ଲଜ୍‌ରୁ ୮୦ ଲକ୍ଷ ଟଙ୍କା ଜବତ, ବାହାର ରାଜ୍ୟର ୭ ବ୍ୟକ୍ତି ଅଟକ

The Sakala Picture
Published On

ବଲାଙ୍ଗିର: ଲଜରୁ ୮୦ ଲକ୍ଷ ଟଙ୍କା ଜବତ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଏକ ଲଜ୍ ଉପରେ ପୁଲିସ ଚଢ଼ାଉ କରି ୮୦ ଲକ୍ଷ ଟଙ୍କା ଜବତ କରିଥିବାର ଖବର ମିଳିଛି । ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ପୋଲିସ ସହରର ଏକ ଲଜରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ରାଜ୍ୟ ବାହାର ୭ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି । କଣ୍ଟାବାଞ୍ଜି ପୋଲିସ ଏସ୍ଡିପିଓ ହୃଷିକେଶ ମେହେର ଏକ ବିଶ୍ୱସ୍ତ ସୂତ୍ରରୁ ଖବର […]

ବଲାଙ୍ଗିର: ଲଜରୁ ୮୦ ଲକ୍ଷ ଟଙ୍କା ଜବତ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଏକ ଲଜ୍ ଉପରେ ପୁଲିସ ଚଢ଼ାଉ କରି ୮୦ ଲକ୍ଷ ଟଙ୍କା ଜବତ କରିଥିବାର ଖବର ମିଳିଛି । ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ପୋଲିସ ସହରର ଏକ ଲଜରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ରାଜ୍ୟ ବାହାର ୭ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଗଛ କାଟୁଥିବା ବେଳେ ଡ଼ାଳ ପଡି ଚାଲିଗଲା ଯୁବକଙ୍କ ଜୀବନ

କଣ୍ଟାବାଞ୍ଜି ପୋଲିସ ଏସ୍ଡିପିଓ ହୃଷିକେଶ ମେହେର ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲଜ ଉପରେ ଚଢ଼ାଉ କରିଥିବା ବେଳେ ସେମାନେ ଜୁଆ ଖେଳୁଥିଲେ ଏବଂ ତାଙ୍କ ପାଖରୁ ତାସ୍ ମଧ୍ୟ ଜବତ ହୋଇଥିବା ସେ ସୂଚନା ଦେଇଛନ୍ତି । କଣ୍ଟାବାଞ୍ଜି ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା, ତାହା କାହାକୁ ଦିଆଯିବାକୁ ଯୋଜନା ହୋଇଥିଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ଗିରଫ ବ୍ୟକ୍ତିମାନେ ଇଟାଭାଟି ମାଲିକ ବୋଲି ଜଣାପଡିଛି । ଏହି ଲିଙ୍କ୍‌ରେ ଆଉ କିଏ ସାମିଲ ଅଛନ୍ତି ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

ଆହୁରି ପଢ଼ନ୍ତୁ: ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା, ନୂଆ ପରମିଟ୍ ପ୍ରଦାନ ନ କରିବାକୁ ନିଷ୍ପତ୍ତି

16 Sep 2022 By The Sakala

ଲଜ୍‌ରୁ ୮୦ ଲକ୍ଷ ଟଙ୍କା ଜବତ, ବାହାର ରାଜ୍ୟର ୭ ବ୍ୟକ୍ତି ଅଟକ

ବଲାଙ୍ଗିର: ଲଜରୁ ୮୦ ଲକ୍ଷ ଟଙ୍କା ଜବତ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଏକ ଲଜ୍ ଉପରେ ପୁଲିସ ଚଢ଼ାଉ କରି ୮୦ ଲକ୍ଷ ଟଙ୍କା ଜବତ କରିଥିବାର ଖବର ମିଳିଛି । ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ପୋଲିସ ସହରର ଏକ ଲଜରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ରାଜ୍ୟ ବାହାର ୭ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି ।

କଣ୍ଟାବାଞ୍ଜି ପୋଲିସ ଏସ୍ଡିପିଓ ହୃଷିକେଶ ମେହେର ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲଜ ଉପରେ ଚଢ଼ାଉ କରିଥିବା ବେଳେ ସେମାନେ ଜୁଆ ଖେଳୁଥିଲେ ଏବଂ ତାଙ୍କ ପାଖରୁ ତାସ୍ ମଧ୍ୟ ଜବତ ହୋଇଥିବା ସେ ସୂଚନା ଦେଇଛନ୍ତି । କଣ୍ଟାବାଞ୍ଜି ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା, ତାହା କାହାକୁ ଦିଆଯିବାକୁ ଯୋଜନା ହୋଇଥିଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ଗିରଫ ବ୍ୟକ୍ତିମାନେ ଇଟାଭାଟି ମାଲିକ ବୋଲି ଜଣାପଡିଛି । ଏହି ଲିଙ୍କ୍‌ରେ ଆଉ କିଏ ସାମିଲ ଅଛନ୍ତି ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର