ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣା: ମାଷ୍ଟରମାଇଣ୍ଡର ଦୁଇ ସହଯୋଗୀଙ୍କୁ ଅଟକ ରଖିଲା ଏସ୍‌ଟିଏଫ୍‌

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ମାମଲାରେ ମାଷ୍ଟରମାଇଣ୍ଡ ଥିବା ପଠାଣି ସାମନ୍ତ ଲେଙ୍କାର ଦୁଇ ସହଯୋଗୀ ଅଟକ । ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଯାଜପୁରରୁ ଉଠାଇ ଆଣିଛି STF । ଖୁବଶୀଘ୍ର ଫରେନ୍ସିକ ଲ୍ୟାବକୁ ପଠାଯିବ ଅଭିଯୁକ୍ତଙ୍କ ମୋବାଇଲ । ଆବଶ୍ୟକସ୍ଥଳେ ସୋସିଆଲ ମିଡିଆ ବ୍ୟବହାର ନେଇ ଯାଞ୍ଚ କରିବେ ଆଇଟି ଏକ୍ସପର୍ଟ । ଏନଆଇଏ ଓ ଗୁଇନ୍ଦା ବିଭାଗକୁ ସମସ୍ତ ତଥ୍ୟ ପ୍ରଦାନ କରିଛି ଏସଟିଏଫ । ଅନ୍ୟପକ୍ଷରେ ଆସନ୍ତାକାଲିଠୁ ରିମାଣ୍ଡରେ ଆସିବ […]

ଭୁବନେଶ୍ୱର: ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ମାମଲାରେ ମାଷ୍ଟରମାଇଣ୍ଡ ଥିବା ପଠାଣି ସାମନ୍ତ ଲେଙ୍କାର ଦୁଇ ସହଯୋଗୀ ଅଟକ । ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଯାଜପୁରରୁ ଉଠାଇ ଆଣିଛି STF । ଖୁବଶୀଘ୍ର ଫରେନ୍ସିକ ଲ୍ୟାବକୁ ପଠାଯିବ ଅଭିଯୁକ୍ତଙ୍କ ମୋବାଇଲ । ଆବଶ୍ୟକସ୍ଥଳେ ସୋସିଆଲ ମିଡିଆ ବ୍ୟବହାର ନେଇ ଯାଞ୍ଚ କରିବେ ଆଇଟି ଏକ୍ସପର୍ଟ । ଏନଆଇଏ ଓ ଗୁଇନ୍ଦା ବିଭାଗକୁ ସମସ୍ତ ତଥ୍ୟ ପ୍ରଦାନ କରିଛି ଏସଟିଏଫ ।

ଆହୁରି ପଢ଼ନ୍ତୁ: ଭେନେଜୁଏଲା ଭୂକମ୍ପ ପୀଡ଼ିତଙ୍କୁ ଭେଟିବା ସହ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ନେଇ ଆଲୋଚନା କଲେ ଭି.କେ. ପାଣ୍ଡିଆନ

ଅନ୍ୟପକ୍ଷରେ ଆସନ୍ତାକାଲିଠୁ ରିମାଣ୍ଡରେ ଆସିବ ପଠାଣି ସାମନ୍ତ । ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଏସଟିଏଫ । ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ପଶ୍ଚିମବଙ୍ଗରେ ଥିବା ପାକିସ୍ତାନୀ ଆଇଏସଆଇ ଏଜେଣ୍ଟଙ୍କ ସହ ରହିଥିଲା ସମ୍ପର୍କ । ତଦନ୍ତ ବେଳେ ଏସଟିଏଫକୁ ମିଳିଛି ସାଙ୍ଘାତିକ ତଥ୍ୟ । କେଉଁ କେଉଁ ଅଂଚଳରୁ ସିମକାର୍ଡ କିଣା ହୋଇଥିଲା ସେନେଇ ଚାଲିଛି ଖୋଳତାଡ଼ । କେବେଠାରୁ ପାକିସ୍ତାନ ଆଇଏସଆଇ ଏଜେଣ୍ଟ ଲିଙ୍କରେ ଥିଲେ ଏନେଇ ଚାଲିଛି ତଦନ୍ତ । ପୂର୍ବରୁ ଅଫିସିଆଲ ଡାଟା ଲିକ ନେଇ ଜଲପାଇଗୁଡି ଥାନାରେ ରହିଛି ମାମଲା । ସେପଟେ ଟେଲିକମ ପ୍ରଭାଇଡରଙ୍କୁ ମଧ୍ୟ ସ୍କାନରକୁ ନେଇଛି ଏସଟିଏଫ । ଟ୍ରାଞ୍ଜାକ୍ସନ ଯାଞ୍ଚ ପାଇଁ ନ୍ୟାସନ୍ୟାଲ ପେମେଣ୍ଟ କର୍ପୋରେସନକୁ ଲେଖାଯାଇଛି ଚିଠି ।

ଆହୁରି ପଢ଼ନ୍ତୁ:  ୨୦ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଝାଞ୍ଜ ପାହାଡ଼ରୁ ସୁରକ୍ଷିତ ଉଦ୍ଧାର ହେଲେ ୨ ନିଖୋଜ ଯୁବକ

21 May 2023 By The Sakala

ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣା: ମାଷ୍ଟରମାଇଣ୍ଡର ଦୁଇ ସହଯୋଗୀଙ୍କୁ ଅଟକ ରଖିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର: ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ମାମଲାରେ ମାଷ୍ଟରମାଇଣ୍ଡ ଥିବା ପଠାଣି ସାମନ୍ତ ଲେଙ୍କାର ଦୁଇ ସହଯୋଗୀ ଅଟକ । ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଯାଜପୁରରୁ ଉଠାଇ ଆଣିଛି STF । ଖୁବଶୀଘ୍ର ଫରେନ୍ସିକ ଲ୍ୟାବକୁ ପଠାଯିବ ଅଭିଯୁକ୍ତଙ୍କ ମୋବାଇଲ । ଆବଶ୍ୟକସ୍ଥଳେ ସୋସିଆଲ ମିଡିଆ ବ୍ୟବହାର ନେଇ ଯାଞ୍ଚ କରିବେ ଆଇଟି ଏକ୍ସପର୍ଟ । ଏନଆଇଏ ଓ ଗୁଇନ୍ଦା ବିଭାଗକୁ ସମସ୍ତ ତଥ୍ୟ ପ୍ରଦାନ କରିଛି ଏସଟିଏଫ ।

ଅନ୍ୟପକ୍ଷରେ ଆସନ୍ତାକାଲିଠୁ ରିମାଣ୍ଡରେ ଆସିବ ପଠାଣି ସାମନ୍ତ । ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଏସଟିଏଫ । ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ପଶ୍ଚିମବଙ୍ଗରେ ଥିବା ପାକିସ୍ତାନୀ ଆଇଏସଆଇ ଏଜେଣ୍ଟଙ୍କ ସହ ରହିଥିଲା ସମ୍ପର୍କ । ତଦନ୍ତ ବେଳେ ଏସଟିଏଫକୁ ମିଳିଛି ସାଙ୍ଘାତିକ ତଥ୍ୟ । କେଉଁ କେଉଁ ଅଂଚଳରୁ ସିମକାର୍ଡ କିଣା ହୋଇଥିଲା ସେନେଇ ଚାଲିଛି ଖୋଳତାଡ଼ । କେବେଠାରୁ ପାକିସ୍ତାନ ଆଇଏସଆଇ ଏଜେଣ୍ଟ ଲିଙ୍କରେ ଥିଲେ ଏନେଇ ଚାଲିଛି ତଦନ୍ତ । ପୂର୍ବରୁ ଅଫିସିଆଲ ଡାଟା ଲିକ ନେଇ ଜଲପାଇଗୁଡି ଥାନାରେ ରହିଛି ମାମଲା । ସେପଟେ ଟେଲିକମ ପ୍ରଭାଇଡରଙ୍କୁ ମଧ୍ୟ ସ୍କାନରକୁ ନେଇଛି ଏସଟିଏଫ । ଟ୍ରାଞ୍ଜାକ୍ସନ ଯାଞ୍ଚ ପାଇଁ ନ୍ୟାସନ୍ୟାଲ ପେମେଣ୍ଟ କର୍ପୋରେସନକୁ ଲେଖାଯାଇଛି ଚିଠି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର