ରେକର୍ଡ କଲା ଆରଆରଆର: ମୁକ୍ତିଲାଭ ପୂର୍ବରୁ ୮୦୦ କୋଟି ଆୟ

The Sakala Picture
Published On

ନୂଆଦିଲ୍ଲୀ: ଏସ ଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ଆରଆରଆର’ ଚଳଚ୍ଚିତ୍ର ଶୁକ୍ରବାର ମୁକ୍ତିଲାଭ ହୋଇଛି। ତେବେ ମୁକ୍ତିଲାଭ ପୂର୍ବରୁ ସାଉଥ ସୁପରଷ୍ଟାର ରାମ ଚରଣ ତେଜା, ଜୁନିଅର ଏନଟିଆର, ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତି ଏହି ଚଳଚ୍ଚିତ୍ର ଅନେକ ରେକର୍ଡ ଭାଙ୍ଗିଦେଇଛି। ଡିଷ୍ଟ୍ରିବ୍ୟୁସନ, ସ୍ୟାଟେଲାଇଟ, ମ୍ୟୁଜିକ ଭଳି ରାଇଟ ବିକି ଫିଲ୍ମ ୮୦୦ କୋଟି ଟଙ୍କା ଆୟ କରିସାରିଛି। ୫୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଚଳଚ୍ଚିତ୍ର ଦେଖିବାକୁ ୬୦ କୋଟି ଟଙ୍କାର ଅଗ୍ରୀମ […]

ନୂଆଦିଲ୍ଲୀ: ଏସ ଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ଆରଆରଆର’ ଚଳଚ୍ଚିତ୍ର ଶୁକ୍ରବାର ମୁକ୍ତିଲାଭ ହୋଇଛି। ତେବେ ମୁକ୍ତିଲାଭ ପୂର୍ବରୁ ସାଉଥ ସୁପରଷ୍ଟାର ରାମ ଚରଣ ତେଜା, ଜୁନିଅର ଏନଟିଆର, ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତି ଏହି ଚଳଚ୍ଚିତ୍ର ଅନେକ ରେକର୍ଡ ଭାଙ୍ଗିଦେଇଛି। ଡିଷ୍ଟ୍ରିବ୍ୟୁସନ, ସ୍ୟାଟେଲାଇଟ, ମ୍ୟୁଜିକ ଭଳି ରାଇଟ ବିକି ଫିଲ୍ମ ୮୦୦ କୋଟି ଟଙ୍କା ଆୟ କରିସାରିଛି। ୫୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଚଳଚ୍ଚିତ୍ର ଦେଖିବାକୁ ୬୦ କୋଟି ଟଙ୍କାର ଅଗ୍ରୀମ ବୁକିଂ ମଧ୍ୟ ହୋଇସାରିଛି । ବ୍ୟବସାୟିକ ବିଶେଷଜ୍ଞଙ୍କ ଅନୁଯାୟୀ ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଶହେ କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଉଛି । ଏହା ବକ୍ସ ଅଫିସରେ ହଜାରେ କୋଟି ଟଙ୍କାର ବ୍ୟବସାୟ କରିପାରେ। ରିପୋର୍ଟ ଅନୁଯାୟୀ ସମସ୍ତ ଭାଷାରେ ଏହି ଚଳଚ୍ଚିତ୍ରର ଥ୍ରିଏଟିକାଲ ବିଜନେସ ୪୭୦ କୋଟି ଟଙ୍କାରୁ ଅଧିକ ରହିଛି। ଏହା ସହିତ ଆରଆରଆର ଥ୍ରିଏଟିକାଲ ବିଜନେସରେ ଭାରତର ସବୁଠାରୁ ଅୟକାରୀ ଚଳଚ୍ଚିତ୍ର ହୋଇଛି।

ଆହୁରି ପଢ଼ନ୍ତୁ: 'ଧୁରନ୍ଧର: ଦ ରିଭେଞ୍ଜ'ର ଦମଦାର ଟ୍ରେଲର ରିଲିଜ୍; ରଣବୀର ସାଜିଲେ 'ହମଜା', ଖଳନାୟକ ଭୂମିକାରେ ଅର୍ଜୁନ ରାମପାଲ

25 Mar 2022 By The Sakala

ରେକର୍ଡ କଲା ଆରଆରଆର: ମୁକ୍ତିଲାଭ ପୂର୍ବରୁ ୮୦୦ କୋଟି ଆୟ

ନୂଆଦିଲ୍ଲୀ: ଏସ ଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ଆରଆରଆର’ ଚଳଚ୍ଚିତ୍ର ଶୁକ୍ରବାର ମୁକ୍ତିଲାଭ ହୋଇଛି। ତେବେ ମୁକ୍ତିଲାଭ ପୂର୍ବରୁ ସାଉଥ ସୁପରଷ୍ଟାର ରାମ ଚରଣ ତେଜା, ଜୁନିଅର ଏନଟିଆର, ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତି ଏହି ଚଳଚ୍ଚିତ୍ର ଅନେକ ରେକର୍ଡ ଭାଙ୍ଗିଦେଇଛି। ଡିଷ୍ଟ୍ରିବ୍ୟୁସନ, ସ୍ୟାଟେଲାଇଟ, ମ୍ୟୁଜିକ ଭଳି ରାଇଟ ବିକି ଫିଲ୍ମ ୮୦୦ କୋଟି ଟଙ୍କା ଆୟ କରିସାରିଛି। ୫୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଚଳଚ୍ଚିତ୍ର ଦେଖିବାକୁ ୬୦ କୋଟି ଟଙ୍କାର ଅଗ୍ରୀମ ବୁକିଂ ମଧ୍ୟ ହୋଇସାରିଛି । ବ୍ୟବସାୟିକ ବିଶେଷଜ୍ଞଙ୍କ ଅନୁଯାୟୀ ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଶହେ କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଉଛି । ଏହା ବକ୍ସ ଅଫିସରେ ହଜାରେ କୋଟି ଟଙ୍କାର ବ୍ୟବସାୟ କରିପାରେ। ରିପୋର୍ଟ ଅନୁଯାୟୀ ସମସ୍ତ ଭାଷାରେ ଏହି ଚଳଚ୍ଚିତ୍ରର ଥ୍ରିଏଟିକାଲ ବିଜନେସ ୪୭୦ କୋଟି ଟଙ୍କାରୁ ଅଧିକ ରହିଛି। ଏହା ସହିତ ଆରଆରଆର ଥ୍ରିଏଟିକାଲ ବିଜନେସରେ ଭାରତର ସବୁଠାରୁ ଅୟକାରୀ ଚଳଚ୍ଚିତ୍ର ହୋଇଛି।

https://www.thesakala.in/entertainment/rrr-records-rs-800-crore-in-revenue-before-release/article-10225
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp