ଗରିବ ବିଧବା ମହିଳାଙ୍କ ଦୁଃଖ ବୁଝିଲେ ୫ଟି ସଚିବ

The Sakala Picture
Published On

ବରଗଡ଼: କେବଳ ଛାତ୍ରଙ୍କ ସମସ୍ୟା ନୁହେଁ କି ଅନାଥଙ୍କ ଦୁଃଖ ନୁହେଁ । ଅଭାବଠୁ ଅସୁବିଧା । ସବୁ ସମୟରେ ସମସ୍ତଙ୍କୁ ସାଥ୍ ଦେଉଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ତାଙ୍କ ସାହାଯ୍ୟ ଓ ସହଯୋଗର ପୃଷ୍ଠାରେ ଏବେ ଯୋଡ଼ି ହୋଇଛି ଗରିବ ବିଧବା ମହିଳାଙ୍କ କାହାଣୀ । ବରଗଡ଼ ସଦର ବ୍ଲକ ଅଡ଼ଗାଁର ପୁଷ୍ପା ଭୁଏଙ୍କ ଦୁଃଖ ବୁଝିଛନ୍ତି ୫ଟି ସଚିବ । ସ୍ବାମୀଙ୍କ ଅକାଳ ବିୟୋଗ ପରେ ଦୁଇ ସନ୍ତାନଙ୍କୁ ନେଇ ଭାଙ୍ଗିପଡ଼ିଥିଲେ […]

ବରଗଡ଼: କେବଳ ଛାତ୍ରଙ୍କ ସମସ୍ୟା ନୁହେଁ କି ଅନାଥଙ୍କ ଦୁଃଖ ନୁହେଁ । ଅଭାବଠୁ ଅସୁବିଧା । ସବୁ ସମୟରେ ସମସ୍ତଙ୍କୁ ସାଥ୍ ଦେଉଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ତାଙ୍କ ସାହାଯ୍ୟ ଓ ସହଯୋଗର ପୃଷ୍ଠାରେ ଏବେ ଯୋଡ଼ି ହୋଇଛି ଗରିବ ବିଧବା ମହିଳାଙ୍କ କାହାଣୀ । ବରଗଡ଼ ସଦର ବ୍ଲକ ଅଡ଼ଗାଁର ପୁଷ୍ପା ଭୁଏଙ୍କ ଦୁଃଖ ବୁଝିଛନ୍ତି ୫ଟି ସଚିବ । ସ୍ବାମୀଙ୍କ ଅକାଳ ବିୟୋଗ ପରେ ଦୁଇ ସନ୍ତାନଙ୍କୁ ନେଇ ଭାଙ୍ଗିପଡ଼ିଥିଲେ ପୁଷ୍ପା । ଆର୍ଥିକ ଅନଟନ ଭିତରେ ସଂଘର୍ଷ କରି ପରିବାର ଚଳାଉଥିବା ପୁଷ୍ପାଙ୍କ କାହାଣୀ ବିଷୟରେ ସାମାଜିକ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ ୫ଟି ସଚିବ । ଖବର ପାଇବ କ୍ଷଣି ବରଗଡ଼ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ପୁଷ୍ପାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରାଯିବା ସହ ସ୍ବାମୀଙ୍କ ମୃତ୍ୟୁ ବାବଦକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଯାଇଛି । ପୂର୍ବରୁ ଆଶୀର୍ବାଦ ଯୋଜନାରେ ଦୁଇ ଛୁଆଙ୍କୁ ସାମିଲ କରାଯାଇ ପ୍ରତି ମାସକୁ ୧୫ ଶହ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଉଛି । ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ପୁଷ୍ପା ଭୁଏ।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

14 Jul 2023 By The Sakala

ଗରିବ ବିଧବା ମହିଳାଙ୍କ ଦୁଃଖ ବୁଝିଲେ ୫ଟି ସଚିବ

ବରଗଡ଼: କେବଳ ଛାତ୍ରଙ୍କ ସମସ୍ୟା ନୁହେଁ କି ଅନାଥଙ୍କ ଦୁଃଖ ନୁହେଁ । ଅଭାବଠୁ ଅସୁବିଧା । ସବୁ ସମୟରେ ସମସ୍ତଙ୍କୁ ସାଥ୍ ଦେଉଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ତାଙ୍କ ସାହାଯ୍ୟ ଓ ସହଯୋଗର ପୃଷ୍ଠାରେ ଏବେ ଯୋଡ଼ି ହୋଇଛି ଗରିବ ବିଧବା ମହିଳାଙ୍କ କାହାଣୀ । ବରଗଡ଼ ସଦର ବ୍ଲକ ଅଡ଼ଗାଁର ପୁଷ୍ପା ଭୁଏଙ୍କ ଦୁଃଖ ବୁଝିଛନ୍ତି ୫ଟି ସଚିବ । ସ୍ବାମୀଙ୍କ ଅକାଳ ବିୟୋଗ ପରେ ଦୁଇ ସନ୍ତାନଙ୍କୁ ନେଇ ଭାଙ୍ଗିପଡ଼ିଥିଲେ ପୁଷ୍ପା । ଆର୍ଥିକ ଅନଟନ ଭିତରେ ସଂଘର୍ଷ କରି ପରିବାର ଚଳାଉଥିବା ପୁଷ୍ପାଙ୍କ କାହାଣୀ ବିଷୟରେ ସାମାଜିକ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ ୫ଟି ସଚିବ । ଖବର ପାଇବ କ୍ଷଣି ବରଗଡ଼ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

ପୁଷ୍ପାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରାଯିବା ସହ ସ୍ବାମୀଙ୍କ ମୃତ୍ୟୁ ବାବଦକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଯାଇଛି । ପୂର୍ବରୁ ଆଶୀର୍ବାଦ ଯୋଜନାରେ ଦୁଇ ଛୁଆଙ୍କୁ ସାମିଲ କରାଯାଇ ପ୍ରତି ମାସକୁ ୧୫ ଶହ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଉଛି । ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ପୁଷ୍ପା ଭୁଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର