ପ୍ରତ୍ନତତ୍ତ୍ବବିତ୍ ଭୂମିକାରେ ଅକ୍ଷୟ

The Sakala Picture
Published On

ବଲିଉଡ୍‌ର ଖିଲାଡି ଷ୍ଟାର୍ ଅକ୍ଷୟ କୁମାର ନିକଟରେ ‘ଅନ୍ତରଙ୍ଗି ରେ’ ଫିଲ୍ମର ସୁଟିଂ ଶେଷ କରିଛନ୍ତି। ଏହାପରେ ଅକ୍ଷୟ ‘ରାମସେତୁ’ର ସୁଟିଂ ଆରମ୍ଭ କରି ଦେଇଛନ୍ତି। ନିକଟରେ ଅକ୍ଷୟ ତାଙ୍କର ଫ୍ୟାନ୍‌ମାନଙ୍କୁ ସେ ସୁଟିଂ ଆରମ୍ଭ କରିଥିବା କଥା କହିବା ସହ ଏହି ଫିଲ୍ମର ଫାଷ୍ଟ ଲୁକ୍‌ ଜାରି କରିଥିଲେ। The journey of making one of the most special films for me begins today. #RamSetu shooting begins! Playing an […]

ବଲିଉଡ୍‌ର ଖିଲାଡି ଷ୍ଟାର୍ ଅକ୍ଷୟ କୁମାର ନିକଟରେ ‘ଅନ୍ତରଙ୍ଗି ରେ’ ଫିଲ୍ମର ସୁଟିଂ ଶେଷ କରିଛନ୍ତି। ଏହାପରେ ଅକ୍ଷୟ ‘ରାମସେତୁ’ର ସୁଟିଂ ଆରମ୍ଭ କରି ଦେଇଛନ୍ତି। ନିକଟରେ ଅକ୍ଷୟ ତାଙ୍କର ଫ୍ୟାନ୍‌ମାନଙ୍କୁ ସେ ସୁଟିଂ ଆରମ୍ଭ କରିଥିବା କଥା କହିବା ସହ ଏହି ଫିଲ୍ମର ଫାଷ୍ଟ ଲୁକ୍‌ ଜାରି କରିଥିଲେ।

ଆହୁରି ପଢ଼ନ୍ତୁ: ଅଭିନୟ ଛାଡ଼ିବା ଗୁଜବ ଉପରେ ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ ହର୍ଷବର୍ଦ୍ଧନ କପୁର, କହିଲେ- 'ଆହୁରି କାନ୍ଦ'

ଅକ୍ଷୟ ଟ୍ବିଟ୍ କରି କହିଛନ୍ତି ଯେ, ମୋର ଖାସ୍‌ ଫିଲ୍ମ ମଧ୍ୟରୁ ଗୋଟିଏର ସୁଟିଂ ଆଜି ମୁଁ ଆରମ୍ଭ କରିଛି। ‘ରାମସେତୁ’ର ସୁଟିଂ ଆରମ୍ଭ ହେଲା। ଏଥିରେ ମୁଁ ଜଣେ ପ୍ରତ୍ନତତ୍ତ୍ବବିତ୍ ଭୂମିକାରେ ଅଭିନୟ କରୁଛି। ଏହି ଲୁକ୍ ବିଷୟରେ ମୁଁ ଆପଣଙ୍କର ମତାମତ ଜାଣିବାକୁ ଚେଷ୍ଟା କରିବି। ଏହି ଲୁକ୍‌ରେ ଅକ୍ଷୟ ଲମ୍ବା ହେୟାର ଷ୍ଟାଇଲରେ ନଜର ଆସିବେ। ଅକ୍ଷୟଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କର ଏହି ଲୁକ୍‌କୁ ବେଶ୍ ପସନ୍ଦ କରିଛନ୍ତି। ‘ରାମସେତୁ’ରେ ଅକ୍ଷୟଙ୍କ ସହିତ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍ ଓ ନୁସରତ୍ ଭରୁଚା ନଜର ଆସିବେ।

01 Apr 2021 By The Sakala

ପ୍ରତ୍ନତତ୍ତ୍ବବିତ୍ ଭୂମିକାରେ ଅକ୍ଷୟ

ବଲିଉଡ୍‌ର ଖିଲାଡି ଷ୍ଟାର୍ ଅକ୍ଷୟ କୁମାର ନିକଟରେ ‘ଅନ୍ତରଙ୍ଗି ରେ’ ଫିଲ୍ମର ସୁଟିଂ ଶେଷ କରିଛନ୍ତି। ଏହାପରେ ଅକ୍ଷୟ ‘ରାମସେତୁ’ର ସୁଟିଂ ଆରମ୍ଭ କରି ଦେଇଛନ୍ତି। ନିକଟରେ ଅକ୍ଷୟ ତାଙ୍କର ଫ୍ୟାନ୍‌ମାନଙ୍କୁ ସେ ସୁଟିଂ ଆରମ୍ଭ କରିଥିବା କଥା କହିବା ସହ ଏହି ଫିଲ୍ମର ଫାଷ୍ଟ ଲୁକ୍‌ ଜାରି କରିଥିଲେ।

ଅକ୍ଷୟ ଟ୍ବିଟ୍ କରି କହିଛନ୍ତି ଯେ, ମୋର ଖାସ୍‌ ଫିଲ୍ମ ମଧ୍ୟରୁ ଗୋଟିଏର ସୁଟିଂ ଆଜି ମୁଁ ଆରମ୍ଭ କରିଛି। ‘ରାମସେତୁ’ର ସୁଟିଂ ଆରମ୍ଭ ହେଲା। ଏଥିରେ ମୁଁ ଜଣେ ପ୍ରତ୍ନତତ୍ତ୍ବବିତ୍ ଭୂମିକାରେ ଅଭିନୟ କରୁଛି। ଏହି ଲୁକ୍ ବିଷୟରେ ମୁଁ ଆପଣଙ୍କର ମତାମତ ଜାଣିବାକୁ ଚେଷ୍ଟା କରିବି। ଏହି ଲୁକ୍‌ରେ ଅକ୍ଷୟ ଲମ୍ବା ହେୟାର ଷ୍ଟାଇଲରେ ନଜର ଆସିବେ। ଅକ୍ଷୟଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କର ଏହି ଲୁକ୍‌କୁ ବେଶ୍ ପସନ୍ଦ କରିଛନ୍ତି। ‘ରାମସେତୁ’ରେ ଅକ୍ଷୟଙ୍କ ସହିତ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍ ଓ ନୁସରତ୍ ଭରୁଚା ନଜର ଆସିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର