୪୬ ବର୍ଷରେ ମା’ ହେଲେ ବଲିଉଡର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା

The Sakala Picture
Published On

ମୁମ୍ବାଇ : ୪୬ ବର୍ଷରେ ମା’ ହୋଇଛନ୍ତି ବଲିଉଡର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା। ଅଭିନେତ୍ରୀଙ୍କ ଘରକୁ ଦୁଇଜଣ ନୂଆ ଅତିଥି ଆସିଛନ୍ତି । ସେ ଦୁଇ ଯମଜ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖୁସି ଖବରକୁ ପ୍ରୀତି ନିଜେ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କୁ ସୂଚନା ଦେଇ ଜଣାଇଛନ୍ତି। ପ୍ରୀତିଙ୍କ ସରୋଗେସୀ ଜରିଆରେ ଦୁଇଟି ସନ୍ତାନ ହୋଇଛି। ସେ ଉଭୟଙ୍କ ନାମ ଜୟ ଜିଣ୍ଟା ଗୁଡଇନଫ୍‌ ଏବଂ ଜିୟା ଜିଣ୍ଟା ଗୁଡଇନଫ୍‌ ରଖିଛନ୍ତି। ୨୦୧୬ରେ […]

ମୁମ୍ବାଇ : ୪୬ ବର୍ଷରେ ମା’ ହୋଇଛନ୍ତି ବଲିଉଡର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା। ଅଭିନେତ୍ରୀଙ୍କ ଘରକୁ ଦୁଇଜଣ ନୂଆ ଅତିଥି ଆସିଛନ୍ତି । ସେ ଦୁଇ ଯମଜ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖୁସି ଖବରକୁ ପ୍ରୀତି ନିଜେ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କୁ ସୂଚନା ଦେଇ ଜଣାଇଛନ୍ତି। ପ୍ରୀତିଙ୍କ ସରୋଗେସୀ ଜରିଆରେ ଦୁଇଟି ସନ୍ତାନ ହୋଇଛି। ସେ ଉଭୟଙ୍କ ନାମ ଜୟ ଜିଣ୍ଟା ଗୁଡଇନଫ୍‌ ଏବଂ ଜିୟା ଜିଣ୍ଟା ଗୁଡଇନଫ୍‌ ରଖିଛନ୍ତି। ୨୦୧୬ରେ ଆମେରିକୀୟ ବୟଫ୍ରେଣ୍ଡ ଜିନ୍‌ ଗୁଡଇନଫଙ୍କୁ ବିବାହ କରିଥିଲେ।

ଆହୁରି ପଢ଼ନ୍ତୁ: ୩୬ ବର୍ଷ ବୟସରେ ହଲିଉଡ୍ ଅଭିନେତ୍ରୀ ହେଡେନ୍ ପାନେଟିଏରଙ୍କ ପରଲୋକ, ହୃଦ୍‌ଘାତରେ ମୃତ୍ୟୁ ସନ୍ଦେହ

ପ୍ରୀତି କହିଛନ୍ତି, ମୁଁ ଆଜି ଆପଣ ସମସ୍ତଙ୍କ ସହ ମୋର ଏକ ଖୁସି ଖବର ସେୟାର କରିବାକୁ ଚାହୁଁଛି। ଜିନ୍‌ ଆଉ ମୁଁ ବହୁତ ଖୁସି ଅଛୁ। ଆମେ ଆମେ ପରିବାରରେ ନିଜର ଯମଜ ସନ୍ତାନ ଜୟ ଜିଣ୍ଟା ଗୁଡଇନଫ୍‌ ଏବଂ ଜିୟା ଜିଣ୍ଟା ଗୁଡଇନଫ୍‌ଙ୍କୁ ସ୍ବାଗତ କରୁଛୁ। ଆମେ ଜୀବନର ଏହି ଉପହାରକୁ ନେଇ ବହୁତ ଉତ୍ସାହିତ ଅଛୁ। ଏହି ଅବିଶ୍ୱସନୀୟ ଯାତ୍ରାରେ ଆମ ସହ ଥିବା ଡାକ୍ତରମାନେ, ନର୍ସ ଏବଂ ଆମ ସରୋଗେଟ୍‌ଙ୍କୁ ହୃଦୟରୁ ଧନ୍ୟବାଦ।

18 Nov 2021 By The Sakala

୪୬ ବର୍ଷରେ ମା’ ହେଲେ ବଲିଉଡର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା

ମୁମ୍ବାଇ : ୪୬ ବର୍ଷରେ ମା’ ହୋଇଛନ୍ତି ବଲିଉଡର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା। ଅଭିନେତ୍ରୀଙ୍କ ଘରକୁ ଦୁଇଜଣ ନୂଆ ଅତିଥି ଆସିଛନ୍ତି । ସେ ଦୁଇ ଯମଜ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖୁସି ଖବରକୁ ପ୍ରୀତି ନିଜେ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କୁ ସୂଚନା ଦେଇ ଜଣାଇଛନ୍ତି। ପ୍ରୀତିଙ୍କ ସରୋଗେସୀ ଜରିଆରେ ଦୁଇଟି ସନ୍ତାନ ହୋଇଛି। ସେ ଉଭୟଙ୍କ ନାମ ଜୟ ଜିଣ୍ଟା ଗୁଡଇନଫ୍‌ ଏବଂ ଜିୟା ଜିଣ୍ଟା ଗୁଡଇନଫ୍‌ ରଖିଛନ୍ତି। ୨୦୧୬ରେ ଆମେରିକୀୟ ବୟଫ୍ରେଣ୍ଡ ଜିନ୍‌ ଗୁଡଇନଫଙ୍କୁ ବିବାହ କରିଥିଲେ।

ପ୍ରୀତି କହିଛନ୍ତି, ମୁଁ ଆଜି ଆପଣ ସମସ୍ତଙ୍କ ସହ ମୋର ଏକ ଖୁସି ଖବର ସେୟାର କରିବାକୁ ଚାହୁଁଛି। ଜିନ୍‌ ଆଉ ମୁଁ ବହୁତ ଖୁସି ଅଛୁ। ଆମେ ଆମେ ପରିବାରରେ ନିଜର ଯମଜ ସନ୍ତାନ ଜୟ ଜିଣ୍ଟା ଗୁଡଇନଫ୍‌ ଏବଂ ଜିୟା ଜିଣ୍ଟା ଗୁଡଇନଫ୍‌ଙ୍କୁ ସ୍ବାଗତ କରୁଛୁ। ଆମେ ଜୀବନର ଏହି ଉପହାରକୁ ନେଇ ବହୁତ ଉତ୍ସାହିତ ଅଛୁ। ଏହି ଅବିଶ୍ୱସନୀୟ ଯାତ୍ରାରେ ଆମ ସହ ଥିବା ଡାକ୍ତରମାନେ, ନର୍ସ ଏବଂ ଆମ ସରୋଗେଟ୍‌ଙ୍କୁ ହୃଦୟରୁ ଧନ୍ୟବାଦ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର