ଅଦ୍ଭୁତ ଘଟଣା ! ବିନା କାରଣରେ ନିମ ଗଛରୁ ନିଆଁ ବାହାରୁଥିବା ଅଭିଯୋଗ, ଘଟଣାସ୍ଥଳରେ ଲୋକଙ୍କ ଭିଡ଼

The Sakala Picture
Published On

ଅନୁଗୁଳ: ଅଦ୍ଭୁତ ! ବିନା କାରଣରେ ନିମ ଗଛରୁ ବାହାରୁଛି ନିଆଁ । ସ୍ଥାନୀୟ ବଣିଆବାହାଳ ୯ ନମ୍ଵର ୱାର୍ଡ ରାସ୍ତା କଡ଼ରେ ଥିବା ଏକ ନିମ ଗଛରୁ ହଠାତ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି। ଏହି ନିଆଁ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛି। ସୂଚନାଯୋଗ୍ୟ ଯେ, ଗତକାଲି ରାତି ୯ ଟା ବେଳେ ନିମ ଗଛରେ ନିଆଁ ଲାଗୁଥିବାର ସ୍ଥାନୀୟବାସୀ ଦେଖି ଥିଲେ। ଏହା ଦେଖି ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ […]

ଅନୁଗୁଳ: ଅଦ୍ଭୁତ ! ବିନା କାରଣରେ ନିମ ଗଛରୁ ବାହାରୁଛି ନିଆଁ । ସ୍ଥାନୀୟ ବଣିଆବାହାଳ ୯ ନମ୍ଵର ୱାର୍ଡ ରାସ୍ତା କଡ଼ରେ ଥିବା ଏକ ନିମ ଗଛରୁ ହଠାତ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି। ଏହି ନିଆଁ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ସୂଚନାଯୋଗ୍ୟ ଯେ, ଗତକାଲି ରାତି ୯ ଟା ବେଳେ ନିମ ଗଛରେ ନିଆଁ ଲାଗୁଥିବାର ସ୍ଥାନୀୟବାସୀ ଦେଖି ଥିଲେ। ଏହା ଦେଖି ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଆସି ନିଆଁକୁ ଲିଭାଇଥିଲେ l କିନ୍ତୁ ଆଜି ସକାଳେ ପୁଣି ସେହି ନିମ ଗଛରେ ନିଆଁ ଲାଗିଥିବାର ସ୍ଥାନୀୟବାସୀ ଦେଖିଥିଲେ l ଏହାକୁ ଆଶ୍ଚର୍ଯ୍ୟ ଭାବି ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ ଜମିଛି l ଏହାକୁ କିଛି ଲୋକ ଭଗବାନଙ୍କ ଲୀଳା ବୋଲି ଭାବି ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି। ଆଜି ସକାଳେ ପୁଣି ଥରେ ଅନୁଗୁଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

15 Jul 2023 By The Sakala

ଅଦ୍ଭୁତ ଘଟଣା ! ବିନା କାରଣରେ ନିମ ଗଛରୁ ନିଆଁ ବାହାରୁଥିବା ଅଭିଯୋଗ, ଘଟଣାସ୍ଥଳରେ ଲୋକଙ୍କ ଭିଡ଼

ଅନୁଗୁଳ: ଅଦ୍ଭୁତ ! ବିନା କାରଣରେ ନିମ ଗଛରୁ ବାହାରୁଛି ନିଆଁ । ସ୍ଥାନୀୟ ବଣିଆବାହାଳ ୯ ନମ୍ଵର ୱାର୍ଡ ରାସ୍ତା କଡ଼ରେ ଥିବା ଏକ ନିମ ଗଛରୁ ହଠାତ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି। ଏହି ନିଆଁ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛି।

ସୂଚନାଯୋଗ୍ୟ ଯେ, ଗତକାଲି ରାତି ୯ ଟା ବେଳେ ନିମ ଗଛରେ ନିଆଁ ଲାଗୁଥିବାର ସ୍ଥାନୀୟବାସୀ ଦେଖି ଥିଲେ। ଏହା ଦେଖି ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଆସି ନିଆଁକୁ ଲିଭାଇଥିଲେ l କିନ୍ତୁ ଆଜି ସକାଳେ ପୁଣି ସେହି ନିମ ଗଛରେ ନିଆଁ ଲାଗିଥିବାର ସ୍ଥାନୀୟବାସୀ ଦେଖିଥିଲେ l ଏହାକୁ ଆଶ୍ଚର୍ଯ୍ୟ ଭାବି ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ ଜମିଛି l ଏହାକୁ କିଛି ଲୋକ ଭଗବାନଙ୍କ ଲୀଳା ବୋଲି ଭାବି ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି। ଆଜି ସକାଳେ ପୁଣି ଥରେ ଅନୁଗୁଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିବା ଜଣାଯାଇଛି।

https://www.thesakala.in/latest-odisha-news/angul/fire-comes-out-of-neem-trees-for-no-reason-in-angul/article-23514
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର