ଗଣେଶ ମେଢ ନେବାବେଳେ ଅଘଟଣ; ୧୧ କେଭି ବିଦ୍ୟୁତ ସଂସ୍ପର୍ଷରେ ଆସି ଜଣେ ଛାତ୍ର ମୃତ, ୨ ଆହତ
କଟକ: ଗଣେଶ ମେଢ ନେବାବେଳେ ଅଘଟଣ । ୧୧ କେଭି ବିଦ୍ୟୁତ ସଂସ୍ପର୍ଷରେ ଆସି ଜଣେ ଛାତ୍ର ମୃତ୍ୟୁବରଣ କରିଥିବାବେଳେ ୨ ଜଣ ଛାତ୍ର ଆହତ ହୋଇଛନ୍ତି । କଟକ ଜିଲ୍ଲା ନରାଜରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଘଟିଛି ଏହି ଅଘଟଣ । ଛାତ୍ରମାନେ ଏକ ଟ୍ରାକ୍ଟରରେ ଗଣେଶ ପୂଜା ପାଇ ଗଣେଶ ମୂର୍ତ୍ତି ନେବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏପରି ଅଘଟଣ ଘଟିଛି । ଦୁଇ ଆହତଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ […]
କଟକ: ଗଣେଶ ମେଢ ନେବାବେଳେ ଅଘଟଣ । ୧୧ କେଭି ବିଦ୍ୟୁତ ସଂସ୍ପର୍ଷରେ ଆସି ଜଣେ ଛାତ୍ର ମୃତ୍ୟୁବରଣ କରିଥିବାବେଳେ ୨ ଜଣ ଛାତ୍ର ଆହତ ହୋଇଛନ୍ତି । କଟକ ଜିଲ୍ଲା ନରାଜରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଘଟିଛି ଏହି ଅଘଟଣ । ଛାତ୍ରମାନେ ଏକ ଟ୍ରାକ୍ଟରରେ ଗଣେଶ ପୂଜା ପାଇ ଗଣେଶ ମୂର୍ତ୍ତି ନେବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏପରି ଅଘଟଣ ଘଟିଛି । ଦୁଇ ଆହତଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି ।