୫୫ ନମ୍ବର ଜାତୀୟ ରାଜପଥକୁ ନେଇ କୁଚିଣ୍ଡାରୁ କେନ୍ଦ୍ରମନ୍ତ୍ରୀଙ୍କୁ 5T ଅଧ୍ୟକ୍ଷଙ୍କ ଟାର୍ଗେଟ

The Sakala Picture
Published On

ସମ୍ବଲପୁର: କୁଚିଣ୍ଡାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ। ନାଁ ନେଇ ଟାର୍ଗେଟ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତକ ପାଣ୍ଡିଆନ। ୫୫ ନମ୍ବର ଜାତୀୟ ରାଜପଥ କାମରେ ବିଳମ୍ବକୁ ନେଇ ଆକ୍ଷେପ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।  କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥକୁ ନେଇ ସମାଲୋଚନା କରିଛନ୍ତି । କହିଛନ୍ତି ୧୦ ବର୍ଷ ହେଲା କାହିଁକି ସରୁନି ଏ ଜାତୀୟ ରାଜପଥ କାମ। କଟକ-ସମ୍ବଲପୁର ଜାତୀୟ ରାଜପଥ କାମ ପରେ ଆରମ୍ଭ ହୋଇଥିବା […]

ସମ୍ବଲପୁର: କୁଚିଣ୍ଡାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ। ନାଁ ନେଇ ଟାର୍ଗେଟ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତକ ପାଣ୍ଡିଆନ। ୫୫ ନମ୍ବର ଜାତୀୟ ରାଜପଥ କାମରେ ବିଳମ୍ବକୁ ନେଇ ଆକ୍ଷେପ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।  କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥକୁ ନେଇ ସମାଲୋଚନା କରିଛନ୍ତି । କହିଛନ୍ତି ୧୦ ବର୍ଷ ହେଲା କାହିଁକି ସରୁନି ଏ ଜାତୀୟ ରାଜପଥ କାମ। କଟକ-ସମ୍ବଲପୁର ଜାତୀୟ ରାଜପଥ କାମ ପରେ ଆରମ୍ଭ ହୋଇଥିବା ବିଜୁ ଏକ୍ସପ୍ରେସ ୱେ କାମ ଶେଷ ହୋଇଗଲାଣି। ହେଲେ ଜାତୀୟ ରାଜପଥ କାମ ସରୁନି। ମୁଖ୍ୟମନ୍ତ୍ରୀ କଥା କମ ଓ କାମରେ ବିଶ୍ବାସ କରନ୍ତି। କିଛି ନେତା କାମ କମ କଥାରେ ବିଶ୍ବାସ କରନ୍ତି। ନିର୍ବାଚନ ଆସିଲେ ବଡ଼ ବ଼ଡ଼ ଭାଷଣ ଦିଅନ୍ତି। ନିର୍ବାଚନ ସରିଗଲେ ସେମାନଙ୍କ ଦେଖା ମିଳେନି।

ଆହୁରି ପଢ଼ନ୍ତୁ: ପିଏନଜି କନେକ୍ସନ ନେଇଥିଲେ ଏଲପିଜି ମନା, ସବୁ ସହରାଞ୍ଚଳରେ ପିଏନଜି ବାଧ୍ୟତାମୂଳକ: ଯୋଗାଣ ମନ୍ତ୍ରୀ

ଏନଏଚ୍ ୫୫ କାମ ଶ୍ରୀଘ୍ର ସାରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି ଯେ, ନିଜେ କେନ୍ଦ୍ରମନ୍ତ୍ରୀ ଏହି ଜାତୀୟ ରାଜପଥରେ ଯାଉନାହାନ୍ତି । ସେ ରାଜ୍ୟ ରାଜପଥରେ ଯାତାୟତ କରୁଛନ୍ତି ।ସବୁ ରାସ୍ତା କାମ ଠିକ୍ ଚାଲିଥିବାବେଳେ ଏନଏଚ୍ ୫୫ ରାସ୍ତା କାହିଁକି ବିଳମ୍ବ ହେଉଛି ବୋଲି ପଚାରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆ। ଜାତୀୟ ରାଜପଥ କାମ ବିଳମ୍ବ ହେବା ଦୁର୍ଭାଗ୍ୟଜନକ। ଏହି ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଶହ ଶହ ଲୋକଙ୍କ ଜୀବନ ଯାଉଛି । ଲୋକେ ନାନା ଅସୁବିଧାନର ସମ୍ମୁଖୀନ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏହି ଉଦାସୀନତା ଲାଗି ଲୋକେ କିଭଳି ସମ୍ମାନ ଦେବେ ନିଷ୍ପତ୍ତି କରନ୍ତୁ। ଏନଏଚ ୫୫ ଜାତୀୟ ରାଜପଥ କାମ ଶୀଘ୍ର ସାରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ବିନମ୍ର ଅନୁରୋଧ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଏହା ପୂର୍ବରୁ ମଧ୍ୟ ଅନେକ ଥର ଏନଏଚ ୫୫ ପ୍ରସଙ୍ଗ ଉଠାଇଛନ୍ତି 5T ଅଧ୍ୟକ୍ଷ ।

ଆହୁରି ପଢ଼ନ୍ତୁ: ବିଜୁ ବାବୁଙ୍କୁ ଅପମାନର ନିନ୍ଦା ପ୍ରସ୍ତାବ ଉପରେ ଆଲୋଚନା ଚାହୁନାହାନ୍ତି ସରକାର: ବିଜେଡି

13 Jan 2024 By The Sakala

୫୫ ନମ୍ବର ଜାତୀୟ ରାଜପଥକୁ ନେଇ କୁଚିଣ୍ଡାରୁ କେନ୍ଦ୍ରମନ୍ତ୍ରୀଙ୍କୁ 5T ଅଧ୍ୟକ୍ଷଙ୍କ ଟାର୍ଗେଟ

ସମ୍ବଲପୁର: କୁଚିଣ୍ଡାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ। ନାଁ ନେଇ ଟାର୍ଗେଟ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତକ ପାଣ୍ଡିଆନ। ୫୫ ନମ୍ବର ଜାତୀୟ ରାଜପଥ କାମରେ ବିଳମ୍ବକୁ ନେଇ ଆକ୍ଷେପ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।  କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥକୁ ନେଇ ସମାଲୋଚନା କରିଛନ୍ତି । କହିଛନ୍ତି ୧୦ ବର୍ଷ ହେଲା କାହିଁକି ସରୁନି ଏ ଜାତୀୟ ରାଜପଥ କାମ। କଟକ-ସମ୍ବଲପୁର ଜାତୀୟ ରାଜପଥ କାମ ପରେ ଆରମ୍ଭ ହୋଇଥିବା ବିଜୁ ଏକ୍ସପ୍ରେସ ୱେ କାମ ଶେଷ ହୋଇଗଲାଣି। ହେଲେ ଜାତୀୟ ରାଜପଥ କାମ ସରୁନି। ମୁଖ୍ୟମନ୍ତ୍ରୀ କଥା କମ ଓ କାମରେ ବିଶ୍ବାସ କରନ୍ତି। କିଛି ନେତା କାମ କମ କଥାରେ ବିଶ୍ବାସ କରନ୍ତି। ନିର୍ବାଚନ ଆସିଲେ ବଡ଼ ବ଼ଡ଼ ଭାଷଣ ଦିଅନ୍ତି। ନିର୍ବାଚନ ସରିଗଲେ ସେମାନଙ୍କ ଦେଖା ମିଳେନି।

ଏନଏଚ୍ ୫୫ କାମ ଶ୍ରୀଘ୍ର ସାରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି ଯେ, ନିଜେ କେନ୍ଦ୍ରମନ୍ତ୍ରୀ ଏହି ଜାତୀୟ ରାଜପଥରେ ଯାଉନାହାନ୍ତି । ସେ ରାଜ୍ୟ ରାଜପଥରେ ଯାତାୟତ କରୁଛନ୍ତି ।ସବୁ ରାସ୍ତା କାମ ଠିକ୍ ଚାଲିଥିବାବେଳେ ଏନଏଚ୍ ୫୫ ରାସ୍ତା କାହିଁକି ବିଳମ୍ବ ହେଉଛି ବୋଲି ପଚାରିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆ। ଜାତୀୟ ରାଜପଥ କାମ ବିଳମ୍ବ ହେବା ଦୁର୍ଭାଗ୍ୟଜନକ। ଏହି ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଶହ ଶହ ଲୋକଙ୍କ ଜୀବନ ଯାଉଛି । ଲୋକେ ନାନା ଅସୁବିଧାନର ସମ୍ମୁଖୀନ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏହି ଉଦାସୀନତା ଲାଗି ଲୋକେ କିଭଳି ସମ୍ମାନ ଦେବେ ନିଷ୍ପତ୍ତି କରନ୍ତୁ। ଏନଏଚ ୫୫ ଜାତୀୟ ରାଜପଥ କାମ ଶୀଘ୍ର ସାରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ବିନମ୍ର ଅନୁରୋଧ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଏହା ପୂର୍ବରୁ ମଧ୍ୟ ଅନେକ ଥର ଏନଏଚ ୫୫ ପ୍ରସଙ୍ଗ ଉଠାଇଛନ୍ତି 5T ଅଧ୍ୟକ୍ଷ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର