ହ୍ବିଲ୍ ଚେୟାରରେ କପିଲ୍

The Sakala Picture
Published On

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କୁ ନିକଟରେ ବିମାନବନ୍ଦରରେ ହ୍ବିଲ୍‌ ଚେୟାରରେ ଠାବ କରାଯାଇଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ଏସମ୍ପର୍କରେ ପଚାରିବାରୁ ସେ ଚିଡି ଉଠିଥିଲେ। କାହିଁକି କପିଲ୍ ହ୍ବିଲ୍ ଚେୟାର ବ୍ୟବହାର କରିଥିଲେ ସେନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହାର ଜବାବରେ କପିଲ୍ କହିଛନ୍ତି ଯେ, ମୁଁ ପୂରାପୂରି ଠିକ୍ ଅଛି। ଜିମ୍‌ରେ ବ୍ୟାୟାମ କରିବାବେଳେ ପିଠିରେ ଆଘାତ ଲାଗିଛି। ଏଠାରେ ପ୍ରକାଶ ଥାଉ କି, କପିଲ୍ କିଛିଦିନ ପୂର୍ବରୁ ଦ୍ବିତୀୟ ଥର ପାଇଁ ପିତା […]

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କୁ ନିକଟରେ ବିମାନବନ୍ଦରରେ ହ୍ବିଲ୍‌ ଚେୟାରରେ ଠାବ କରାଯାଇଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ଏସମ୍ପର୍କରେ ପଚାରିବାରୁ ସେ ଚିଡି ଉଠିଥିଲେ। କାହିଁକି କପିଲ୍ ହ୍ବିଲ୍ ଚେୟାର ବ୍ୟବହାର କରିଥିଲେ ସେନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହାର ଜବାବରେ କପିଲ୍ କହିଛନ୍ତି ଯେ, ମୁଁ ପୂରାପୂରି ଠିକ୍ ଅଛି। ଜିମ୍‌ରେ ବ୍ୟାୟାମ କରିବାବେଳେ ପିଠିରେ ଆଘାତ ଲାଗିଛି।

ଆହୁରି ପଢ଼ନ୍ତୁ: ୟୁଜବେନ୍ଦ୍ର ଚହଲଙ୍କ ଅଡୁଆ ବଢ଼ିଲା: ଅଭିନେତ୍ରୀ ତାନିଆ ଚାଟାର୍ଜୀଙ୍କୁ ପଠାଇଲେ ମାନହାନି ନୋଟିସ୍

ଏଠାରେ ପ୍ରକାଶ ଥାଉ କି, କପିଲ୍ କିଛିଦିନ ପୂର୍ବରୁ ଦ୍ବିତୀୟ ଥର ପାଇଁ ପିତା ହୋଇଥିଲେ। ପୂର୍ବରୁ କପିଲ୍‌ଙ୍କର ଅନାୟରା ନାମକ ଝିଅଟିଏ ଅଛି।

ଆହୁରି ପଢ଼ନ୍ତୁ: ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୬: ମୁକୁଟ ପିନ୍ଧିଲେ ଗୋଆର ସାଧ୍ୱୀ ସତୀଶ ଶୈଲ, କହିଲେ 'ଏହାକୁ ମୁଁ ହାଲୁକା ଭାବେ ନେଉନାହିଁ'

24 Feb 2021 By The Sakala

ହ୍ବିଲ୍ ଚେୟାରରେ କପିଲ୍

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କୁ ନିକଟରେ ବିମାନବନ୍ଦରରେ ହ୍ବିଲ୍‌ ଚେୟାରରେ ଠାବ କରାଯାଇଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ଏସମ୍ପର୍କରେ ପଚାରିବାରୁ ସେ ଚିଡି ଉଠିଥିଲେ। କାହିଁକି କପିଲ୍ ହ୍ବିଲ୍ ଚେୟାର ବ୍ୟବହାର କରିଥିଲେ ସେନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହାର ଜବାବରେ କପିଲ୍ କହିଛନ୍ତି ଯେ, ମୁଁ ପୂରାପୂରି ଠିକ୍ ଅଛି। ଜିମ୍‌ରେ ବ୍ୟାୟାମ କରିବାବେଳେ ପିଠିରେ ଆଘାତ ଲାଗିଛି।

ଏଠାରେ ପ୍ରକାଶ ଥାଉ କି, କପିଲ୍ କିଛିଦିନ ପୂର୍ବରୁ ଦ୍ବିତୀୟ ଥର ପାଇଁ ପିତା ହୋଇଥିଲେ। ପୂର୍ବରୁ କପିଲ୍‌ଙ୍କର ଅନାୟରା ନାମକ ଝିଅଟିଏ ଅଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର