ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଅଟକ

The Sakala Picture
Published On

ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଂଚଳରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ହୋଟେଲର ଜଣେ ଯୁବକ ବାସଭବନକୁ ଖାଦ୍ଯ ଦେବାକୁ ଆସି ଡାକ୍ତରଣୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଡାକ୍ତରାଣୀ ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଛେଣ୍ଡିପଦା ଥାନା ଅଂଚଳର ଜନୈକା ଡାକ୍ତରାଣ ଙ୍କ ଘରକୁ ଛେଣ୍ଡିପଦାର ଏକ ହୋଟେଲର ଯୁବକ ସୋମବାର ବିଳମ୍ବିତ ରାତିରେ ମହିଳା ଡାକ୍ତରଙ୍କ ସରକାରୀ ବାସଭବନକୁ ଖାଇବା ନେଇ […]

ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଂଚଳରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ହୋଟେଲର ଜଣେ ଯୁବକ ବାସଭବନକୁ ଖାଦ୍ଯ ଦେବାକୁ ଆସି ଡାକ୍ତରଣୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଡାକ୍ତରାଣୀ ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

ସୂଚନା ଅନୁଯାୟୀ, ଛେଣ୍ଡିପଦା ଥାନା ଅଂଚଳର ଜନୈକା ଡାକ୍ତରାଣ ଙ୍କ ଘରକୁ ଛେଣ୍ଡିପଦାର ଏକ ହୋଟେଲର ଯୁବକ ସୋମବାର ବିଳମ୍ବିତ ରାତିରେ ମହିଳା ଡାକ୍ତରଙ୍କ ସରକାରୀ ବାସଭବନକୁ ଖାଇବା ନେଇ ଦେଇଥିଲେ। ସେଠାରେ ଖାଇବାକୁ ନେଇଦେଇଥିବା ଯୁବକ ଡାକ୍ତରାଣୀଙ୍କୁ ଏକୁଟିଆ ଥିବା ସୁଯୋଗ ନେଇ ଦୁଷ୍କର୍ମ କରିଥିଲା। ଏ ନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଡାକ୍ତରାଣୀ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଅଭିଯୋଗ ମୁତାବକ ଛେଣ୍ଡିପଦା ଥାନା ପୁଲିସ ଘଟଣା ତଦନ୍ତ ଆରମ୍ଭ କରିବା ସହିତ ଥାନା କେସ ନଂ ୩୦୮ରେ ମାମଲା ରୁଜୁ କରିଛି ।ଡାକ୍ତରାଣୀଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତରୀ ମଇନା ପାଇଁ ପଠାଇ ଥିବାବେଳେ ହୋଟେଲର ଯୁବକଙ୍କୁ ଥାନାରେ ଅଟକ ରଖିଛି। ଘଟଣା ନେଇ ଛେଣ୍ଡିପଦା ଥାନା ଅଧିକାରୀ ଓ. ପି. ଏସ୍ .ସୁଶାନ୍ତ ସିଂହ ଘଟଣାର ଛାନଭିନ ଚାଲିଥିବା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

29 Jun 2021 By The Sakala

ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଅଟକ

ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଂଚଳରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ହୋଟେଲର ଜଣେ ଯୁବକ ବାସଭବନକୁ ଖାଦ୍ଯ ଦେବାକୁ ଆସି ଡାକ୍ତରଣୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଡାକ୍ତରାଣୀ ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ଛେଣ୍ଡିପଦା ଥାନା ଅଂଚଳର ଜନୈକା ଡାକ୍ତରାଣ ଙ୍କ ଘରକୁ ଛେଣ୍ଡିପଦାର ଏକ ହୋଟେଲର ଯୁବକ ସୋମବାର ବିଳମ୍ବିତ ରାତିରେ ମହିଳା ଡାକ୍ତରଙ୍କ ସରକାରୀ ବାସଭବନକୁ ଖାଇବା ନେଇ ଦେଇଥିଲେ। ସେଠାରେ ଖାଇବାକୁ ନେଇଦେଇଥିବା ଯୁବକ ଡାକ୍ତରାଣୀଙ୍କୁ ଏକୁଟିଆ ଥିବା ସୁଯୋଗ ନେଇ ଦୁଷ୍କର୍ମ କରିଥିଲା। ଏ ନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଡାକ୍ତରାଣୀ ।

ଅଭିଯୋଗ ମୁତାବକ ଛେଣ୍ଡିପଦା ଥାନା ପୁଲିସ ଘଟଣା ତଦନ୍ତ ଆରମ୍ଭ କରିବା ସହିତ ଥାନା କେସ ନଂ ୩୦୮ରେ ମାମଲା ରୁଜୁ କରିଛି ।ଡାକ୍ତରାଣୀଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତରୀ ମଇନା ପାଇଁ ପଠାଇ ଥିବାବେଳେ ହୋଟେଲର ଯୁବକଙ୍କୁ ଥାନାରେ ଅଟକ ରଖିଛି। ଘଟଣା ନେଇ ଛେଣ୍ଡିପଦା ଥାନା ଅଧିକାରୀ ଓ. ପି. ଏସ୍ .ସୁଶାନ୍ତ ସିଂହ ଘଟଣାର ଛାନଭିନ ଚାଲିଥିବା ସୂଚନା ଦେଇଛନ୍ତି।

https://www.thesakala.in/latest-odisha-news/angul/allegations-of-rape/article-3340
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର