟାରଣରେ ଅବସ୍ଥିତ ଟାଇଁସୀ ପଂଚାୟତ ନୂଆପଡା ଗ୍ରାମରେ ଏକ ଛୁଆ ମାଈ ହାତୀ ର ମୃତ୍ୟୁ ଘଟିଛି । ପ୍ରକାଶ ଯେ ପମ୍ପସାର ରେଞ୍ଜ ଯାଉ ଥିବା କମୁରି ବିଟ ହାଉସ ଏରିଆ ନୂଆପଡା ଗ୍ରାମ ଆମ୍ବ ତୋଟା ଠାରେ ଏକ ଚାରି ବର୍ଷ ର ଛୋଟ ମାଈ ହାତୀ ର ମୃତ୍ୟୁ ହଇଛି । ହାତୀଟି ପ୍ରାୟ ଛଅ ମାସ ହେବ ଏକା ରହି ଆସୁଥିଲା ଦେଖିବାକୁ ମିଳିଛି […]

ସତକୋଶିଆ : ଅନଗୁଳ ବ୍ଲକ ସତକୋଶିଆ ଅଭୟାରଣରେ ଅବସ୍ଥିତ ଟାଇଁସୀ ପଂଚାୟତ ନୂଆପଡା ଗ୍ରାମରେ ଏକ ଛୁଆ ମାଈ ହାତୀ ର ମୃତ୍ୟୁ ଘଟିଛି । ପ୍ରକାଶ ଯେ ପମ୍ପସାର ରେଞ୍ଜ ଯାଉ ଥିବା କମୁରି ବିଟ ହାଉସ ଏରିଆ ନୂଆପଡା ଗ୍ରାମ ଆମ୍ବ ତୋଟା ଠାରେ ଏକ ଚାରି ବର୍ଷ ର ଛୋଟ ମାଈ ହାତୀ ର ମୃତ୍ୟୁ ହଇଛି । ହାତୀଟି ପ୍ରାୟ ଛଅ ମାସ ହେବ ଏକା ରହି ଆସୁଥିଲା ଦେଖିବାକୁ ମିଳିଛି । ଛୁଆ ହାତୀ ଟି ହାତୀ ଙ୍କ ଭେଳି ରେ ରୁହେ ନାହିଁ ବୋଲି ବନବିଭାଗ ମତ ପ୍ରକାଶ କରିଛି । ଏବଂ ହାତୀ ଛୁଆ ଟି ବହୁତ ଦିନରୁ ଅସୁସ୍ଥ ଅଛି ବୋଲି ଜଣା ପଡୁଛି ତାର ତଦନ୍ତ ବନବିଭାଗ କରୁଥିଲେ ମଧ୍ୟ୍ୟ ତାର ଯତ୍ନ ନେବା ପାଇଁ କେହି ନାହାନ୍ତି ।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ତାର କଣ ପାଟି ଫିଟୁଛି ଜେ କହି ଛୁଟି ରେ ଘର କୁ ଯାଇ ତା ଦେହ ର ଯତ୍ନ ନେବ । କିନ୍ତୁ ହାତୀ ଛୁଆଟି ର ବନବିଭାଗ ଯଦି ଯତ୍ନ ନେଇ ଥାନ୍ତା ତେବେ ହାତୀ ଛୁଆ ଟି ଆଜି ମୃତ୍ୟୁ ମୁଖରେ ପଡ଼ିନଥାନ୍ତା । କେବଳ ହାତୀ ଟି ର ସ୍ୱାସ୍ଥ୍ୟ କୁ କେବେ ତଦାରଖ ନ କରି କେବଳ ଗତି ପଥ କୁ ବନବିଭାଗ ଲକ୍ଷ କରିଆସୁଥିଲା । ବୁଧବାର ସନ୍ଧ୍ୟା ରେ ବନବିଭାଗ ସୂଚନା ଅନୁସାରେ ନୂଆପଡା ଗାଁ ପାଖରେ ରହି ଥିଲା ରାତିରେ ବନବିଭାଗ ଖୋଜା ଖୋଜି କରିଲା ବେଳେ ନ ପାଇଁ ଗୁରୁବାର ସକାଳୁ ତାର ମୃତ୍ୟୁ ଦେହ ଏକ ଆମ୍ବ ତୋଟାରୁ ପାଇଁ ଅନଗୁଳ ବନଖଣ୍ଡ ଅଧିକାରୀକୁ ଖବର ଜଣା ହୋଇ ଥିଲା ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ବାରବାର ସତକୋଶିଆ ରେ ହାତୀ ମରୁଛନ୍ତି ହାତୀ କିପରି ଭାବରେ ଆଉ ନ ମରିବେ ଏହାର ଠିକ ତଦନ୍ତ କରାଯାଉ । ଏବଂ ଦଶ ଦିନ ହେବ ଆଉ ଗୋଟିଏ ମାଈ ହାତୀ ମଧ୍ୟ ତାର ଛୁଟ ଛୁଆ ମାଈ ହାତୀ କୁ ଧରି ବୁଲୁଚି ବୋଲି ଜଣା ପଡୁଛି । ଏବଂ ସେହି ହାତୀ ଛୁଆ ଟି ମଧ୍ୟ ଅସୁସ୍ଥ ଥିବା ଦେଖିବାକୁ ମିଳୁଛି ସେଥିପାଇଁ ମା ହାତୀ ଟି ଛୁଆ ଟିକୁ ଛାଡି କୋଣସି ଆଡେ ନ ଯାଇ କେବଳ ଗାଁ ମୁହାଁ ହଉଚି ବୋଲି ଅଂଚଳ ବାସୀ କୁହନ୍ତି ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

30 Jun 2022 By The Sakala

ସାତକୋଶିଆ ରେ ପୁଣି ଏକ ଛୁଆ ମାଈ ହାତୀ ର ମୃତ୍ୟୁ

ସତକୋଶିଆ : ଅନଗୁଳ ବ୍ଲକ ସତକୋଶିଆ ଅଭୟାରଣରେ ଅବସ୍ଥିତ ଟାଇଁସୀ ପଂଚାୟତ ନୂଆପଡା ଗ୍ରାମରେ ଏକ ଛୁଆ ମାଈ ହାତୀ ର ମୃତ୍ୟୁ ଘଟିଛି । ପ୍ରକାଶ ଯେ ପମ୍ପସାର ରେଞ୍ଜ ଯାଉ ଥିବା କମୁରି ବିଟ ହାଉସ ଏରିଆ ନୂଆପଡା ଗ୍ରାମ ଆମ୍ବ ତୋଟା ଠାରେ ଏକ ଚାରି ବର୍ଷ ର ଛୋଟ ମାଈ ହାତୀ ର ମୃତ୍ୟୁ ହଇଛି । ହାତୀଟି ପ୍ରାୟ ଛଅ ମାସ ହେବ ଏକା ରହି ଆସୁଥିଲା ଦେଖିବାକୁ ମିଳିଛି । ଛୁଆ ହାତୀ ଟି ହାତୀ ଙ୍କ ଭେଳି ରେ ରୁହେ ନାହିଁ ବୋଲି ବନବିଭାଗ ମତ ପ୍ରକାଶ କରିଛି । ଏବଂ ହାତୀ ଛୁଆ ଟି ବହୁତ ଦିନରୁ ଅସୁସ୍ଥ ଅଛି ବୋଲି ଜଣା ପଡୁଛି ତାର ତଦନ୍ତ ବନବିଭାଗ କରୁଥିଲେ ମଧ୍ୟ୍ୟ ତାର ଯତ୍ନ ନେବା ପାଇଁ କେହି ନାହାନ୍ତି ।

ତାର କଣ ପାଟି ଫିଟୁଛି ଜେ କହି ଛୁଟି ରେ ଘର କୁ ଯାଇ ତା ଦେହ ର ଯତ୍ନ ନେବ । କିନ୍ତୁ ହାତୀ ଛୁଆଟି ର ବନବିଭାଗ ଯଦି ଯତ୍ନ ନେଇ ଥାନ୍ତା ତେବେ ହାତୀ ଛୁଆ ଟି ଆଜି ମୃତ୍ୟୁ ମୁଖରେ ପଡ଼ିନଥାନ୍ତା । କେବଳ ହାତୀ ଟି ର ସ୍ୱାସ୍ଥ୍ୟ କୁ କେବେ ତଦାରଖ ନ କରି କେବଳ ଗତି ପଥ କୁ ବନବିଭାଗ ଲକ୍ଷ କରିଆସୁଥିଲା । ବୁଧବାର ସନ୍ଧ୍ୟା ରେ ବନବିଭାଗ ସୂଚନା ଅନୁସାରେ ନୂଆପଡା ଗାଁ ପାଖରେ ରହି ଥିଲା ରାତିରେ ବନବିଭାଗ ଖୋଜା ଖୋଜି କରିଲା ବେଳେ ନ ପାଇଁ ଗୁରୁବାର ସକାଳୁ ତାର ମୃତ୍ୟୁ ଦେହ ଏକ ଆମ୍ବ ତୋଟାରୁ ପାଇଁ ଅନଗୁଳ ବନଖଣ୍ଡ ଅଧିକାରୀକୁ ଖବର ଜଣା ହୋଇ ଥିଲା ।

ବାରବାର ସତକୋଶିଆ ରେ ହାତୀ ମରୁଛନ୍ତି ହାତୀ କିପରି ଭାବରେ ଆଉ ନ ମରିବେ ଏହାର ଠିକ ତଦନ୍ତ କରାଯାଉ । ଏବଂ ଦଶ ଦିନ ହେବ ଆଉ ଗୋଟିଏ ମାଈ ହାତୀ ମଧ୍ୟ ତାର ଛୁଟ ଛୁଆ ମାଈ ହାତୀ କୁ ଧରି ବୁଲୁଚି ବୋଲି ଜଣା ପଡୁଛି । ଏବଂ ସେହି ହାତୀ ଛୁଆ ଟି ମଧ୍ୟ ଅସୁସ୍ଥ ଥିବା ଦେଖିବାକୁ ମିଳୁଛି ସେଥିପାଇଁ ମା ହାତୀ ଟି ଛୁଆ ଟିକୁ ଛାଡି କୋଣସି ଆଡେ ନ ଯାଇ କେବଳ ଗାଁ ମୁହାଁ ହଉଚି ବୋଲି ଅଂଚଳ ବାସୀ କୁହନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର