ରାଉରକେଲାରେ ଲଜ୍ଜ୍ୟା, ନାବାଳିକାକୁ ଗଣଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା ଅଭିଯୋଗ

Madhusudan Das Picture
Published On

ରାଉରକେଲା: ରାଉରକେଲାରେ ଲଜ୍ଜ୍ୟା । ନାବାଳିକାକୁ ଗଣଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା ଅଭିଯୋଗ । ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ କାଇରକେରା ଜଙ୍ଗଲରୁ ଉଦ୍ଧାର ଦଶମ ଶ୍ରେଣୀ ଛାତ୍ରୀ ମୃତ । ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ନିଖୋଜ ଅଭିଯୋଗ ପରେ ଜଙ୍ଗଲରୁ ଉଦ୍ଧାର ହୋଇଥିଲେ ଛାତ୍ରୀ ଜଣକ । ଦଶମ ଶ୍ରେଣୀରେ ପଢ଼ୁଥିବା ୧୬ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ ପରେ ବିଷ ଦେଇ ମାରି ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି। 

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ବଦଳିବ ଅନେକ ନିୟମ: ଟିକଟଠାରୁ ଟିକସ ଯାଏଁ ୮ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ

ସୂଚନା ଅନୁସାରେ, ଗତକାଲି ସ୍କୁଲ ଯାଇ ନିଖୋଜ ହୋଇଯାଇ ଥିଲେ ନାବାଳିକା ଜଣକ । ଖୋଜାଖୋଜି କରିବା ପରେ ଜଙ୍ଗଲରୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ପରିବାର ଲୋକେ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଏନେଇ ବିଶ୍ରା ଥାନାରେ ଅଭିଯୋଗ କରିଛନ୍ତି। ଵିଶ୍ରା ଥାନା ଅନ୍ତର୍ଗତ ବାଗଡେଗା ଜଙ୍ଗଲରୁ ନାବାଳିକାକୁ ଉଦ୍ଧାର କରାଯାଇଥିଲା। ମୃତଦେହ ନିକଟରୁ ବିଷ ଵୋତଲ ଜଵତ ହୋଇଥିଲେ ମଧ୍ୟ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିନଥିଵା ଓ ନାବାଳିକାକୁ ଗଣ ଦୁଷ୍କର୍ମ କରିବା ପରେ ଜୋର ଜଵରଦସ୍ତ ଵିଷ ପିଆଇ ମାରି ଦିଆଯାଇଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ନୟାଗଡ଼ ଜିଲ୍ଲାରେ “ଏର୍ଥ ଆୱର” ପାଳନ ପାଇଁ ଅଭିଯାନ

06 Feb 2026 By Madhusudan Das

ରାଉରକେଲାରେ ଲଜ୍ଜ୍ୟା, ନାବାଳିକାକୁ ଗଣଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା ଅଭିଯୋଗ

ରାଉରକେଲା: ରାଉରକେଲାରେ ଲଜ୍ଜ୍ୟା । ନାବାଳିକାକୁ ଗଣଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା ଅଭିଯୋଗ । ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ କାଇରକେରା ଜଙ୍ଗଲରୁ ଉଦ୍ଧାର ଦଶମ ଶ୍ରେଣୀ ଛାତ୍ରୀ ମୃତ । ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ନିଖୋଜ ଅଭିଯୋଗ ପରେ ଜଙ୍ଗଲରୁ ଉଦ୍ଧାର ହୋଇଥିଲେ ଛାତ୍ରୀ ଜଣକ । ଦଶମ ଶ୍ରେଣୀରେ ପଢ଼ୁଥିବା ୧୬ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ ପରେ ବିଷ ଦେଇ ମାରି ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି। 

ସୂଚନା ଅନୁସାରେ, ଗତକାଲି ସ୍କୁଲ ଯାଇ ନିଖୋଜ ହୋଇଯାଇ ଥିଲେ ନାବାଳିକା ଜଣକ । ଖୋଜାଖୋଜି କରିବା ପରେ ଜଙ୍ଗଲରୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ପରିବାର ଲୋକେ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଏନେଇ ବିଶ୍ରା ଥାନାରେ ଅଭିଯୋଗ କରିଛନ୍ତି। ଵିଶ୍ରା ଥାନା ଅନ୍ତର୍ଗତ ବାଗଡେଗା ଜଙ୍ଗଲରୁ ନାବାଳିକାକୁ ଉଦ୍ଧାର କରାଯାଇଥିଲା। ମୃତଦେହ ନିକଟରୁ ବିଷ ଵୋତଲ ଜଵତ ହୋଇଥିଲେ ମଧ୍ୟ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିନଥିଵା ଓ ନାବାଳିକାକୁ ଗଣ ଦୁଷ୍କର୍ମ କରିବା ପରେ ଜୋର ଜଵରଦସ୍ତ ଵିଷ ପିଆଇ ମାରି ଦିଆଯାଇଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର