ହଠାତ୍ ଜଣେ ଯାତ୍ରୀ ଅସୁସ୍ଥ ହେବାରୁ ଭୁବନେଶ୍ଵରରେ ଜରୁରୀ ଅବତରଣ କଲା ଏୟାର ଏସିଆ ବିମାନ

The Sakala Picture
Published On

ଭୁବନେଶ୍ଵର: ଭୁବନେଶ୍ଵର ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଏୟାର ଏସିଆ ବିମାନ । ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ଏୟାର ଏସିଆର ଏକ ଫ୍ଲାଇଟରେ ଥିବା ଜଣେ ଯାତ୍ରୀଙ୍କ ଅସୁସ୍ଥତା କାରଣରୁ ଜରୁରୀ ଅବତରଣ କରିଥିବା ଜଣାପଡ଼ିଛି। ଅସୁସ୍ଥ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଯାତ୍ରୀ ଜଣଙ୍କ ହେଉଛନ୍ତି ତୈମୁର ଅଲ୍ଲୀ ଖାନ୍। ସୂଚନା ଅନୁସାରେ, ଏୟାର ଏସିଆର ଏକ ବିମାନ […]

ଭୁବନେଶ୍ଵର: ଭୁବନେଶ୍ଵର ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଏୟାର ଏସିଆ ବିମାନ । ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ଏୟାର ଏସିଆର ଏକ ଫ୍ଲାଇଟରେ ଥିବା ଜଣେ ଯାତ୍ରୀଙ୍କ ଅସୁସ୍ଥତା କାରଣରୁ ଜରୁରୀ ଅବତରଣ କରିଥିବା ଜଣାପଡ଼ିଛି। ଅସୁସ୍ଥ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଯାତ୍ରୀ ଜଣଙ୍କ ହେଉଛନ୍ତି ତୈମୁର ଅଲ୍ଲୀ ଖାନ୍।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

ସୂଚନା ଅନୁସାରେ, ଏୟାର ଏସିଆର ଏକ ବିମାନ ବେଙ୍ଗାଲୁରୁରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିଲା । ହେଲେ ମଝି ରାସ୍ତାରେ ବିମାନରେ ଥିବା ଜଣେ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ଯେଉଁ କାରଣରୁ ବିମାନକୁ ଭୁବନେଶ୍ୱରରେ ଜରୁରୀ ଅବତରଣ କରାଯାଇଥିଲ।। ଭୁବନେଶ୍ୱର ବିମାନ ବନ୍ଦରରେ ବିମାନର ଅବତରଣ ପରେ ଏଟିସି, ଏଟିମ୍ ଓ ଆପୋଲୋ ସେଂଟର ଡାକ୍ତରଙ୍କ ସହଯୋଗରେ ବ୍ୟକ୍ତି ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ୍ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆହୁରି ପଢ଼ନ୍ତୁ: କଲେଜ ଆଗରେ ଭୁଜାଲି ଦେଖାଇ ଯୁବତୀଙ୍କୁ ଧମକାଇଲା ଯୁବକ, ଥାନାରେ ଅଟକ

13 Mar 2022 By The Sakala

ହଠାତ୍ ଜଣେ ଯାତ୍ରୀ ଅସୁସ୍ଥ ହେବାରୁ ଭୁବନେଶ୍ଵରରେ ଜରୁରୀ ଅବତରଣ କଲା ଏୟାର ଏସିଆ ବିମାନ

ଭୁବନେଶ୍ଵର: ଭୁବନେଶ୍ଵର ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଏୟାର ଏସିଆ ବିମାନ । ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ଏୟାର ଏସିଆର ଏକ ଫ୍ଲାଇଟରେ ଥିବା ଜଣେ ଯାତ୍ରୀଙ୍କ ଅସୁସ୍ଥତା କାରଣରୁ ଜରୁରୀ ଅବତରଣ କରିଥିବା ଜଣାପଡ଼ିଛି। ଅସୁସ୍ଥ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଯାତ୍ରୀ ଜଣଙ୍କ ହେଉଛନ୍ତି ତୈମୁର ଅଲ୍ଲୀ ଖାନ୍।

ସୂଚନା ଅନୁସାରେ, ଏୟାର ଏସିଆର ଏକ ବିମାନ ବେଙ୍ଗାଲୁରୁରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିଲା । ହେଲେ ମଝି ରାସ୍ତାରେ ବିମାନରେ ଥିବା ଜଣେ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ଯେଉଁ କାରଣରୁ ବିମାନକୁ ଭୁବନେଶ୍ୱରରେ ଜରୁରୀ ଅବତରଣ କରାଯାଇଥିଲ।। ଭୁବନେଶ୍ୱର ବିମାନ ବନ୍ଦରରେ ବିମାନର ଅବତରଣ ପରେ ଏଟିସି, ଏଟିମ୍ ଓ ଆପୋଲୋ ସେଂଟର ଡାକ୍ତରଙ୍କ ସହଯୋଗରେ ବ୍ୟକ୍ତି ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ୍ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର