ଶୁକ୍ରବାର ରାଶିଫଳ ( ୧୦- ୦୨ – ୨୦୨୩ )

The Sakala Picture
Published On

ମେଷ: ଜଟିଳ ପରିସ୍ଥ଄ତିରୁ ସହଜରେ ବାହାରି ଆସିବେ। କର୍ମକ୍ଷେତ୍ରରେ ଅତ୍ୟଧିକ ଚାପରେ ରହିବେ। ଅର୍ଥ ଆଗମନର ସୂଚନା ପାଇବେ। ଜୀବନସାଥୀଙ୍କୁ ମନକଥା କହି ସନ୍ତୋଷ ଅନୁଭବ କରିବେ। ବୃଷ: ନିଜର ପ୍ରଗତି ପାଇଁ ଗମ୍ଭୀରତା ସହ ଚିନ୍ତା କରିବେ। ଆତ୍ମବିଶ୍ବାସ ସହ କାର୍ଯ୍ୟ କରି ସଫଳତା ପାଇବେ। କାର୍ଯ୍ୟାଳୟରେ ପ୍ରତିଦ୍ବନ୍ଦ୍ବିତାର ସାମ୍ନା କରିବାକୁ ପଡ଼ିପାରେ। ପରିବାର ସହ ଭଲ ସମୟ କଟାଇବେ। ମିଥୁନ: କଠିନ ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପ୍ରମାଣ ଦେବେ। ଅନ୍ୟକୁ […]

ମେଷ: ଜଟିଳ ପରିସ୍ଥ଄ତିରୁ ସହଜରେ ବାହାରି ଆସିବେ। କର୍ମକ୍ଷେତ୍ରରେ ଅତ୍ୟଧିକ ଚାପରେ ରହିବେ। ଅର୍ଥ ଆଗମନର ସୂଚନା ପାଇବେ। ଜୀବନସାଥୀଙ୍କୁ ମନକଥା କହି ସନ୍ତୋଷ ଅନୁଭବ କରିବେ।

ଆହୁରି ପଢ଼ନ୍ତୁ: ୨୦୨୬ ଫେବୃଆରୀରୁ ବଦଳିବ ଏହି ୪ ରାଶିର ଭାଗ୍ୟ: ମିଳିବ ପ୍ରଚୁର ଧନ ଓ ସଫଳତା

ବୃଷ: ନିଜର ପ୍ରଗତି ପାଇଁ ଗମ୍ଭୀରତା ସହ ଚିନ୍ତା କରିବେ। ଆତ୍ମବିଶ୍ବାସ ସହ କାର୍ଯ୍ୟ କରି ସଫଳତା ପାଇବେ। କାର୍ଯ୍ୟାଳୟରେ ପ୍ରତିଦ୍ବନ୍ଦ୍ବିତାର ସାମ୍ନା କରିବାକୁ ପଡ଼ିପାରେ। ପରିବାର ସହ ଭଲ ସମୟ କଟାଇବେ।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୦୭-୦୩-୨୦୨୬)

ମିଥୁନ: କଠିନ ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପ୍ରମାଣ ଦେବେ। ଅନ୍ୟକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ରହିବ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

କର୍କଟ: ନୂତନ ଉଦ୍ୟମ ପାଇଁ ଦିନଟି ଭଲ ରହିବ। ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ। ଉଚ୍ଚ ଅଧିକାରୀଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ। ପାରିବାରିକ ଜୀବନରେ ସମସ୍ୟା ଦେଖାଦେଇପାେର।

ସିଂହ: ଆଧ୍ୟାତ୍ମିକ ଚିନ୍ତାରେ ଦିନଟି କଟିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ପାରିବାରିକ ଜୀବନରେ ଅସ୍ଥିରତା ଦେଖାଦେଇପାରେ।

କନ୍ୟା: ବ୍ୟସ୍ତ ବିବ୍ରତ ଭିତରେ ଆଗେଇ ଚାଲିବେ। ହଠାତ୍‌ ଦୂରଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ସହଯୋଗ ମିଳିବ। ବ୍ୟବସାୟରେ ସାଧାରଣ ଫଳ ମିଳିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦେବେ।

ତୁଳା: ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇବେ। ଅଚାନକ ଧନଲାଭର ଯୋଗ ରହିଛି। ଜୀବନସାଥୀଙ୍କଠାରୁ ସହଯୋଗ ପାଇବେ। ଆର୍ଥିକ ସମୃଦ୍ଧି ପ୍ରାପ୍ତି ହେବ। ପରିବାର ସହ ଭ୍ରମଣଯୋଗ ରହିଛି।

ବିଛା: ପରିବାର ସହ ଦିନଟି ଭଲରେ କଟିବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ବ୍ୟୟବହୁଳତା କାରଣରୁ ଅଭାବ ଦେଖାଦେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।

ଧନୁ: ଆୟର ନୂତନ ପଥ ଉନ୍ମୁକ୍ତ ହେବ। ପରିବାର ସଦସ୍ୟଙ୍କୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ଏକାଗ୍ରତା ସହ କାର୍ଯ୍ୟ କରି ସଫଳ ହେବେ। କୋର୍ଟକଚେରୀ ମାମଲାରେ ପଡ଼ିଯାଇ ପାରନ୍ତି।

ମକର: ଯୋଜନା ଅନୁସାରେ କାର୍ଯ୍ୟ କରିବେ । ମହିଳାମାନେ ଅବସାଦରେ ରହିବେ। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କରେ ସୁଧାର ଆସିବ। ନିଜ ବୁଦ୍ଧି ବିବେକର ସହ କାର୍ଯ୍ୟ କରି ସଫଳତା ପାଇବେ।

କୁମ୍ଭ: ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବେ। ବିଦେଶରୁ ବିବାହ ପ୍ରସ୍ତାବ ଆସିପାରେ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇ ଆଗେଇ ଯିବେ। ବ୍ୟବସାୟରେ ଉନ୍ନତି ହୋଇପାରେ। ଆର୍ଥିକ ଅନଟନ ଦୂର ହେବ।

ମୀନ: ସମାଜରେ ମାନସମ୍ମାନ ପ୍ରାପ୍ତି କରିବେ। ଅନ୍ୟର ସମସ୍ୟାରେ ବିଚଳିତ ହେବେ। ନୂତନ ନିଯୁକ୍ତି ସୁଯୋଗ ରହିଛି। ପରିବାର ସଦସ୍ୟଙ୍କ ସହ ଅଧିକ ସମୟ ଅତିବାହିତ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତତା ଭିତରେ ରହିବେ ।

10 Feb 2023 By The Sakala

https://www.thesakala.in/horoscope/10th-feb-2023-friday-rasiphala/article-18814
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp