ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଉ ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ, ଗଣଶିକ୍ଷା ଓ ଶ୍ରମ ବିଭାଗ ସମ୍ଭାଳିବେ ପ୍ରମିଳା

The Sakala Picture
Published On

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ । ଗଣଶିକ୍ଷା ଓ ଶ୍ରମ ବିଭାଗ ଦାୟିତ୍ୱରେ ରହିବେ ପ୍ରମିଳା ମଲ୍ଲିକ । ଗତ ଶୁକ୍ରବାର ଇସ୍ତଫା ଦେଇଥିଲେ ଉଭୟ ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ଏବଂ ଶ୍ରୀକାନ୍ତ ସାହୁ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସମୀର ରଞ୍ଜନ ଦାଶ । ସେହିପରି ଶ୍ରମ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବିଧାୟକ ଶ୍ରୀକାନ୍ତ ସାହୁ […]

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ । ଗଣଶିକ୍ଷା ଓ ଶ୍ରମ ବିଭାଗ ଦାୟିତ୍ୱରେ ରହିବେ ପ୍ରମିଳା ମଲ୍ଲିକ । ଗତ ଶୁକ୍ରବାର ଇସ୍ତଫା ଦେଇଥିଲେ ଉଭୟ ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ଏବଂ ଶ୍ରୀକାନ୍ତ ସାହୁ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସମୀର ରଞ୍ଜନ ଦାଶ । ସେହିପରି ଶ୍ରମ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବିଧାୟକ ଶ୍ରୀକାନ୍ତ ସାହୁ । ଇସ୍ତଫା ପରେ ଖାଲିପଡିଥିଲା ବିଭାଗ । ଇସ୍ତଫା ଦେବା ପରେ ଆଜି ଏହି ଦୁଇଟି ବିଭାଗର ଦାୟିତ୍ବ ପ୍ରମିଳା ତୁଲାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

13 May 2023 By The Sakala

ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଉ ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ, ଗଣଶିକ୍ଷା ଓ ଶ୍ରମ ବିଭାଗ ସମ୍ଭାଳିବେ ପ୍ରମିଳା

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ । ଗଣଶିକ୍ଷା ଓ ଶ୍ରମ ବିଭାଗ ଦାୟିତ୍ୱରେ ରହିବେ ପ୍ରମିଳା ମଲ୍ଲିକ । ଗତ ଶୁକ୍ରବାର ଇସ୍ତଫା ଦେଇଥିଲେ ଉଭୟ ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ଏବଂ ଶ୍ରୀକାନ୍ତ ସାହୁ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସମୀର ରଞ୍ଜନ ଦାଶ । ସେହିପରି ଶ୍ରମ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବିଧାୟକ ଶ୍ରୀକାନ୍ତ ସାହୁ । ଇସ୍ତଫା ପରେ ଖାଲିପଡିଥିଲା ବିଭାଗ । ଇସ୍ତଫା ଦେବା ପରେ ଆଜି ଏହି ଦୁଇଟି ବିଭାଗର ଦାୟିତ୍ବ ପ୍ରମିଳା ତୁଲାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

https://www.thesakala.in/latest-odisha-news/additional-charge-of-two-departments-to-pramila-mallik/article-21620
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର