ରୁଦ୍ର ପାଇଁ ଅଜୟ ନେବେ ୧୨୫ କୋଟି

The Sakala Picture
Published On

ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ‘ରୁଦ୍ର: ଦ ଏଜ୍ ଅଫ୍ ଡାର୍କନେସ୍’ ଦ୍ବାରା ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି | ଏହା ବ୍ରିଟିଶ ଶୋ’ ‘ଲୁଥର’ର ରିମେକ୍ ହେବ । ଏଥିପାଇଁ ଅଜୟ ସୁଟିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଏହି ଶୋ’ର ସୁଟି ଦୁଇମାସ ଧରି ଚାଲିବ । ଅଜୟ ଏହି ପ୍ରୋଜେକ୍ଟ ପାଇଁ ୧୨୫ କୋଟି ଟଙ୍କା ନେବେ ବୋଲି ଜଣାପଡିଛି । ଯଦି ଏହା ସତ ହୁଏ, ତେବେ ଅଜୟ ଓଟିଟିରେ […]

ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ‘ରୁଦ୍ର: ଦ ଏଜ୍ ଅଫ୍ ଡାର୍କନେସ୍’ ଦ୍ବାରା ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି | ଏହା ବ୍ରିଟିଶ ଶୋ’ ‘ଲୁଥର’ର ରିମେକ୍ ହେବ । ଏଥିପାଇଁ ଅଜୟ ସୁଟିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଏହି ଶୋ’ର ସୁଟି ଦୁଇମାସ ଧରି ଚାଲିବ । ଅଜୟ ଏହି ପ୍ରୋଜେକ୍ଟ ପାଇଁ ୧୨୫ କୋଟି ଟଙ୍କା ନେବେ ବୋଲି ଜଣାପଡିଛି । ଯଦି ଏହା ସତ ହୁଏ, ତେବେ ଅଜୟ ଓଟିଟିରେ ଡେବ୍ଲ୍ୟୁ କରୁଥିବା ସବୁଠୁ ମହଙ୍ଗା ଅଭିନେତା ହେବେ। ଅଜୟଙ୍କର ଷ୍ଟାର୍ ନେଟ୍ୱର୍କ ସହିତ ସୁସମ୍ପର୍କ ରହିଛି । ଖାସ୍‌ ସେଥିପାଇଁ ଅଜୟଙ୍କୁ ୧୨୫ କୋଟିରେ ସାଇନ୍ କରାଯାଇଛି ବୋଲି ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: #MeToo ଅଭିଯୋଗରେ ବର୍ବାଦ ହୋଇଛି ଆଲୋକ ନାଥଙ୍କ ଜୀବନ: ପ୍ରକୃତ ସତ ସାମ୍ନାକୁ ଆଣିଲେ ନାରାୟଣୀ ଶାସ୍ତ୍ରୀ

ଏଥିରେ ଅଜୟ ସମ୍ପୂର୍ଣ୍ଣ ଭାବେ ଏକ ଅଲଗା ଅନ୍ଦାଜରେ ଦେଖାଯିବେ। ଅଜୟ ପ୍ରତି ଏପିସୋଡ୍ ପାଇଁ ୨ କୋଟି ଟଙ୍କା ନେବେ। ଅଜୟଙ୍କ ଫିସ୍ ବାବାଦ ୧୨୫ କୋଟି ଟଙ୍କା ମଧ୍ୟରେ ଷ୍ଟାର ନେଟୱର୍କର ପ୍ରମୋ ସୁଟ୍, ସୋସିଆଲ ମିଡିଆ ପୋଷ୍ଟ, ରିଅଲିଟି ଶୋ’କୁ ଯିବା, ଆଦି ସାମିଲ ହୋଇଛି । ଏହି ସିରିଜରେ ଅଜୟଙ୍କ ସହିତ ଦକ୍ଷିଣର ଅଭିନେତ୍ରୀ ରାଶି ଖାନ୍ନା ନଜର ଆସିବେ।

ଆହୁରି ପଢ଼ନ୍ତୁ: ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ପ୍ରସୂଚି ପଣ୍ଡା, ଆନ୍ତର୍ଜାତୀୟ ମଞ୍ଚରେ କରିବେ ଭାରତର ପ୍ରତିନିଧିତ୍ୱ

20 Jun 2021 By The Sakala

ରୁଦ୍ର ପାଇଁ ଅଜୟ ନେବେ ୧୨୫ କୋଟି

ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ‘ରୁଦ୍ର: ଦ ଏଜ୍ ଅଫ୍ ଡାର୍କନେସ୍’ ଦ୍ବାରା ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି | ଏହା ବ୍ରିଟିଶ ଶୋ’ ‘ଲୁଥର’ର ରିମେକ୍ ହେବ । ଏଥିପାଇଁ ଅଜୟ ସୁଟିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଏହି ଶୋ’ର ସୁଟି ଦୁଇମାସ ଧରି ଚାଲିବ । ଅଜୟ ଏହି ପ୍ରୋଜେକ୍ଟ ପାଇଁ ୧୨୫ କୋଟି ଟଙ୍କା ନେବେ ବୋଲି ଜଣାପଡିଛି । ଯଦି ଏହା ସତ ହୁଏ, ତେବେ ଅଜୟ ଓଟିଟିରେ ଡେବ୍ଲ୍ୟୁ କରୁଥିବା ସବୁଠୁ ମହଙ୍ଗା ଅଭିନେତା ହେବେ। ଅଜୟଙ୍କର ଷ୍ଟାର୍ ନେଟ୍ୱର୍କ ସହିତ ସୁସମ୍ପର୍କ ରହିଛି । ଖାସ୍‌ ସେଥିପାଇଁ ଅଜୟଙ୍କୁ ୧୨୫ କୋଟିରେ ସାଇନ୍ କରାଯାଇଛି ବୋଲି ଚର୍ଚ୍ଚା ହେଉଛି।

ଏଥିରେ ଅଜୟ ସମ୍ପୂର୍ଣ୍ଣ ଭାବେ ଏକ ଅଲଗା ଅନ୍ଦାଜରେ ଦେଖାଯିବେ। ଅଜୟ ପ୍ରତି ଏପିସୋଡ୍ ପାଇଁ ୨ କୋଟି ଟଙ୍କା ନେବେ। ଅଜୟଙ୍କ ଫିସ୍ ବାବାଦ ୧୨୫ କୋଟି ଟଙ୍କା ମଧ୍ୟରେ ଷ୍ଟାର ନେଟୱର୍କର ପ୍ରମୋ ସୁଟ୍, ସୋସିଆଲ ମିଡିଆ ପୋଷ୍ଟ, ରିଅଲିଟି ଶୋ’କୁ ଯିବା, ଆଦି ସାମିଲ ହୋଇଛି । ଏହି ସିରିଜରେ ଅଜୟଙ୍କ ସହିତ ଦକ୍ଷିଣର ଅଭିନେତ୍ରୀ ରାଶି ଖାନ୍ନା ନଜର ଆସିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର