୧୦୮ ନମ୍ବର ସହ ମିଶିଲା ଗର୍ଭବତୀଙ୍କ ପାଇଁ ଥିବା ୧୦୨ ଆମ୍ବୁଲାନ୍ସ ସେବା

The Sakala Picture
Published On

ଭୁବନେଶ୍ବର : ଏଣିକି ୧୦୨ ନୁହେଁ, କେବଳ ୧୦୮କୁ ଡାଏଲ କରିବାକୁ ପଡ଼ିବ। ଗର୍ଭବତୀ ଓ ଛୋଟ ଶିଶୁଙ୍କ ଆମ୍ବୁଲାନ୍ସ ପାଇଁ ଏଣିକି କେବଳ ୧୦୮ ଡାଏଲ କରିବାକୁ ହେବ। ପୂର୍ବରୁ ଗର୍ଭବତୀ ଓ ନବଜାତ ଶିଶୁଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ବୁଲାନ୍ସ ସେବାକୁ ୧୦୮ ନମ୍ବର ସହ ମିଶ୍ରଣ କରାଯାଇଛି । ଫଳରେ ଏଣିକି ଗର୍ଭବତୀ ଓ ଶିଶୁଙ୍କ ପାଇଁ ୧୦୮ ନମ୍ବରକୁ କଲ କଲେ ମିଳିବ ଆମ୍ବୁଲାନ୍ସ ସେବା । ଏନେଇ ସୂଚନା […]

ଭୁବନେଶ୍ବର : ଏଣିକି ୧୦୨ ନୁହେଁ, କେବଳ ୧୦୮କୁ ଡାଏଲ କରିବାକୁ ପଡ଼ିବ। ଗର୍ଭବତୀ ଓ ଛୋଟ ଶିଶୁଙ୍କ ଆମ୍ବୁଲାନ୍ସ ପାଇଁ ଏଣିକି କେବଳ ୧୦୮ ଡାଏଲ କରିବାକୁ ହେବ। ପୂର୍ବରୁ ଗର୍ଭବତୀ ଓ ନବଜାତ ଶିଶୁଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ବୁଲାନ୍ସ ସେବାକୁ ୧୦୮ ନମ୍ବର ସହ ମିଶ୍ରଣ କରାଯାଇଛି । ଫଳରେ ଏଣିକି ଗର୍ଭବତୀ ଓ ଶିଶୁଙ୍କ ପାଇଁ ୧୦୮ ନମ୍ବରକୁ କଲ କଲେ ମିଳିବ ଆମ୍ବୁଲାନ୍ସ ସେବା । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ପ୍ରକଳ୍ପ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ। ପୂର୍ବରୁ ଗର୍ଭବତୀ ଓ ନବଜାତ ଶିଶୁଙ୍କ ପାଇଁ ଥିବା ୧୦୨ ଆମ୍ବୁଲାନ୍ସ ସେବା ଓ ଏହାର କଲ୍‌ ସେଣ୍ଟରକୁ ୧୦୮ ସହ ମିଶ୍ରଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଥମୁନି ଗ୍ୟାସ ସଙ୍କଟ: ଲମ୍ବା ଧାଡ଼ିରେ ଉପଭୋକ୍ତା, ବଢ଼ୁଛି ସାଧାରଣ ଲୋକଙ୍କ ଯନ୍ତ୍ରଣା

30 Jun 2021 By The Sakala

୧୦୮ ନମ୍ବର ସହ ମିଶିଲା ଗର୍ଭବତୀଙ୍କ ପାଇଁ ଥିବା ୧୦୨ ଆମ୍ବୁଲାନ୍ସ ସେବା

ଭୁବନେଶ୍ବର : ଏଣିକି ୧୦୨ ନୁହେଁ, କେବଳ ୧୦୮କୁ ଡାଏଲ କରିବାକୁ ପଡ଼ିବ। ଗର୍ଭବତୀ ଓ ଛୋଟ ଶିଶୁଙ୍କ ଆମ୍ବୁଲାନ୍ସ ପାଇଁ ଏଣିକି କେବଳ ୧୦୮ ଡାଏଲ କରିବାକୁ ହେବ। ପୂର୍ବରୁ ଗର୍ଭବତୀ ଓ ନବଜାତ ଶିଶୁଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ବୁଲାନ୍ସ ସେବାକୁ ୧୦୮ ନମ୍ବର ସହ ମିଶ୍ରଣ କରାଯାଇଛି । ଫଳରେ ଏଣିକି ଗର୍ଭବତୀ ଓ ଶିଶୁଙ୍କ ପାଇଁ ୧୦୮ ନମ୍ବରକୁ କଲ କଲେ ମିଳିବ ଆମ୍ବୁଲାନ୍ସ ସେବା । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ପ୍ରକଳ୍ପ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ। ପୂର୍ବରୁ ଗର୍ଭବତୀ ଓ ନବଜାତ ଶିଶୁଙ୍କ ପାଇଁ ଥିବା ୧୦୨ ଆମ୍ବୁଲାନ୍ସ ସେବା ଓ ଏହାର କଲ୍‌ ସେଣ୍ଟରକୁ ୧୦୮ ସହ ମିଶ୍ରଣ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର