ମହାନଦୀ ପାର୍ ବେଳେ ଭାସିଗଲେ ୭ ହାତୀ, ଉଦ୍ଧାରକାର୍ଯ୍ଯ ଜାରି

The Sakala Picture
Published On

ଆଠଗଡ଼: ମହାନଦୀ ପାର୍ ବେଳେ ଫସିଲା ହାତୀପଲ । ଗୋଟିଏ ହାତୀ ପାଣି ସୁଅରେ ଭାସି ଆସି ମୁଣ୍ଡଳି ବ୍ରିଜର ଗୋଟିଏ ଗେଟରେ ଲାଗି ରହିଛି । ହାତୀକୁ ପାଣିରୁ ଉଦ୍ଧାର କରିବା ପାଇଁ ବନ ବିଭାଗ ଓ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ପାଣି ସୁଅ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ଯ ସେତେଟା ସହଜ ହେଉନାହିଁ । ହାତୀ ପାଖକୁ ଡଙ୍ଗା ଯିବା ମଧ୍ୟ ସମ୍ଭବ ନୁହେଁ । ଗୋଟିଏ ହାତୀ ଭାସି […]

ଆଠଗଡ଼: ମହାନଦୀ ପାର୍ ବେଳେ ଫସିଲା ହାତୀପଲ । ଗୋଟିଏ ହାତୀ ପାଣି ସୁଅରେ ଭାସି ଆସି ମୁଣ୍ଡଳି ବ୍ରିଜର ଗୋଟିଏ ଗେଟରେ ଲାଗି ରହିଛି । ହାତୀକୁ ପାଣିରୁ ଉଦ୍ଧାର କରିବା ପାଇଁ ବନ ବିଭାଗ ଓ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ପାଣି ସୁଅ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ଯ ସେତେଟା ସହଜ ହେଉନାହିଁ । ହାତୀ ପାଖକୁ ଡଙ୍ଗା ଯିବା ମଧ୍ୟ ସମ୍ଭବ ନୁହେଁ । ଗୋଟିଏ ହାତୀ ଭାସି ଆସି ମୁଣ୍ଡଳି ବ୍ରିଜ ନିକଟରେ ଲାଖିଥିବା ବେଳେ ଅନ୍ୟ ୬ଟି ହାତୀ ଭାସି ଆସି ଆଠଗଡ଼ ରେଞ୍ଜର ନୂଆଶାସନ ଗାଁ ନନିକଟରେ ଲାଗଛନ୍ତି । ଆଠଗଡ଼ ପଟୁ ୧୭ ଟିକିଆ ହାତୀପଲ ମହାନଦୀ ପାରି ହେଉଥିବା ବେଳେ ୭ଟି ହାତୀ ଭାସି ଯାଇଥିବା ଆଠଗଡ଼ ରେଞ୍ଜର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

24 Sep 2021 By The Sakala

ମହାନଦୀ ପାର୍ ବେଳେ ଭାସିଗଲେ ୭ ହାତୀ, ଉଦ୍ଧାରକାର୍ଯ୍ଯ ଜାରି

ଆଠଗଡ଼: ମହାନଦୀ ପାର୍ ବେଳେ ଫସିଲା ହାତୀପଲ । ଗୋଟିଏ ହାତୀ ପାଣି ସୁଅରେ ଭାସି ଆସି ମୁଣ୍ଡଳି ବ୍ରିଜର ଗୋଟିଏ ଗେଟରେ ଲାଗି ରହିଛି । ହାତୀକୁ ପାଣିରୁ ଉଦ୍ଧାର କରିବା ପାଇଁ ବନ ବିଭାଗ ଓ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ପାଣି ସୁଅ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ଯ ସେତେଟା ସହଜ ହେଉନାହିଁ । ହାତୀ ପାଖକୁ ଡଙ୍ଗା ଯିବା ମଧ୍ୟ ସମ୍ଭବ ନୁହେଁ । ଗୋଟିଏ ହାତୀ ଭାସି ଆସି ମୁଣ୍ଡଳି ବ୍ରିଜ ନିକଟରେ ଲାଖିଥିବା ବେଳେ ଅନ୍ୟ ୬ଟି ହାତୀ ଭାସି ଆସି ଆଠଗଡ଼ ରେଞ୍ଜର ନୂଆଶାସନ ଗାଁ ନନିକଟରେ ଲାଗଛନ୍ତି । ଆଠଗଡ଼ ପଟୁ ୧୭ ଟିକିଆ ହାତୀପଲ ମହାନଦୀ ପାରି ହେଉଥିବା ବେଳେ ୭ଟି ହାତୀ ଭାସି ଯାଇଥିବା ଆଠଗଡ଼ ରେଞ୍ଜର ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର