କାଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣା କହିବ ‘ଦ କାଶ୍ମୀର ଫାଇଲ୍ସ’

The Sakala Picture
Published On

ବହୁତ ଜଲ୍‌ଦି କାଶ୍ମୀର ପଣ୍ଡିତଙ୍କ ପ୍ରସଙ୍ଗକୁ ନେଇ ଆସୁଛି ବଲିଉଡ୍‌ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’। ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ୨୬ ଜାନୁୟାରୀ, ୨୦୨୨ରେ ରିଲିଜ୍‌ ହେବ। ଏଥିରେ କାଶ୍ମୀର ପଣ୍ଡିତ ଭୂମିକାରେ ଅନୁପମ ଖେର ନଜର ଆସିବେ। ବଲିଉଡ୍‌ର ଭେଟେରାନ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ଏଥିରେ ଅଭିନୟ କରୁଛନ୍ତି। ପୂର୍ବରୁ ଏହି ଫିଲ୍ମରେ ଅନୁପମ ଖେର୍‌ଙ୍କ ପୋଷ୍ଟର ରିଲିଜ୍ ହୋଇଥିଲା। ଫିଲ୍ମରେ ଅନୁପମ ଅବସରପ୍ରାପ୍ତ ପ୍ରଫେସର ପୁଷ୍କର […]

ବହୁତ ଜଲ୍‌ଦି କାଶ୍ମୀର ପଣ୍ଡିତଙ୍କ ପ୍ରସଙ୍ଗକୁ ନେଇ ଆସୁଛି ବଲିଉଡ୍‌ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’। ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ୨୬ ଜାନୁୟାରୀ, ୨୦୨୨ରେ ରିଲିଜ୍‌ ହେବ। ଏଥିରେ କାଶ୍ମୀର ପଣ୍ଡିତ ଭୂମିକାରେ ଅନୁପମ ଖେର ନଜର ଆସିବେ। ବଲିଉଡ୍‌ର ଭେଟେରାନ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ଏଥିରେ ଅଭିନୟ କରୁଛନ୍ତି। ପୂର୍ବରୁ ଏହି ଫିଲ୍ମରେ ଅନୁପମ ଖେର୍‌ଙ୍କ ପୋଷ୍ଟର ରିଲିଜ୍ ହୋଇଥିଲା। ଫିଲ୍ମରେ ଅନୁପମ ଅବସରପ୍ରାପ୍ତ ପ୍ରଫେସର ପୁଷ୍କର ନାଥ ପଣ୍ଡିତଙ୍କ ଭୂମିକାରେ ନଜର ଆସିବେ। ୧୯ ଜାନୁୟାରୀ ୧୯୯୦ରେ ପୁଷ୍କର ନାଥଙ୍କୁ ତାଙ୍କ ପରିବାର ସହ କାଶ୍ମୀରରୁ ପଳାୟନ କରିବାକୁ ପଡୁଛି। ଏହାକୁ ନେଇ ଫିଲ୍ମର କାହାଣୀ।
ଅନୁପମ ଏବେ ମିଥୁନ୍‌ଙ୍କ ‘ଦ କାଶ୍ମୀର ଫାଇଲ୍ସ’ ଲୁକ୍‌କୁ ଲୋକଲୋଚନକୁ ଆଣିଛନ୍ତି। ଅନୁପମ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ‘ଦ କାଶ୍ମୀର ଫାଇଲ୍ସ’ର ଏକ ପୋଷ୍ଟର୍‌ ଜାରି କରିଛନ୍ତି। ଏଥିରେ ମିଥୁନ୍‌ ଏକ ଅଲଗା ଲୁକ୍‌ରେ ନଜର ଆସିଛନ୍ତି। ଏହାର ପ୍ରଚ୍ଛଦ୍ଦପଟ୍ଟରେ ମିଥୁନ୍‌ ଡାଇଲଗ୍‌ କହୁଥିବାର ନଜର ଆସିଛନ୍ତି। ପୋଷ୍ଟରର ପ୍ରଚ୍ଛଦ୍ଦପଟ୍ଟରେ ମିଥୁନ୍‌ କହିଛନ୍ତି- କାଶ୍ମୀର ଚାଲିଛି- ଏହାପରେ ସେ ଫିଲ୍ମର ଡାଇଲଗ୍‌ କହୁଛନ୍ତି। ଏହି ପୋଷ୍ଟରକୁ ସେୟାର କରି ଅନୁପମ୍‌ ଖେର୍‌ ଲେଖିଛନ୍ତି- ଜାମ୍ମୁ କାଶ୍ମୀରର ସେବା ନିବୃତ୍ତ ଡିଭିଜାନାଲ୍ କମିଶନର ବ୍ରହ୍ମ ଦତ୍ତଙ୍କୁ ପ୍ରସ୍ତୁତ କରୁଛୁ। ନ୍ୟାୟିକ ଅଧିକାର ବିନା ଲୋକତନ୍ତ୍ର କ’ଣ? ମିଥୁନ୍‌ଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍ ହେଉଛି।
ଏଠାରେ ପ୍ରକାଶ ଥାଉ କି, ଏହି ଫିଲ୍ମ ସତ୍ୟ ଘଟଣା ଉପରେ ଆଧାରିତ। କାଶ୍ମୀର ପଣ୍ଡିତମାନଙ୍କର ଦୁଃଖ, ସଂଘର୍ଷ, ପୀଡାକୁ ଏହି ଫିଲ୍ମ ବଖାଣିବ।

23 Dec 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp