ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

‘ବଡ଼େ ମିୟାଁ ଛୋଟେ ମିଆଁ’ ରିଲିଜ୍‌କୁ ନେଇ ଅନିଶ୍ଚିତତା

The Sakala Picture
Published On

ବଲିଉଡ୍‌ର ଖ଄ଲାଡ଼ି ତାରକା ଅକ୍ଷୟ କୁମାର ଓ ଟାଇଗର୍‌ ସ୍ରଫ୍‌ ତାଙ୍କର ଆଗାମୀ ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିଆଁ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଉଭୟ ଟାଇଗର୍‌ ଓ ଅକ୍ଷୟ ଏହି ଫିଲ୍ମରେ ଏକାଠି ନଜର ଆସିବାର ଥ଄ଲା। କିନ୍ତୁ ଫିଲ୍ମ ସମ୍ପର୍କିତ ଏକ ନୂଆ ଖବର ସାମ୍ନାକୁ ଆସିଛି। ଏବେ ଏହି ଫିଲ୍ମଟି ରିଲିଜ୍‌ ନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଫିଲ୍ମର ରିଲିଜ୍‌ ଡେଟ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦେବାର ମୁଖ୍ୟ କାରଣଟି […]

ବଲିଉଡ୍‌ର ଖ଄ଲାଡ଼ି ତାରକା ଅକ୍ଷୟ କୁମାର ଓ ଟାଇଗର୍‌ ସ୍ରଫ୍‌ ତାଙ୍କର ଆଗାମୀ ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିଆଁ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଉଭୟ ଟାଇଗର୍‌ ଓ ଅକ୍ଷୟ ଏହି ଫିଲ୍ମରେ ଏକାଠି ନଜର ଆସିବାର ଥ଄ଲା। କିନ୍ତୁ ଫିଲ୍ମ ସମ୍ପର୍କିତ ଏକ ନୂଆ ଖବର ସାମ୍ନାକୁ ଆସିଛି। ଏବେ ଏହି ଫିଲ୍ମଟି ରିଲିଜ୍‌ ନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଫିଲ୍ମର ରିଲିଜ୍‌ ଡେଟ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦେବାର ମୁଖ୍ୟ କାରଣଟି ହେଉଛି ଅକ୍ଷୟଙ୍କ ଅଭିନୀତ ‘ସମ୍ରାଟ୍‌ ପୃଥ୍ବୀରାଜ’ ଓ ଟାଇଗର୍‌ଙ୍କ ଅଭିନୀତ ‘ ହିରୋପନ୍ଥୀ-୨’ ବକ୍ସ ଅଫିସ୍‌ରେ ଫ୍ଲପ୍‌ ହେବା। ‘ବଡ଼େ ମିୟାଁ ଛୋଟେ ମିଆଁ’ ଫିଲ୍ମର ବଜେଟ୍‌ ପାଖାପାଖ଄ ୩୦୦ କୋଟି ଥ଄ଲା। ତେଣୁ ଏହାର ପ୍ରଯୋଜକ ଭାବୁଛନ୍ତି ‘ସମ୍ରାଟ୍‌ ପୃଥ୍ବୀରାଜ୍’, ‘ହିରୋପନ୍ଥୀ-୨’ର ପ୍ରଯୋଜକଙ୍କ ଭଳି ତାଙ୍କ ଅବସ୍ଥା ନ ହେଉ।

ଆହୁରି ପଢ଼ନ୍ତୁ: ପଞ୍ଜାବୀ ଗାୟିକା ଇନ୍ଦର କୌରଙ୍କ ମୃତଦେହ ଉଦ୍ଧାର, ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବାରୁ ହତ୍ୟା ଅଭିଯୋଗ

ଏହାବାଦ୍‌ ଏହି ଦୁଇ ଅଭିନେତାଙ୍କ ଉପରେ ପ୍ରଯୋଜକଙ୍କ ଭରସା ମଧ୍ୟ ପାଉନାହିଁ। ଅଲ୍ଲୀ ଆବାସ୍‌ ଜାଫର୍‌ ଏହାର ନିର୍ଦ୍ଦେଶକ ଥ଄ଲେ। ଫିଲ୍ମର ରିଲିଜ୍‌ ଡେଟ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଅଯିବା ଫଳରେ ପ୍ରଶଂସକଙ୍କ ସହ ଏହାର ପ୍ରଯୋଜକ ମଧ୍ୟ ଦ୍ବିବିଧାରେ ପଡ଼ିଯାଇଛନ୍ତି। କାରଣ ଏହି ଫିଲ୍ମର ଟିଜର୍‌ ରିଲିଜ୍‌ କରି ଦିଆଯାଇଛି। ୨୦୨୩ରେ ଅକ୍ଷୟ ଓ ଟାଇଗର୍‌ଙ୍କୁ ଦେଖ଄ବା ପାଇଁ ପ୍ରଶଂସକମାନେ ଅପେକ୍ଷା କରିଥ଄ଲେ। କିନ୍ତୁ ଏବେ ଏସବୁ କଥା ଆଉ ପୂରଣ ହେବା ଭଳି ଲାଗୁ ନାହିଁ। ଏଠାରେ ପ୍ରକାଶ ଥାଉ କି,‘ବଡ଼େ ମିଆଁ ଛୋଟେ ମିଆଁ’ ୧୯୯୮ରେ ଅମିତାଭ ବଚ୍ଚନ ଓ ଗୋବିନ୍ଦାଙ୍କ ଅଭିନୀତ ସୁପର୍‌ହିଟ୍‌ ଫିଲ୍ମ ‘ବଡେ ମିଆଁ ଛୋଟେ ମିଆଁ’ର ରିମେକ୍।

ଆହୁରି ପଢ଼ନ୍ତୁ: ସୁଭାଷ ଘାଇଙ୍କ ସିନେମା ଯାତ୍ରା ଉପରେ ନିର୍ମାଣ ହେବ ଡକ୍ୟୁମେଣ୍ଟାରୀ, ନିର୍ଦ୍ଦେଶନା ଦେବେ ରାଘବ ଖାନ୍ନା

11 Jun 2022 By The Sakala

‘ବଡ଼େ ମିୟାଁ ଛୋଟେ ମିଆଁ’ ରିଲିଜ୍‌କୁ ନେଇ ଅନିଶ୍ଚିତତା

ବଲିଉଡ୍‌ର ଖ଄ଲାଡ଼ି ତାରକା ଅକ୍ଷୟ କୁମାର ଓ ଟାଇଗର୍‌ ସ୍ରଫ୍‌ ତାଙ୍କର ଆଗାମୀ ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିଆଁ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଉଭୟ ଟାଇଗର୍‌ ଓ ଅକ୍ଷୟ ଏହି ଫିଲ୍ମରେ ଏକାଠି ନଜର ଆସିବାର ଥ଄ଲା। କିନ୍ତୁ ଫିଲ୍ମ ସମ୍ପର୍କିତ ଏକ ନୂଆ ଖବର ସାମ୍ନାକୁ ଆସିଛି। ଏବେ ଏହି ଫିଲ୍ମଟି ରିଲିଜ୍‌ ନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଫିଲ୍ମର ରିଲିଜ୍‌ ଡେଟ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦେବାର ମୁଖ୍ୟ କାରଣଟି ହେଉଛି ଅକ୍ଷୟଙ୍କ ଅଭିନୀତ ‘ସମ୍ରାଟ୍‌ ପୃଥ୍ବୀରାଜ’ ଓ ଟାଇଗର୍‌ଙ୍କ ଅଭିନୀତ ‘ ହିରୋପନ୍ଥୀ-୨’ ବକ୍ସ ଅଫିସ୍‌ରେ ଫ୍ଲପ୍‌ ହେବା। ‘ବଡ଼େ ମିୟାଁ ଛୋଟେ ମିଆଁ’ ଫିଲ୍ମର ବଜେଟ୍‌ ପାଖାପାଖ଄ ୩୦୦ କୋଟି ଥ଄ଲା। ତେଣୁ ଏହାର ପ୍ରଯୋଜକ ଭାବୁଛନ୍ତି ‘ସମ୍ରାଟ୍‌ ପୃଥ୍ବୀରାଜ୍’, ‘ହିରୋପନ୍ଥୀ-୨’ର ପ୍ରଯୋଜକଙ୍କ ଭଳି ତାଙ୍କ ଅବସ୍ଥା ନ ହେଉ।

ଏହାବାଦ୍‌ ଏହି ଦୁଇ ଅଭିନେତାଙ୍କ ଉପରେ ପ୍ରଯୋଜକଙ୍କ ଭରସା ମଧ୍ୟ ପାଉନାହିଁ। ଅଲ୍ଲୀ ଆବାସ୍‌ ଜାଫର୍‌ ଏହାର ନିର୍ଦ୍ଦେଶକ ଥ଄ଲେ। ଫିଲ୍ମର ରିଲିଜ୍‌ ଡେଟ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଅଯିବା ଫଳରେ ପ୍ରଶଂସକଙ୍କ ସହ ଏହାର ପ୍ରଯୋଜକ ମଧ୍ୟ ଦ୍ବିବିଧାରେ ପଡ଼ିଯାଇଛନ୍ତି। କାରଣ ଏହି ଫିଲ୍ମର ଟିଜର୍‌ ରିଲିଜ୍‌ କରି ଦିଆଯାଇଛି। ୨୦୨୩ରେ ଅକ୍ଷୟ ଓ ଟାଇଗର୍‌ଙ୍କୁ ଦେଖ଄ବା ପାଇଁ ପ୍ରଶଂସକମାନେ ଅପେକ୍ଷା କରିଥ଄ଲେ। କିନ୍ତୁ ଏବେ ଏସବୁ କଥା ଆଉ ପୂରଣ ହେବା ଭଳି ଲାଗୁ ନାହିଁ। ଏଠାରେ ପ୍ରକାଶ ଥାଉ କି,‘ବଡ଼େ ମିଆଁ ଛୋଟେ ମିଆଁ’ ୧୯୯୮ରେ ଅମିତାଭ ବଚ୍ଚନ ଓ ଗୋବିନ୍ଦାଙ୍କ ଅଭିନୀତ ସୁପର୍‌ହିଟ୍‌ ଫିଲ୍ମ ‘ବଡେ ମିଆଁ ଛୋଟେ ମିଆଁ’ର ରିମେକ୍।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର