ସୋମବାର ରାଶିଫଳ ( ୨୧ – ୦୮ – ୨୦୨୩ )

The Sakala Picture
Published On

ମେଷ: ଭଲ କାମରେ ସମୟ ଅତିବାହିତ କରିବେ। ପ୍ରେମ ସମ୍ପର୍କ ସୁଖମୟ ହେବ। ଅଫିସ୍‌ କାର୍ଯ୍ୟ ସମୟ ପୂର୍ବରୁ ଶେଷ କରିବେ। ଘରକୁ ଅତିଥିଙ୍କ ଆଗମନ ହେବ। ଅଧିକ ଖର୍ଚ୍ଚାନ୍ତ ହେବେ। ବୃଷ: ଯାନବାହନ କିଣିବା ଯୋଗ ଅଛି। ବ୍ୟବସାୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ। ଆର୍ଥିକ ସମସ୍ୟା ସମାଧାନ ହେବ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ମିଥୁନ: ଦିନଟିରେ ଚିନ୍ତାଗ୍ରସ୍ତ ରହିବେ। ବନ୍ଧୁ ମିଳନରେ ଯୋଗ ଦେବେ। […]

ମେଷ: ଭଲ କାମରେ ସମୟ ଅତିବାହିତ କରିବେ। ପ୍ରେମ ସମ୍ପର୍କ ସୁଖମୟ ହେବ। ଅଫିସ୍‌ କାର୍ଯ୍ୟ ସମୟ ପୂର୍ବରୁ ଶେଷ କରିବେ। ଘରକୁ ଅତିଥିଙ୍କ ଆଗମନ ହେବ। ଅଧିକ ଖର୍ଚ୍ଚାନ୍ତ ହେବେ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୧-୦୩-୨୦୨୬)

ବୃଷ: ଯାନବାହନ କିଣିବା ଯୋଗ ଅଛି। ବ୍ୟବସାୟ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ। ଆର୍ଥିକ ସମସ୍ୟା ସମାଧାନ ହେବ। ବ୍ୟବହାରରେ ସଂଯମତା ରକ୍ଷା କରିବେ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମିଥୁନ: ଦିନଟିରେ ଚିନ୍ତାଗ୍ରସ୍ତ ରହିବେ। ବନ୍ଧୁ ମିଳନରେ ଯୋଗ ଦେବେ। ବିଦ୍ୟାର୍ଥୀ ପାଠପଢ଼ାରେ ମନଯୋଗ ଦେବେ। ଇଚ୍ଛା ପୂରଣ କରିବେ। ସ୍ବାଦିଷ୍ଠ ଭୋଜନ କରିବେ।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ ( ୧୨-୦୩-୨୦୨୬ )

କର୍କଟ: ଆଶାଜନକ ଫଳ ମିଳିବ। ଧାରକରଜରୁ ଦୂରେଇ ରହିବେ। ବ୍ୟବସାୟରୁ ଲାଭ ମିଳିବ। ଅଫିସ୍‌ରେ କାର୍ଯ୍ୟଭାର ଅଧିକ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ସିଂହ: ସମାଜରେ ପ୍ରତିଷ୍ଠା ବଢ଼ିବ। ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ରହିବ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ। ବିଦ୍ୟାର୍ଥୀ ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ।

କନ୍ୟା: ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ରହିଛି। ବରିଷ୍ଠ ଅଧିକାରୀ କାର୍ଯ୍ୟରେ ଖୁସି ହେବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବେ ନାହିଁ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ।

ତୁଳା: ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। ବନ୍ଧୁଙ୍କ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ।

ବିଛା: ବ୍ୟବସାୟକୁ ନେଇ ଦୂର ସ୍ଥାନକୁ ଯାତ୍ରା କରିବେ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରକ୍ଷା କରିବେ। ସନ୍ତାନଙ୍କ କାମକୁ ନେଇ ଖୁସି ରହିବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ।

ଧନୁ: ସାମାଜିକ କାର୍ଯ୍ୟ ପାଇଁ ସମୟ ଦେବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ଦିନଚର୍ଯ୍ୟାରେ ପରିବର୍ତ୍ତନ ଆଣିବେ। ବନ୍ଧୁଙ୍କ ସହ ଭୁଲ ବୁଝାମଣା ଦୂର ହେବ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ।

ମକର: ଅଫିସ୍‌ରେ ଜଗିରଖୀ କାମ କରିବେ। ନିବେଶରୁ ଲାଭ ମିଳିବ। କୋର୍ଟକଚେରୀ ମାମଲାରେ ବିଜୟ ଲାଭ କରିବେ। ପ୍ରେମ ସମ୍ବନ୍ଧ ପ୍ରଗାଢ଼ ହେବ। ବନ୍ଧୁଙ୍କ ସହ ମତାନ୍ତର ହେବ।

କୁମ୍ଭ: ପରୋପକାରରେ ସମୟ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ସମସ୍ୟା ଦେଖା ଦେବ। ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ।

ମୀନ: ସମସ୍ୟାର ସମ୍ମୁଖୀନ ହେବେ। ଅଟକି ଥିବା କାମ ପୂରା କରିବେ। ସନ୍ତାନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ବିଦେଶ ଯାତ୍ରା ଯୋଗ ଅଛି। ପ୍ରେମ ସମ୍ବନ୍ଧରେ ଭୁଲ ବୁଝାମଣା ଦେଖା ଦେବ।

21 Aug 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp