ଉଦ୍ଯମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଟରେ ଉତ୍ତୀର୍ଣ୍ଣ ହୋଇଥିବା ଗରିବ ମେଧାବୀ ଛାତ୍ରୀ ସୁଶ୍ରୀ ରୂପଶ୍ରୀଙ୍କୁ ଷ୍ଟେଥୋସ୍କୋପ ପ୍ରଦାନ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ୧- ନମ୍ବର ୱାର୍ଡ ପ୍ରଶାନ୍ତି ବିହାର ଅଞ୍ଚଳ ଦୁର୍ଗା ମଣ୍ଡପ ବସ୍ତିରେ ରହୁଥିବା ଜଣେ ଗରିବ ମେଧାବୀ ଛାତ୍ରୀ ସୁଶ୍ରୀ ରୂପଶ୍ରୀ ସେନାପତି ସର୍ବଭାରତୀୟ ନିଟ ପରୀକ୍ଷା (୨୦୨୧)ରେ ୧୦୧୩ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ବର୍ତମାନ ଭୀମ ଭୋଇ ମେଡିକାଲ କଲଜରେ ନାମ ଲେଖାଇଛନ୍ତି। ପଠପଢା ଆରମ୍ଭ ପୂର୍ବରୁ ଉଦ୍ଯମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରୂପଶ୍ରୀ ସେନାପତିଙ୍କୁ ଏକ ଷ୍ଟେଥୋ ସ୍କୋପ ପ୍ରଦାନ କରାଯାଇଛି। ସେ ଜଣେ ଭଲ ପରଉପକାରୀ ଡ଼କ୍ଟର ହୋଇ […]

ଭୁବନେଶ୍ୱର: ଭୁବନେଶ୍ୱର ୧- ନମ୍ବର ୱାର୍ଡ ପ୍ରଶାନ୍ତି ବିହାର ଅଞ୍ଚଳ ଦୁର୍ଗା ମଣ୍ଡପ ବସ୍ତିରେ ରହୁଥିବା ଜଣେ ଗରିବ ମେଧାବୀ ଛାତ୍ରୀ ସୁଶ୍ରୀ ରୂପଶ୍ରୀ ସେନାପତି ସର୍ବଭାରତୀୟ ନିଟ ପରୀକ୍ଷା (୨୦୨୧)ରେ ୧୦୧୩ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ବର୍ତମାନ ଭୀମ ଭୋଇ ମେଡିକାଲ କଲଜରେ ନାମ ଲେଖାଇଛନ୍ତି। ପଠପଢା ଆରମ୍ଭ ପୂର୍ବରୁ ଉଦ୍ଯମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରୂପଶ୍ରୀ ସେନାପତିଙ୍କୁ ଏକ ଷ୍ଟେଥୋ ସ୍କୋପ ପ୍ରଦାନ କରାଯାଇଛି। ସେ ଜଣେ ଭଲ ପରଉପକାରୀ ଡ଼କ୍ଟର ହୋଇ ବାହାରନ୍ତୁ ଓ ଅନେକ ଗରିବ ଲୋକକୁ ସାହାଯ୍ୟ କରନ୍ତୁ ବୋଲି ଟ୍ରଷ୍ଟର ଅଧ୍ଯକ୍ଷ ଦିଲ୍ଲୀପ ସ୍ବାଇଁ କହିଛନ୍ତି। ଏହି ଅବସରରେ ଟ୍ରଷ୍ଟର ସମସ୍ତ କର୍ମକର୍ତା ଓ ଶୁଭଚିନ୍ତଙ୍କ ମାନଙ୍କ ତରଫରୁ ତାଙ୍କୁ ଶୁଭେଚ୍ଛା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବନ୍ୟା ପ୍ରଭାବିତ ଜିଲ୍ଲାରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି

ସୂଚନା ଅନୁଯାୟୀ, ଦିନେ ନିଟ ପରୀକ୍ଷା ପାଇଁ କୋଚିଂ ନବା ପାଇଁ ତାଙ୍କ ପାଖରେ ଆର୍ଥିକ ସମ୍ବଳ ନଥିଲା। ସେ ଗୁଗୁଲ ଓ ୟୁଟ୍ଯୁବରୁ ପାଠ ପଢିଥିଲେ। ନିଜର କରିନ କଠିନ ପରିଶ୍ରମ ଓ ସଙ୍ଘର୍ଷ ଫଳରେ ସେ ୨୦୨୧ରେ ନିଟ ପରୀକ୍ଷା ଉତ୍ତିର୍ଣ୍ଣ ହୋଇଥିଲେ। ଜଣେ ମୁଲିଆର ମୁଲ କେବେ ବୁଡେନାହିଁ। ଉଦ୍ଯମ ଜାରି ରଖିଲେ ସଫଳତା ନିଶ୍ଚିତ ମିଳିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାକ୍ଷୀ ପୂର୍ଣ୍ଣିମା ତିଥିକୁ ନେଇ ଦୂର ହେଲା ଦ୍ୱନ୍ଦ୍ୱ; ୨୭ରେ ଘରେ ରକ୍ଷାବନ୍ଧନ, ୨୮ରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ନୀତି

11 Apr 2022 By The Sakala

ଉଦ୍ଯମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଟରେ ଉତ୍ତୀର୍ଣ୍ଣ ହୋଇଥିବା ଗରିବ ମେଧାବୀ ଛାତ୍ରୀ ସୁଶ୍ରୀ ରୂପଶ୍ରୀଙ୍କୁ ଷ୍ଟେଥୋସ୍କୋପ ପ୍ରଦାନ

ଭୁବନେଶ୍ୱର: ଭୁବନେଶ୍ୱର ୧- ନମ୍ବର ୱାର୍ଡ ପ୍ରଶାନ୍ତି ବିହାର ଅଞ୍ଚଳ ଦୁର୍ଗା ମଣ୍ଡପ ବସ୍ତିରେ ରହୁଥିବା ଜଣେ ଗରିବ ମେଧାବୀ ଛାତ୍ରୀ ସୁଶ୍ରୀ ରୂପଶ୍ରୀ ସେନାପତି ସର୍ବଭାରତୀୟ ନିଟ ପରୀକ୍ଷା (୨୦୨୧)ରେ ୧୦୧୩ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ବର୍ତମାନ ଭୀମ ଭୋଇ ମେଡିକାଲ କଲଜରେ ନାମ ଲେଖାଇଛନ୍ତି। ପଠପଢା ଆରମ୍ଭ ପୂର୍ବରୁ ଉଦ୍ଯମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରୂପଶ୍ରୀ ସେନାପତିଙ୍କୁ ଏକ ଷ୍ଟେଥୋ ସ୍କୋପ ପ୍ରଦାନ କରାଯାଇଛି। ସେ ଜଣେ ଭଲ ପରଉପକାରୀ ଡ଼କ୍ଟର ହୋଇ ବାହାରନ୍ତୁ ଓ ଅନେକ ଗରିବ ଲୋକକୁ ସାହାଯ୍ୟ କରନ୍ତୁ ବୋଲି ଟ୍ରଷ୍ଟର ଅଧ୍ଯକ୍ଷ ଦିଲ୍ଲୀପ ସ୍ବାଇଁ କହିଛନ୍ତି। ଏହି ଅବସରରେ ଟ୍ରଷ୍ଟର ସମସ୍ତ କର୍ମକର୍ତା ଓ ଶୁଭଚିନ୍ତଙ୍କ ମାନଙ୍କ ତରଫରୁ ତାଙ୍କୁ ଶୁଭେଚ୍ଛା ଦିଆଯାଇଛି।

ସୂଚନା ଅନୁଯାୟୀ, ଦିନେ ନିଟ ପରୀକ୍ଷା ପାଇଁ କୋଚିଂ ନବା ପାଇଁ ତାଙ୍କ ପାଖରେ ଆର୍ଥିକ ସମ୍ବଳ ନଥିଲା। ସେ ଗୁଗୁଲ ଓ ୟୁଟ୍ଯୁବରୁ ପାଠ ପଢିଥିଲେ। ନିଜର କରିନ କଠିନ ପରିଶ୍ରମ ଓ ସଙ୍ଘର୍ଷ ଫଳରେ ସେ ୨୦୨୧ରେ ନିଟ ପରୀକ୍ଷା ଉତ୍ତିର୍ଣ୍ଣ ହୋଇଥିଲେ। ଜଣେ ମୁଲିଆର ମୁଲ କେବେ ବୁଡେନାହିଁ। ଉଦ୍ଯମ ଜାରି ରଖିଲେ ସଫଳତା ନିଶ୍ଚିତ ମିଳିବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର