ଡ୍ୟାମର ଗେଟ ଖୋଲିବାରୁ ନଦୀରେ ଭାସିଗଲେ ୧୨ ଜଣ; ସମସ୍ତଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

The Sakala Picture
Published On

ଦେବଗଡ଼: ଡ୍ୟାମର ଗେଟ୍ ଖୋଲିବାରୁ ନଦୀରେ ଫସିଗଲେ ୧୨ ଜଣ ଗ୍ରାମବାସୀ। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଏଭଳି ଏକ ଅଘଟଣ ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଜାମୁନାଳି ଗାଁ ଦେଇ ବୋହି ଯାଇଥିବା ଗୋହିରା ନଦୀ ଭିତରେ । ଡ୍ୟାମ୍‌ରୁ ବଢ଼ି ପାଣି ମାଡ଼ି ଆସିବାରୁ ସମସ୍ତଙ୍କ ଜୀବନ ବିପଦରେ ପଡ଼ିଯାଇଥିଲା। ଫସିଥିବା ସମସ୍ତେ ଜାମୁନାଳି ଗାଁର।  ଗ୍ରାମବାସୀ ଓ ରିଆମାଳ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ସମସ୍ତଙ୍କୁ […]

ଦେବଗଡ଼: ଡ୍ୟାମର ଗେଟ୍ ଖୋଲିବାରୁ ନଦୀରେ ଫସିଗଲେ ୧୨ ଜଣ ଗ୍ରାମବାସୀ। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଏଭଳି ଏକ ଅଘଟଣ ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଜାମୁନାଳି ଗାଁ ଦେଇ ବୋହି ଯାଇଥିବା ଗୋହିରା ନଦୀ ଭିତରେ । ଡ୍ୟାମ୍‌ରୁ ବଢ଼ି ପାଣି ମାଡ଼ି ଆସିବାରୁ ସମସ୍ତଙ୍କ ଜୀବନ ବିପଦରେ ପଡ଼ିଯାଇଥିଲା। ଫସିଥିବା ସମସ୍ତେ ଜାମୁନାଳି ଗାଁର।  ଗ୍ରାମବାସୀ ଓ ରିଆମାଳ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।

ଆହୁରି ପଢ଼ନ୍ତୁ: ମେଟ୍ରୋ ପ୍ରକଳ୍ପ ବାତିଲ୍‌‌ ନିଷ୍ପତ୍ତିକୁ ନେଇ ବିଜେଡିର ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କର କୁଶ ପୁତ୍ତଳିକା ଦାହ

ସୂଚନା ଅନୁସାରେ, ଦେବଗଡ ତିଳେଇବଣି ବ୍ଲକ ଦୁଧିଆନାଳୀ ପଞ୍ଚାୟତ ଅନର୍ଗତ ଗୋହିରା ମଧ୍ୟମ ଜଳସେଚନ ନଦୀବନ୍ଧର ଗେଟ ହଠାତ ଖୋଲିଥିଲା । ଏହି ସମୟରେ ଡ୍ୟାମ ତଳ ନଦୀରେ ଗାଧୋଉଥିବା ଶିଶୁ ଓ ମହିଳାଙ୍କ ସମେତ ୧୨ ଜଣ ଭାସିଯାଇଥିଲେ । ସମସ୍ତେ ଏକ ପଥର ଉପରେ ଫସି ରହିଥିଲେ । ଡ୍ୟାମ ପରିଚାଳନା କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ସିସିଟିଭି ବଳୟରେ ରହିବ ପୁରୀ ରଥଖଳା: ସୁରକ୍ଷା ଉଦ୍ଦେଶ୍ୟରେ ଲାଗିବ ୧୨ଟି କ୍ୟାମେରା

07 Oct 2022 By The Sakala

ଡ୍ୟାମର ଗେଟ ଖୋଲିବାରୁ ନଦୀରେ ଭାସିଗଲେ ୧୨ ଜଣ; ସମସ୍ତଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଦେବଗଡ଼: ଡ୍ୟାମର ଗେଟ୍ ଖୋଲିବାରୁ ନଦୀରେ ଫସିଗଲେ ୧୨ ଜଣ ଗ୍ରାମବାସୀ। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଏଭଳି ଏକ ଅଘଟଣ ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଜାମୁନାଳି ଗାଁ ଦେଇ ବୋହି ଯାଇଥିବା ଗୋହିରା ନଦୀ ଭିତରେ । ଡ୍ୟାମ୍‌ରୁ ବଢ଼ି ପାଣି ମାଡ଼ି ଆସିବାରୁ ସମସ୍ତଙ୍କ ଜୀବନ ବିପଦରେ ପଡ଼ିଯାଇଥିଲା। ଫସିଥିବା ସମସ୍ତେ ଜାମୁନାଳି ଗାଁର।  ଗ୍ରାମବାସୀ ଓ ରିଆମାଳ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ଦେବଗଡ ତିଳେଇବଣି ବ୍ଲକ ଦୁଧିଆନାଳୀ ପଞ୍ଚାୟତ ଅନର୍ଗତ ଗୋହିରା ମଧ୍ୟମ ଜଳସେଚନ ନଦୀବନ୍ଧର ଗେଟ ହଠାତ ଖୋଲିଥିଲା । ଏହି ସମୟରେ ଡ୍ୟାମ ତଳ ନଦୀରେ ଗାଧୋଉଥିବା ଶିଶୁ ଓ ମହିଳାଙ୍କ ସମେତ ୧୨ ଜଣ ଭାସିଯାଇଥିଲେ । ସମସ୍ତେ ଏକ ପଥର ଉପରେ ଫସି ରହିଥିଲେ । ଡ୍ୟାମ ପରିଚାଳନା କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର