ତାଳଚେରରେ କାଉ ଓ ପାରା ମଡ଼କ, ସ୍ୱାଇନ ଫ୍ଲୁ ଆଶଙ୍କା

The Sakala Picture
Published On

ତାଳଚେର: ତାଳଚେର ସହରର ଅନେକ ସ୍ଥାନରେ କାଉ, ପାରା ଓ ଅନ୍ୟାନ୍ୟ ଚଢ଼େଇଙ୍କର ମଡ଼କ ବିଭିନ୍ନ ସ୍ଥାନରେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ସେଥି ମଧ୍ୟରୁ ଏହି ମଡ଼କ ଗୁଡ଼ିକୁ କୁକୁର, ବିଲେଇ ନେଇ ମାଂସ ଖାଉ ଯାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥାଏ । ଏପରିକି, ପାରା ଓ କାଉ ଏତେ ଅସୁସ୍ଥତା ଅନୁଭବ କରୁଛନ୍ତି ଯେ, ସେ ଉଡ଼ିବାକୁ ସକ୍ଷମ ହେଇ ପାରୁ ନାହାନ୍ତି । କୌଣସି ଖାଦ୍ୟ ଖାଇବାକୁ ଦେଲେ ମଧ୍ୟ […]

ତାଳଚେର: ତାଳଚେର ସହରର ଅନେକ ସ୍ଥାନରେ କାଉ, ପାରା ଓ ଅନ୍ୟାନ୍ୟ ଚଢ଼େଇଙ୍କର ମଡ଼କ ବିଭିନ୍ନ ସ୍ଥାନରେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ସେଥି ମଧ୍ୟରୁ ଏହି ମଡ଼କ ଗୁଡ଼ିକୁ କୁକୁର, ବିଲେଇ ନେଇ ମାଂସ ଖାଉ ଯାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥାଏ । ଏପରିକି, ପାରା ଓ କାଉ ଏତେ ଅସୁସ୍ଥତା ଅନୁଭବ କରୁଛନ୍ତି ଯେ, ସେ ଉଡ଼ିବାକୁ ସକ୍ଷମ ହେଇ ପାରୁ ନାହାନ୍ତି । କୌଣସି ଖାଦ୍ୟ ଖାଇବାକୁ ଦେଲେ ମଧ୍ୟ ଖାଉ ନାହାନ୍ତି । ଏପରି ଅବସ୍ଥାରେ କାଉ ଓ ବିଭିନ୍ନ ପକ୍ଷୀ ତାଳଚେର ଅଞ୍ଚଳରେ କିଛି ପରିମାଣରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି । ତେବେ ପଶୁ ବିଭାଗ ଡ଼ାକ୍ତରଙ୍କୁ ଏସକ୍ରାନ୍ତରେ ପଚାରିଲେ ସେମାନଙ୍କ ନିକଟରେ କୌଣସି ଖବର ନଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ବିଭିନ୍ନ ବର୍ଷ ମାନଙ୍କରେ ସ୍ୱାଇନ ଫ୍ଲୁ ଜନିତ ବହୁ ପକ୍ଷୀ ତାଳଚେରରେ ମୃତାହତ ହୋଇଥିବା ଘଟଣା ମନରୁ ନଲିଭୂଣୁ ଚଳିତ ବର୍ଷ ଏହି ଘଟଣାକୁ ଦେଖିଲେ ସ୍ୱାଇନଫ୍ଲୁ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଚର୍ଚ୍ଚା ହେଉଛି ।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର